Daily Archives

ଠକାମୀର ଶିକାର ହେଲେ ୮୦ରୁ ଅଧିକ ଲୋକ

ରାଉରକେଲା, (କେପିଏନ୍‌ଏସ୍‌) : ବିହାରର ନାମୀଦାମି ସଂସ୍ଥା ବାସ୍ତୁ ବିହାର (ଟେକ୍ନୋକଲ୍‌ଚର୍‌ ବିଲଡିଂ ସେଂଟର ପ୍ରାଇଭେଟ ଲିମିଟେଡ) ଅନେକ ରାଜ୍ୟରେ ଫ୍ଲାଟ ନିର୍ମାଣ କରି ଜନସାଧାରଣଙ୍କୁ ବିକ୍ରି କରୁଥିବା ସମୟରେ ରାଉରକେଲାରେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ୮୦ରୁ ଅଧିକ ଲୋକ । ଏହି
Read More...

ପଞ୍ଚଦଶ ତମ ବାର୍ଷିକ ଉତ୍ସବ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଗୁରୁବାରର ପବିତ୍ର ଲଗ୍ନରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଡେଲାଙ୍ଗର ପଞ୍ଚଦଶ ତମ ବାର୍ଷିକ ଉତ୍ସବ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପୁରୀ ଲୋକସଭା ସାଂସଦ ଡାକ୍ତର ସମ୍ବିତ୍ ପାତ୍ର ମୁଖ୍ୟ ଅତିଥି, ଡେଲାଙ୍ଗ ପିପିଲିର ବିଧାୟକ ଆଶ୍ରିତ୍
Read More...

ସଂସ୍କୃତ ଶିକ୍ଷକ ଭାବେ ନିଯୁକ୍ତି ପାଇଲେ ମଧୁସୂଦନ ସା

ତରଭା : (କେପିଏନ୍‌ଏସ୍‌) : ନିଜର ଅକ୍ଳାନ୍ତ ପରିଶ୍ରମ ଓ ଅଧ୍ୟବସାୟ ବଳରେ ସୋନପୁର ଜିଲ୍ଲା ମେଣ୍ଡା ଗ୍ରାମର ମଧୁସୂଦନ ସା କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ କଶ୍‌ରୁପଡା ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଶିକ୍ଷକ ଭାବେ ଯୋଗ ଦେଇଛନ୍ତି । ମଧୁସୂଦନ ପିଲାଟି ଦିନରୁ ମେଧାବୀ ଓ ପରିଶ୍ରମୀ ଛାତ୍ର ଥିଲେ ।
Read More...

ବଲାଙ୍ଗିରରେ ରାଜ୍ୟସ୍ତରୀୟ ‘ଜାତୀୟ ପଞ୍ଚାୟତିରାଜ ଦିବସ’ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ବଲାଙ୍ଗିରରେ ହେବ ଚିନି କଳ, ଟେକ୍ସଟାଇଲ୍ ପାର୍କଲୋକଙ୍କ ସକ୍ରିୟ ଭାଗିଦାରୀ ଓ ଅଭିନବ ଚିନ୍ତାଧାରା ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ ଗତିଶୀଳ କରିବ - ମୁଖ୍ୟମନ୍ତ୍ରୀଅନ୍ତ୍ୟୋଦୟ ଗୃହ ଯୋଜନାରେ ୫୦ ହଜାରରୁ ଅଧିକ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଓ ୨୦୦ କୋଟି ଟଙ୍କାର
Read More...

ଘରୋଇ ଆଇ.ଟି.ଆଇ ସଙ୍ଘରେ ଜରୁରୀ କାଳୀନ ବୈଠକ

କଟକ, (କେପିଏନ୍‌ଏସ୍‌) : କଟକ ସହର ସ୍ଥିତ ଏକ ଘରୋଇ ହୋଟେଲ ଠାରେ ଷ୍ଟେଟ ପ୍ରାଇଭେଟ ଆଇ.ଟି.ଆଇ ଏସୋସେସନ (ସ୍ପିଟିଆ) ଓଡିଶାର ଏକ ଜରୁରୀକାଳୀନ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଭାପତି ଡ. ଅରୁଣ କୁମାର ନାୟକଙ୍କ ସଭାପତିତ୍ୱରେ ସାଧାରଣ ସମ୍ପାଦକ ମିଲନ ମହାପାତ୍ର,
Read More...

ସୁବର୍ଣ୍ଣପୁରରେ ଜାତୀୟ ପଞ୍ଚାୟତିରାଜ ଦିବସ -୨୦୨୬ ପାଳିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଟାଉନହଲ ଠାରେ ଜାତୀୟ ପଞ୍ଚାୟତିରାଜ ଦିବସ -୨୦୨୬ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ଓ ସୋନପୁର ବ୍ଲକ ସ୍ତରୀୟ ସମାରୋହ ଆୟୋଜିତ ହୋଇଯାଇଛି । ଜିଲ୍ଲାପାଳ ଡ. ନୃପରାଜ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି
Read More...