Daily Archives

ପୂର୍ବତନ ସୈନିକ ରାଜକିଶୋର ପାଢ଼ୀଙ୍କର ଦେହାନ୍ତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୂରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବୋଳକଣା ଗ୍ରାମର ପୂର୍ବତନ ସ୍ଥଳସେନା ସୈନିକ ରାଜକିଶୋର ପାଢ଼ୀଙ୍କର ୬୫ ବର୍ଷ ବୟସରେ ନିଜସ୍ୱ ବାସଭବନ ବୋଳକଣା ଗ୍ରାମରେ ତା. ୧୪/୦୪/୨୦୨୬ ରିଖ ରାତ୍ର ଘ. ୧୨. ୧୫ ମି. ସମୟରେ ପରଲୋକ ହୋଇଯାଇଛି । ପିତା
Read More...

ରାଉରକେଲାରେ ମହାବିଷୁବ ସଂକ୍ରାନ୍ତି, ଓଡ଼ିଆ ନବବର୍ଷ ଓ ବାବାସାହେବ ଡ଼ଃ ଆମ୍ବେଦକର ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ନଗରୀ ରାଉରକେଲାର ବିଭିନ୍ନ ଅନୁଷ୍ଠାନ ତଥା ସ୍ଥାନରେ ମହାବିଷୁବ ସଂକ୍ରାନ୍ତି, ଓଡ଼ିଆ ନବବର୍ଷ ଓ ବାବାସାହେବ ଡ଼ଃ ଆମ୍ବେଦକରଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ବିଭିନ୍ନ ସ୍ଥାନରେ ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ,
Read More...

ମାୟାବର୍ହା ହାଇସ୍କୁଲରେ ନୂତନ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ପ୍ରଧାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନଙ୍କ ସଭାପତିତ୍ୱରେ ଆଜି ନୂତନ ଭାବରେ ନବମ ଶ୍ରେଣୀରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା ସଭା
Read More...

ଟିଟିଲାଗଡ ସାହିତ୍ୟ ସଂସ୍କୃତି ତରଫରୁ ବିଷୁବ ମିଳନ ଉତ୍ସବ ପାଳନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ ସାହିତ୍ୟ ସଂସ୍କୃତି ବିଷୁବ ମିଳନ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଡ. ଘନଶ୍ୟାମ ଜୈନ, ମୁଖ୍ୟବକ୍ତା ଭାବେ ରାଜେନ୍ଦ୍ର କଲେଜର ଡ. ଶ୍ୟାମ ଭୋଇ, ସାହିତ୍ୟ ସଂସ୍କୃତିର ସଭାପତି ଜ୍ୟୋତି
Read More...

“ଲୋକଙ୍କ ସରକାର ଲୋକଙ୍କ ପାଖରେ” : ପୌରପରିଷଦ ପକ୍ଷରୁ ୱାର୍ଡରେ ଜନ ଶୁଣାଣି କାର୍ଯ୍ୟକ୍ରମ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ପୌରପରିଷଦ ପକ୍ଷରୁ ୱାର୍ଡ ନମ୍ବର ୫ ଓ ୬ରେ ଆଜି ସକାଳେ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସେହି ୱାର୍ଡର ବାସିନ୍ଦାମାନେ ନିଜ ନିଜର ଅସୁବିଧା ବିଷୟରେ ଆଲୋକପାତ କରିବା ସହ ପୂର୍ବରୁ କରାଯାଉଥିବା କାର୍ଯ୍ୟରେ ଖୁସି ଓ
Read More...

ଧାନଚାଷ ପରବର୍ତ୍ତୀ ପଡିଆ ଜମିର ପରିଚାଳନା ସମ୍ବନ୍ଧୀୟ କ୍ଷେତ୍ର ଦିବସ ଶିବିର

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଧାନଚାଷ ପରବର୍ତ୍ତୀ ପଡିଆ ଜମିର ପରିଚାଳନା ସମ୍ବନ୍ଧୀୟ ଏକ କ୍ଷେତ୍ର ଦିବସ କାର୍ଯ୍ୟକ୍ରମ ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକରେ ଅନୁଷ୍ଠିତ ହୋଇଯାଇଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାରଙ୍କ ତରଫରୁ ତଥା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ
Read More...

ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ନାରୀ ବନ୍ଦନା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ନାରୀ ବନ୍ଦନା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରତୀୟ ନାରୀର ସମ୍ମାନ, ମର୍ଯ୍ୟାଦା, ପ୍ରଗତି, ସ୍ୱୀକୃତି ଓ ସଂରକ୍ଷଣ ପାଇଁ ସରକାର
Read More...

ସ୍କୋରପିଓରେ ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍କୋରପିଓରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ । ବଲାଙ୍ଗିର ପୁଇଁନ୍ତଳା ବାଇପାସ ପାର୍କିଂ ନିକଟରେ ଜବତ କଲା ଗାଡି ସହ ଗଞ୍ଜେଇ । ପୋଲିସ ଯାଞ୍ଚ ବେଳେ ରାତିରେ ଫେରାର ମାରୁଥିଲା ଗଞ୍ଜେଇ ଭର୍ତ୍ତି ଗାଡି । କାବୁ କଲା ତରଭା ପୋଲିସ । କେତେ ପରିମାଣ ଗଞ୍ଜେଇ
Read More...

ଅବସରପ୍ରାପ୍ତ ସମବାୟ କର୍ମଚାରୀ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଅବସରପ୍ରାପ୍ତ ସମବାୟ କର୍ମଚାରୀ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । କର୍ମଚାରୀମାନେ ଦୀର୍ଘ ସମୟ ହେବ ଅବସର ନେଇ ସାରିଥିବା ସତ୍ୱେ ସେମାନଙ୍କୁ ଅବସରକାଳୀନ ସୁବିଧା ମିଳୁ ନ ଥିବା ସଂଘ ଅଭିଯୋଗ କରିଛି
Read More...

ଜନ୍ମୋତ୍ସବ ପାଳନ ଶୋଭାଯାତ୍ରାରେ ଖଣ୍ଡା ଓ ଗଦା ବୁଲାଇ ନାଚିଲେ ବରଗଡ ସାଂସଦ ପ୍ରଦୀପ ପୁରୋହିତ

ବରଗଡ, (ମୁନ୍ନା ସାହୁ) : ପବିତ୍ର ହନୁମାନ ଜନ୍ମୋତ୍ସବ ଅବସରରେ ପଦ୍ମପୁର ସହର ଭକ୍ତିମୟ ପରିବେଶରେ ମୁଗ୍ଧ ହୋଇଯାଇଥିଲା । ଏହି ଅବସରରେ ଏକ ବିଶାଳ ଓ ଆକର୍ଷଣୀୟ ଶୋଭାଯାତ୍ରା ଆୟୋଜିତ ହୋଇଥିଲା, ଯାହା ସହରର ପ୍ରମୁଖ ରାସ୍ତା ଓ ଅଞ୍ଚଳମାନଙ୍କୁ ପରିକ୍ରମା କରିଥିଲା । ଶୋଭାଯାତ୍ରାରେ
Read More...