Daily Archives

ଲୋଇସିଂହା ଗାନ୍ଧୀଛକ ସାର୍ବଜନୀନ ଗଜଲକ୍ଷ୍ମୀ ପୂଜା ଆରମ୍ଭ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଗାନ୍ଧୀଛକ ସ୍ଥିତ ସାର୍ବଜନୀନ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଛି । ସଭାପତି ବବଲୁ ଦଲେଇଙ୍କ ନେତୃତ୍ଵରେ ସୋମବାର ପୂର୍ବାହ୍ନରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଲୋଇସିଂହା ଜମିଦାର ରାଜନନ୍ଦିନୀ ଅର୍ଚ୍ଚନା ସିଂହ ରାଏ, ଭଉଣୀ ବନ୍ଦନା ସିଂହ ରାଏ,…
Read More...

ଲୋଇସିଂହା ବ୍ଲକ ବାରିକ ସମାଜ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ବାରିକ ସମାଜ ପକ୍ଷରୁ ସ୍ଥାନୀୟ ବାରିକ ଭବନ ଠାରେ ପଶ୍ଚିମ ଓଡିଶା ବାରିକ ସମାଜ ତଥା ବଲାଙ୍ଗିର ଜିଲ୍ଲା ବାରିକ ସମାଜର ସଭାପତି କଙ୍ଗାଳୁ ବାରିକଙ୍କ ଦେହାନ୍ତରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସମାଜର ଲୋଇସିଂହା ବ୍ଲକ…
Read More...

ଛିନ୍ଦେଇକେଲା ହାଇସ୍କୁଲ ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଛିନ୍ଦେଇକେଲା ହାଇସ୍କୁଲ ୨୦୧୩ ମାଟ୍ରିକ ପୁରାତନ ଛାତ୍ରୀଛାତ୍ରୀଙ୍କ ତିଖାଲି ଡ୍ୟାମ ନିକଟରେ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଛାତ୍ରଛାତ୍ରୀମାନେ ତାଙ୍କ ଛାତ୍ର ଜୀବନ ଅନୁଭୂତି ବଖାଣି ଥିଲେ…
Read More...

ଜେଏସ୍ଏମ୍ ବାଣିଜ୍ୟ, କଳା ଏବଂ ବିଜ୍ଞାନ ମହାବିଦ୍ୟାଳୟରେ ୨୦୨୫-୨୬ ଶିକ୍ଷା ବର୍ଷର ସ୍ୱାଗତ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨୦୨୫-୨୬ ଶିକ୍ଷା ବର୍ଷରେ +୨ ଓ +୩ରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଜେଏସ୍ଏମ୍ କଳା, ବିଜ୍ଞାନ ଏବଂ ବାଣିଜ୍ୟ ମହାବିଦ୍ୟାଳୟରେ 'ଫ୍ରେସର୍ ଡେ' ଭାବରେ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଏକ ବିଶେଷ ସ୍ୱାଗତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…
Read More...

ରାଉରକେଲା ଠାରେ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ମୋଟ ୩୬ଟି ଅଭିଯୋଗର ହେଲା ଶୁଣାଣି ରାଉରକେଲା, (ସସ୍ମିତା ପ୍ରଧାନ) : ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ତଥା ଅଭିଯୋଗର ସମାଧାନ ନିମନ୍ତେ ରାଉରକେଲା ମହାନଗର ନିଗମ ଠାରେ ଥିବା ସମ୍ମିଳନୀ କକ୍ଷରେ ଯୁଗ୍ମ ଜନ ଶୁଣାଣି କାଙ୍କ'କ୍ରକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଉରକେଲା ଅତିରିକ୍ତ ଜିଲ୍ଲାପାଳ…
Read More...

ରାଉରକେଲା ଆନ୍ତର୍ଜାତୀୟ ବାଣିଜ୍ୟ ମେଳା ଆସନ୍ତା ୭ରୁ ୧୬ ପର୍ଯ୍ୟନ୍ତ

ରାଉରକେଲା. (ସସ୍ମିତା ପ୍ରଧାନ) : ସ୍ଥାନୀୟ ସେକ୍ଟର -୧୩ ମେଲଣ ପଡ଼ିଆରେ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପ୍ରା.ଲି. ପକ୍ଷରୁ 'ଆପେଲ ସାଇନ୍ ଆଣ୍ଡ ଗ୍ରାଫିକ୍ସ' ସହାୟତାରେ “ରାଉରକେଲା ଆନ୍ତର୍ଜାତୀୟ ବାଣିଜ୍ୟ ମେଳା - ୨୦୨୫” ଅନୁଷ୍ଠିତ ହେବାକୁ ଯାଉଛି । ଏହି ମଲ୍ଟି ସେକ୍ଟର ବି ୨ ବି ଏବଂ ବି…
Read More...

ଗାୟତ୍ରୀ ଉଚ୍ଚ ବିଦ୍ୟାଳୟ ସାପଲହର ୨୦୦୯ ବ୍ୟାଚର ବନ୍ଧୁ ମିଳନ ଉତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାୟତ୍ରୀ ଉଚ୍ଚ ବିଦ୍ୟାଳୟ ସାପଲହର ୨୦୦୯ ବ୍ୟାଚର ଦୀର୍ଘ ୧୬ ବର୍ଷ ପରେ ଏକ ବନ୍ଧୁମିଳନ ଉତ୍ସବ ପ୍ରସିଦ୍ଧ ଶୈବପୀଠ ଦେବଦର୍ହା ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପୁରୁଣା ଦିନର ସ୍ମୃତି ତଥା ସେ ସମୟର ପାଠପଢ଼ାକୁ…
Read More...

ପଞ୍ଚାୟତ ସ୍ତରୀୟ ଲକ୍ଷେ ଘର ଗଣ୍ଡା ସମାଜର ନୂଆଁଖାଇ ଭେଟ୍‌ଘାଟ୍‌

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ କେନ୍ଦ୍ର ଘୁନେଶ୍ ଗାଁ ହାଇସ୍କୁଲ ଖେଳ ପଡିଆରେ ପଞ୍ଚାୟତ ସ୍ତରୀୟ (୩୯ ଗାଁରୁ) ଲକ୍ଷେ ଘର ଗଣ୍ଡା ସମାଜର ନୂଆଁଖାଇ ଭେଟଘାଟ କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ନିର୍ବାଚନ…
Read More...

ମାନବବାଦୀ ଓ ସାର୍ବଜନୀନ ଦୃଷ୍ଟିକୋଣ ପାଇଁ ଚିତ୍ତରଞ୍ଜନ ଦାସ ଥିଲେ ଅନନ୍ୟ

ଅସୀମିତ ପ୍ରଜ୍ଞା ଓ ଗଭୀର ଚିନ୍ତାଧାରା ସମନ୍ୱିତ ଚିତ୍ତରଞ୍ଜନ ଥିଲେ ଓଡ଼ିଶାର ସକ୍ରେଟିସ୍ପ୍ରଗତି ଉତ୍କଳ ସଂଘରେ ଚିତ୍ତରଞ୍ଜନ ଦାସଙ୍କ ଜୟନ୍ତୀ ପାଳିତ ରାଉରକେଲା, (ସସ୍ମିତା ପ୍ରଧାନ) : ଧୂରୀଣ ଲେଖକ, ଅନୁବାଦକ, ଦାର୍ଶନିକ ତଥା ସମାଜ ସଂସ୍କାରକ ଚିତ୍ତରଞ୍ଜନ ଦାସ ଜଣେ ପ୍ରତିଷ୍ଠିତ…
Read More...

ଆଇଆଇଟି ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ନମୋ ସେମିକଣ୍ଡକ୍ଟର ପ୍ରୟୋଗଶାଳା

● ସମଗ୍ର ଭାରତରେ ସ୍ୱଦେଶୀ ଚିପ୍ ନିର୍ମାଣ ଏବଂ ପ୍ୟାକେଜିଂ କ୍ଷମତା ପାଇଁ ପ୍ରତିଭା ପୁଲ ବିକାଶ କରିବାରେ ହେବ ସହାୟକ● ଯୁବପିଢ଼ିଙ୍କୁ ଶିଳ୍ପ-ପ୍ରସ୍ତୁତ ଦକ୍ଷତାରେ ପ୍ରଶିକ୍ଷଣ ପ୍ରଦାନ କରି ନମୋ ସେମିକଣ୍ଡକ୍ଟର ପ୍ରୟୋଗଶାଳା ‘ମେକ୍ ଇନ୍ ଇଣ୍ଡିଆ’ ଏବଂ ‘ଡିଜାଇନ୍ ଇନ୍ ଇଣ୍ଡିଆ’ ପଦକ୍ଷେପକୁ…
Read More...