Daily Archives

ପାଇକମାଲରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ ନୃସିଂହନାଥ ଧର୍ମଶାଳାରେ ବରିଷ୍ଠ ନାଗରିକ ସଂଘର ସଭାପତି ହାଡୁ ସାହୁଙ୍କ ଅଧ୍ୟକ୍ଷତାରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଘରେ ୩୦ ଜଣ ବରିଷ୍ଠ ନାଗରିକ ନୂତନ ଭାବରେ ଯୋଗଦାନ କରିଥିଲେ…
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଦୁଇ ଟ୍ରକ୍‌ ଧକ୍କାରେ ୩ ଗୁରୁତର

ବରଗଡ, (ମୁନ୍ନା ସାହୁ) : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇ ଟ୍ରକ୍‌ ଧକ୍କାରେ ୩ ଗୁରୁତର । ସୂଚନା ଅନୁସାରେ ଆଜି ଭୋର୍‌ ସକାଳ ୪ଟାରେ ଘୁଲିପାଲି ଛକରେ ଦୁଇ ଟ୍ରକ ମଧ୍ୟରେ ଦୁର୍ଘଟଣା ହୋଇଥିବା ବେଳେ ଉଭୟ ଟ୍ରକର ଡ୍ରାଇଭର ଓ ହେଲ୍ପର ଗୁରୁତର ଆହତ ହୋଇଛନ୍ତି । ଘୁଲିପାଲି ଛକରେ ଥିବା ସ୍ପିଡ଼…
Read More...

ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ

ମ.ରାମପୁର, (ପି.କେ. ସାହୁ) : ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ଥ ମୋ' ଭାରତ କଳାହାଣ୍ଡି ଶାଖା ତରଫରୁ ଆଜି ମ.ରାମପୁର ବ୍ଲକ ରାମକ୍ରୀଷ୍ଣା ଅନାଥ ଆଶ୍ରମ ପରିସରରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ କରାଯାଇଛି । ବରିଷ୍ଠ ନାଗରିକମାନଙ୍କର ଅବଦାନ, ଜ୍ଞାନ,…
Read More...

ମାଣ୍ଡୋସିଲ ସାର୍ବଜନୀନ ଦୁର୍ଗାପୂଜାରେ ନବ କୁମାରୀ ପୂଜନ : ଆସନ୍ତାକାଲି ରାବଣ ପୋଡ଼ି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲରେ ହେଉଥିବା ୭୪ତମ ସାର୍ବଜନୀକ ଦୁର୍ଗାପୂଜାରେ ମଙ୍ଗଳବାର ମା'ଙ୍କ ଅଷ୍ଟମୀ ବିହିତ ପୂଜା, ହୋମ, ଆରତୀ ହୋଇଥିବା ବେଳେ ବୁଧବାର ନବମୀ ବିହିତ ପୂଜା, ନବ କୁମାରୀ ପୂଜନ, ହୋମ ଆରତୀ ହୋଇଯାଇଛି । ଆଜି ସନ୍ଧ୍ୟାରେ…
Read More...

ପଦ୍ମପୁର ରାଜବାଟୀ ଦୁର୍ଗାପୂଜାରେ ମା’ଙ୍କୁ ଦର୍ଶନ କଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ରାଜବାଟୀ ୧୨୩ତମ ପୂର୍ତ୍ତି ଅବସରରେ ଚାଲିଥିବା ସାର୍ବଜନୀନ ଦୁର୍ଗାପୂଜା ନବମୀ ଦିନ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମା'ଙ୍କୁ ଦର୍ଶନ କରିବାକୁ ଆସିଥିଲେ । ଏନେଇ ପୂଜା କମିଟି ସଭାପତି ପ୍ରତାପ ମିଶ୍ର, ସମ୍ପାଦକ ଯୁଗଳ କିଶୋର…
Read More...

ଗୋଇମୁଣ୍ଡରେ ପାର୍ବଣ ଉତ୍ସବ “ଦଶ୍‌ରା” କାର୍ଯ୍ୟକ୍ରମ ଅନୁଷ୍ଠିତ : ଯୋଗ ଦେଲେ କଣ୍ଟାବାଞ୍ଜି ବିଧାୟକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ମୁରିବାହାଲ ବ୍ଲକ ଅନ୍ତର୍ଗତ ଗୋଇମୁଣ୍ଡ ଗ୍ରାମରେ ଦୁର୍ଗାପୂଜା କମିଟି ଆନୁକୂଲ୍ୟରେ ପାର୍ବଣ ଉତ୍ସବ "ଦଶ୍‌ରା" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜକ କମିଟିର ସଭାପତି ଅକ୍ଷୟ କୁମାର…
Read More...

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ରାଲିରେ ମହାରାଜ କୃଷ୍ଣ ଚନ୍ଦ୍ର ନାୟକ ସାମିଲ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗତ ରବିବାର ଦିନ ଛତ୍ରପୁର ସହର ସ୍ଥିତ ଅନସ୍ଲୋ ହାଇସ୍କୁଲ ପଡ଼ିଆରେ ଏକ ଭବ୍ୟ ପଥ ସଞ୍ଚାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରୀୟ ସ୍ଵୟଂସେବକ ମଣ୍ଡଳୀ ସେବାଧାରୀଗଣ ପଥ ସଞ୍ଚାଳନ ସହ ନଗର ପରିକ୍ରମା କରିଥିଲେ । ମୁଖ୍ୟ ସଡ଼କ ପାଖରେ…
Read More...

ଭୁବନେଶ୍ଵରପୁରରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଭୁବନେଶ୍ୱରପୁର ଠାରେ ଫ୍ରେଣ୍ଡସ କ୍ଲବ୍ ଭୁବନେଶ୍ୱରପୁର ଓ ତ୍ରିଲୋଚନ ନେତ୍ରାଳୟ ସମ୍ବଲପୁରର ମିଳିତ ଆନୁକୂଲ୍ୟରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବିଭାଗର ଚକ୍ଷୁ ଡାକ୍ତରଙ୍କ ଦ୍ୱାରା…
Read More...

କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ତିନି ପ୍ରତିଶତ ମହଙ୍ଗା ଭତ୍ତା ଏବଂ ପେନସନଭୋଗୀଙ୍କୁ ମହଙ୍ଗା ସହାୟତାର ଅତିରିକ୍ତ…

ନୂଆଦିଲ୍ଲୀ, (ଦେବାଶିଷ ମିଶ୍ର) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ମହଙ୍ଗା ଭତ୍ତା (ଡିଏ) ଏବଂ ପେନସନଭୋଗୀଙ୍କୁ ମହଙ୍ଗା ରିଲିଫ୍ (ଡିଆର)ର ଏକ ଅତିରିକ୍ତ କିସ୍ତି ଜାରି କରିବାକୁ ଅନୁମୋଦନ କରିଛି ।…
Read More...

ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଷୋଳ ଦିନାତ୍ମକ ପୂଜା ଉଦଯାପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ମା' ରାମଚଣ୍ଡୀଙ୍କ ପୀଠରେ ଷୋଡ଼ଶ ଉପଚାରରେ ଷୋଳ ଦିନ ଧରି ଆୟୋଜିତ ହୋଇ ଆସିଥିବା ଶାରଦୀୟ ଦୁର୍ଗା ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ଉଦଯାପିତ ହୋଇଯାଇଛିଫ ପବିତ୍ର ମୂଳାଷ୍ଟମୀ ଠାରୁ ମହାଷ୍ଟମୀ…
Read More...