Monthly Archives

May 2026

୫୬୫୯.୨୨ କୋଟି ଟଙ୍କା ବ୍ୟୟବରାଦ ସହିତ “କପା ଉତ୍ପାଦନ ମିଶନ”କୁ କ୍ୟାବିନେଟ ଅନୁମୋଦନ

୨୦୩୦-୩୧ ସୁଦ୍ଧା ବିଶ୍ୱ ବୟନ ଶିଳ୍ପ ବଜାରରେ କପା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଏବଂ ପ୍ରତିଯୋଗିତାମୂଳକଦକ୍ଷତାହାସଲଲକ୍ଷ୍ୟ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟକପା ଉତ୍ପାଦନ ମିଶନଘୋଣାକରିଛନ୍ତି । ୫୬୫୯.୨୨
Read More...

ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ସଂଖ୍ୟା ୩୩ ରୁ ୩୭କୁ ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟ୍‍ର ଅନୁମୋଦନ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆଜି ସୁପ୍ରିମକୋର୍ଟ (ବିଚାରପତିଙ୍କ ସଂଖ୍ୟା) ସଂଶୋଧନ ବିଲ୍, ୨୦୨୬କୁ ସଂସଦରେ ଆଗତ କରିବା ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି, ଯାହା ଦ୍ୱାରା ସୁପ୍ରିମକୋର୍ଟ (ବିଚାରପତିଙ୍କ
Read More...

ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ଯୋଜନା ୫.୦କୁ କ୍ୟାବିନେଟ ମଞ୍ଜୁରୀ

ପଶ୍ଚିମ ଏସିଆ ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୋଗ୍ୟ ବ୍ୟବସାୟିକ ଋଣଗ୍ରହୀତାଙ୍କ ପାଇଁ ଅତିରିକ୍ତ ଋଣ ସହାୟତା ପ୍ରଦାନ କରିବା ଲାଗି ସଦସ୍ୟ ଋଣ ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ ନେସନାଲ୍ କ୍ରେଡିଟ୍ ଗ୍ୟାରେଣ୍ଟି ଟ୍ରଷ୍ଟି କମ୍ପାନୀ ଲିମିଟେଡ୍ ମାଧ୍ୟମରେ ଋଣ ଗ୍ୟାରେଣ୍ଟି ସୁରକ୍ଷା ପ୍ରଦାନ
Read More...

ଆଖୁର ଉଚିତ୍ ଓ ଲାଭକାରୀ ମୂଲ୍ୟକୁ କ୍ୟାବିନେଟ୍ ମଞ୍ଜୁରୀ

୨୦୨୬-୨୭ ଋତୁ ପାଇଁ ଆଖୁ ଚାଷୀଙ୍କ ଠାରୁ କ୍ୱିଣ୍ଟାଲ୍ ପିଛା ୩୬୫ ଟଙ୍କାରେ କିଣା ଯିବ ଆଖୁଏହି ନିଷ୍ପତ୍ତି ଦ୍ୱାରା ୫ କୋଟି ଆଖୁ ଚାଷୀ ଏବଂ ଚିନିକଳ ଓ ଆନୁସଙ୍ଗିକ କ୍ଷେତ୍ରରେ କାମ କରୁଥିବା ୫ ଲକ୍ଷରୁ ଅଧିକ ଶ୍ରମିକ ହେବେ ଲାଭାନ୍ୱିତ ନୂଆଦିଲ୍ଲୀ, (ପିଆଇବି) : ଆଖୁ ଚାଷୀଙ୍କ ହିତକୁ
Read More...

ନୂଆଦିଲ୍ଲୀରେ ଆଇଆଇଟି ମାଡ୍ରାସର ‘ଟେକ୍ନୋଲୋଜି ସମିଟ୍ -୨୦୨୬’ରେ କେନ୍ଦ୍ରମନ୍ତ୍ରୀ

• ଲୋକଙ୍କ ସମସ୍ୟା ଦୂର କରିବା ହିଁ ପ୍ରକୃତ ଇନୋଭେସନ୍ - ଧର୍ମେନ୍ଦ୍ର ପ୍ରଧାନ• କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଜୟନ୍ତ ଚୌଧୁରୀ, ଆଇଆଇଟି ମାଡ୍ରାସର ନିର୍ଦ୍ଦେଶକ ପ୍ର. ଭି. କାମାକୋଟି ଉପସ୍ଥିତ• ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନୀକୁ ବୁଲି ଦେଖିବା ସହ ଯୁବ ଗବେଷକମାନଙ୍କ ସହ
Read More...

ପୁଣି ହଷ୍ଟେଲ ଫି’ ଆଦାୟକୁ ନେଇ ତାତିଲା ଭଞ୍ଜବିହାର : ଛାତ୍ରଛାତ୍ରୀ ଆନ୍ଦୋଳନ ପାଇଁ ହେଉଛନ୍ତି ସଜବାଜ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅଜବନୀତି । ବର୍ଷେ ତଳେ ଯାହା ଛାଡ କରିଥିଲେ, ଏବେ ତାହା ପୁଣି ଆଦୟ କରୁଛନ୍ତି । 'ହଷ୍ଟେଲ ଛାଡିବା ସମୟରେ କସନ ଟଙ୍କା ଆଦାୟକୁ ନେଇ ବିଭ୍ରାଟ ଦେଖାଦେଇଛି । ମୌଳିକ ସୁବିଧା ଯୋଗାଇଦେବା ପାଇଁ ମଧ୍ୟ ବିଭିନ୍ନ ସମୟରେ
Read More...

ବିଜେପିର ପ୍ରଚଣ୍ଡ ବିଜୟରେ ରାଉରକେଲାରେ ବିଜୟ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଳିଷ୍ଠ ସଫଳ ନେତୃତ୍ୱ ଏବଂ ଜନ ହିତକାରୀ ନୀତି, ରାଷ୍ଟ୍ର ପ୍ରତି ସମର୍ପିତ ଅତୁଟ ବିଶ୍ୱାସ ଜନତାଙ୍କ ହୃଦୟରେ ପ୍ରତିଫଳିତ ହୋଇଛି । ଦେଶର ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ପଶ୍ଚିମବଙ୍ଗରେ ପ୍ରଥମ
Read More...

ବନ୍ଧମୁଣ୍ଡାରେ “ହର ଘର ଜଳ, ଘର-ଘର ନଳ” ଯୋଜନାର ଆରମ୍ଭ

ପାଣି ସମସ୍ୟା ସମାଧାନ ପାଇଁ ବଡ଼ ପଦକ୍ଷେପ ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁରୁତ୍ୱାକାଂକ୍ଷୀ “ହର୍ ଘର ଜଳ, ଘର-ଘର ନଳ” ଯୋଜନା ଅନୁସାରେ ଆଜି ବନ୍ଧମୁଣ୍ଡା ଅଞ୍ଚଳରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପର ଆରମ୍ଭ ହୋଇଛି । ଏହି ଯୋଜନା ଅଧୀନରେ
Read More...

ଗରିମା ପରିବାରର କୃତିତ୍ୱ ହାସଲ କରିଥିବା ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ଗରିମା ପରିବାରର ତରଫରୁ ସିବିଏସ୍‌ଇ, ଆଇସିଏସ୍‌ଇ ଓ ମାଟ୍ରିକ ବୋର୍ଡରେ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ପରିବାରର କୃତି ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଅନୁଷ୍ଠାନର ମୁଖ୍ୟ ଶଙ୍କର ଜେନାଙ୍କ ଆବାହକତ୍ୱ ଓ ସଂଯୋଜନାରେ ଆୟୋଜିତ ଏହି
Read More...

ମାଟ୍ରିକରେ ଆକାଂକ୍ଷାଙ୍କ କମାଲ : ଏ୧ ଗ୍ରେଡ ସହ ଜିଲ୍ଲାରେ ଚତୁର୍ଥ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଏ ବର୍ଷର ମାଟ୍ରିକ ପରୀକ୍ଷାରେ ପଦ୍ମପୁର ଉପଖଣ୍ଡ ଜମଲା ଗ୍ରାମର ଛାତ୍ରୀ ଆକାଂକ୍ଷା ଏକ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛନ୍ତି । ସେ ୫୫୮ ମାର୍କ ତଥା ୯୩ % ପ୍ରତିଶତ ରଖି ଏ୧ ଗ୍ରେଡ୍ ପାଇ ଜିଲ୍ଲାରେ ଚତୁର୍ଥ ସ୍ଥାନ ଅଧିକାର କରି ଗ୍ରାମ ଓ ଅଞ୍ଚଳ ପାଇଁ ଗୌରବ
Read More...