ରେୟାର ଗୁଡଭେଲା ଆନୁକୂଲ୍ୟରେ ଅନ୍ତର୍ନିବେଶୀ ଶିକ୍ଷା ଓ ଶ୍ରେଣୀ ପରିଚାଳନା ତାଲିମ ଶିବିର ଅନୁଷ୍ଠିତ
ତୁଷୁରା, (କେପିଏନ୍ଏସ୍) : ରିସର୍ଚ୍ଚ ଏକାଡେମୀ ଫର୍ ରୁରାଲ୍ ଏନ୍ରିଚ୍ମେଣ୍ଟ (ରେୟାର) ଗୁଡଭେଲା ଶାଖା ଆନୁକୂଲ୍ୟରେ ଧାନଘରା କମ୍ୟୁନିଟି ସେଣ୍ଟର ଠାରେ ଏକ ଦିବସୀୟ ଅନ୍ତର୍ନିବେଶୀ ଶିକ୍ଷା ଓ ଶ୍ରେଣୀ ପରିଚାଳନା ସମ୍ପର୍କିତ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ତୁଷୁରା ଉଚ୍ଚ!-->…
Read More...
Read More...