Daily Archives

ଟିଟିଲାଗଡ଼ ବହି ହାଟ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ପୁସ୍ତକ ମେଳା ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଚଳିତ ବର୍ଷ ପଞ୍ଚମ ବର୍ଷରେ ପଦାର୍ପଣ କରିଛି ଟିଟିଲାଗଡ଼ ବହି ହାଟ । ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ଠାରେ ଥିବା ମିଶନ ଶକ୍ତି ବଜାର ପ୍ରାଙ୍ଗଣ ଆରମ୍ଭ ୧୨.୧୨.୨୦୨୫ରୁ ଆରମ୍ଭ ହୋଇ ବହି ହାଟ ଆସନ୍ତା ୨୦…
Read More...

ଇସ୍ପାତ୍ ସାହିତ୍ୟରେ ପୁସ୍ତକ ଲୋକାର୍ପଣ ଉତ୍ସବ

ରାଉଲକେଲା, (ସସ୍ମିତା ପ୍ରଧାନ) : ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ୍ ସାହିତ୍ୟ ସଂସଦ ଆନୁକଦ୍ଭଲ୍ୟରେ ସଭାପତି ନୃସିଂହ ଚରଣ ବିଶ୍ଵାଳଙ୍କ ସଭାପତିତ୍ୱରେ ପୁସ୍ତକ ଲୋକାର୍ପଣ ଓ ସମୀକ୍ଷା କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମତୀ ଦୀପ୍ତି ମହାନ୍ତିଙ୍କ ଗଳ୍ପ ସଙ୍କଳନ…
Read More...

ରାମଚଣ୍ଡୀ ପୀଠରେ ୟୁଟ୍ୟୁବର୍ ଓ ବୈଦ୍ୟୁତିକ ଗଣମାଧ୍ୟମ ବ୍ୟକ୍ତିତ୍ଵଙ୍କ ଭବ୍ୟ ସମାବେଶ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରୁ ମାତ୍ର ୭ କିମି ଦୂରରେ ନିଳାଦ୍ରୀପୁର ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ବିନ୍ଧ୍ୟବାସିନୀ ମା' ରାମଚଣ୍ଡୀ ଦେବୀ ବିଦ୍ୟମାନ । ପୂଣ୍ୟତ୍ତୋୟା ଋଷିକୂଲ୍ୟା ନଦୀର କୁଳୁକୁଳୁତାନର ପ୍ରାକୃତିକ ଶୋଭା…
Read More...

ଶୁଖା ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ଶିକ୍ଷାସଭା

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଶୁଖା ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ଶିକ୍ଷାସଭା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁରେଶ କୁମାର ନାୟକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଫକୀର ମୋହନ ସାଙ୍କ ସଭାପତିତ୍ୱରେ…
Read More...

ରାମେଶ୍ଵରମ ଅଭିମୁଖେ ଯାତ୍ରା କଲେ କଳାହାଣ୍ଡିର ୧୮୭ ବରିଷ୍ଠ ନାଗରିକ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ତରଫରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ରବିବାର କଳାହାଣ୍ଡି ଜିଲ୍ଲାରୁ ୫ ଗୋଟି ସ୍ୱତନ୍ତ୍ର ବସ ଯୋଗେ ୧୮୭ ଜଣ ବରିଷ୍ଠ ନାଗରିକ ରାମେଶ୍ଵରମ ଓ ମଦୁରାଇ ଅଭିମୁଖେ ଯାତ୍ରା କରିଛନ୍ତି । ରାୟଗଡାରେ ସମସ୍ତ…
Read More...

ସଫେଇ କର୍ମଚାରୀଙ୍କୁ ସମ୍ମାନ : କେସିଙ୍ଗା ଏନ୍‌ଏସିରେ ବଡାଖାନା କାର୍ଯ୍ୟକ୍ରମ

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସି ପରିସରରେ ବଡାଖାନା କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷ ନୃପରାଜ ଯାଦବ ସଭାପତି ଭାବେ ଯୋଗଦେଇ କହିଥିଲେ ଯେ, ବର୍ଷ ସାରା ବିଜ୍ଞାପିତ ଅଞ୍ଚଳ ପରିଷଦରେ ସଫେଇ କର୍ମଚାରୀମାନେ ସଫା କରିଥାନ୍ତି ।…
Read More...

ସୁବର୍ଣ୍ଣପୁରର ଜିଲ୍ଲା ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ

ଭାଗ ନେଲେ ରେକର୍ଡ ସଂଖ୍ୟକ ୧୨୭୦ ପ୍ରତିଯୋଗୀ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଗତକାଲି ଠାରୁ ଜିଲ୍ଲା କ୍ରୀଡ଼ା ସଂଘ ପକ୍ଷରୁ ଆରମ୍ଭ ହୋଇଥିବା ଦୁଇ ଦିନଆ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଅତିରିକ୍ତ…
Read More...

ଶ୍ରୀ ହରିନାମ ପ୍ରଚାର ସମିତି ପକ୍ଷରୁ କମ୍ବଳ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରବଚିକା, ଅଧ୍ୟାପିକା ତଥା ସୁଲେଖିକା ଏଲୋରା ମିଶ୍ରଙ୍କ ଦ୍ୱାରା ଗଠିତ ଶ୍ରୀହରିନାମ ପ୍ରଚାର ସମିତି ପକ୍ଷରୁ ଦରିଦ୍ର ଅସହାୟଙ୍କୁ ଶୀତବସ୍ତ୍ର ଏବଂ କମ୍ବଳ ବଣ୍ଟନ କରାଯାଇଛି । ପ୍ରବଳ ଶୀତକାକରରୁ ରକ୍ଷା ପାଇବାକୁ ଏହି ସମିତି କମ୍ବଳ ବଣ୍ଟନ କରିଛି । ଏହି…
Read More...

ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା -୨୦୨୫ ଉଦଘାଟିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ପୂର୍ବାହ୍ନରେ ସୁବର୍ଣ୍ଣପୁର ସ୍ଥିତ ରୟାଲ ପଡିଆ ଠାରେ ଜିଲ୍ଲାସ୍ତରୀୟ ମତ୍ସ ଓ ପ୍ରାଣୀସମ୍ପଦ ମେଳା - ୨୦୨୫ ଉଦଘାଟିତ ହୋଇଯାଇଛି । ଏହା ଦୁଇଦିନ ଧରି ଅନୁଷ୍ଠିତ ହେବ । ଜିଲ୍ଲାପାଳ ଡ. ନୃପରାଜ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି…
Read More...

ଲେବଡା କ୍ଲଷ୍ଟରରେ ଆସ ସ୍କୁଲ୍ ଯିବା ଅଭିଯାନ ଅନ୍ତର୍ଗତ ଶିକ୍ଷା ସଭା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲେବଡ଼ା କ୍ଳଷ୍ଟର ଅଧିନସ୍ଥ ବଡ଼ଉଡ଼ାର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାରୁ ବଞ୍ଚିତ ଓ ବିଦ୍ୟାଳୟ ଛାଡ଼ିଥିବା ୬ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ ପୁନଃ ବିଦ୍ୟାଳୟଭିମୁଖୀ କରିବା ଉଦ୍ଦେଶ୍ୟରେ “ଆସ…
Read More...