Monthly Archives

September 2025

ହରିହର ହସପିଟାଲ ବିରୋଧରେ ଭୁଲ ଚିକିତ୍ସା ଯୋଗୁଁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସୁଦପଡା ଛକ ସ୍ଥିତ ହରିହର ହସପିଟାଲ ବିରୋଧରେ ଗୁରୁତର ଅଭିଯୋଗ ଆସିଛି ଭୁଲ ଚିକିତ୍ସା ତଥା ଚିକିତ୍ସାରେ ଅବହେଳା ଯୋଗୁଁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ପରିବାର ବର୍ଗ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ଗତ ଶୁକ୍ରବାର ଦିନ ବେଲପଡାର
Read More...

ସ୍ୱସ୍ଥ ନାରୀ ସଶକ୍ତ ପରିବାର’ ଅଭିଯାନରେ ଦେଶବ୍ୟାପୀ ବିପୁଳ ଅଂଶଗ୍ରହଣ

୨.୮୩ ଲକ୍ଷ ଶିବିରରେ ୭୬ ଲକ୍ଷ ନାଗରିକଙ୍କ ଯୋଗଦାନ ନୂଆଦିଲ୍ଲୀ, (ପିଆଇବି) : ୧୭ ସେପ୍ଟେମ୍ବର ୨୦୨୫ରେ ଆରମ୍ଭ ହୋଇଥିବା "ସ୍ୱସ୍ଥ ନାରୀ ସଶକ୍ତ ପରିବାର" ଅଭିଯାନରେ ଦେଶବ୍ୟାପୀ ବିପୁଳ ଅଂଶଗ୍ରହଣ ଦେଖିବାକୁ ମିଳିଛି । ଏଥିରେ ଲକ୍ଷ ଲକ୍ଷ ମହିଳା, ଶିଶୁ ଏବଂ ପରିବାର ସଂପୂର୍ଣ୍ଣ
Read More...

ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ : ପୂର୍ବତନ ବିଧାୟକ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଶ୍ରଦ୍ଧାଞ୍ଜଳି ସଭାରେ…

ନୂଆପଡ଼ା : ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡ଼ା ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ନୂଆପଡାର ପୂର୍ବତନ ବିଧାୟକ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦାନ କରିଥିଲେ । ସ୍ୱର୍ଗତ ବିଧାୟକଙ୍କ ସ୍ମୃତି ଚାରଣ କରି ସେ କହିଲେ ଯେ, ସେ ତାଙ୍କର ଜଣେ ଉତ୍ତମ ବନ୍ଧୁ
Read More...

ଶ୍ରୀନରସିଂହ ପଣ୍ଡା ହାଇସ୍କୁଲରେ ହିନ୍ଦୀ ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଜାତୀୟ ହିନ୍ଦୀ ସପ୍ତାହ ସେପ୍ଟେମ୍ବର ମାସ ୧୪ ତାରିଖରୁ ୨୦ ତାରିଖ ମଧ୍ୟରେ ସର୍ବତ୍ର ପାଳନ କରାଯାଉଛି । ଏହି ଅବସରରେ ଭାଟକୁମରଡ଼ା ଶ୍ରୀନରସିଂହ ପଣ୍ଡା ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଦିବସ ସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ
Read More...

ପଣ୍ଡିତ ଗୌରୀ ଶଙ୍କର ଆଚାର୍ଯ୍ୟଙ୍କ ୧୨୦ତମ ଜୟନ୍ତୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ସାହିତ୍ୟ ଏକାଡେମୀ ଓ ଖଲ୍ଲିକୋଟର ଅଗ୍ରଣୀ ସଙ୍ଗଠନ ଡକ୍ଟର ଏ.ପି.ଜେ. ଅବଦୁଲ କାଲମ ଜନକଲ୍ୟାଣ ପରିଷଦର ମିଳିତ ଆନୁକୂଲ୍ୟରେ ଖଲ୍ଲିକୋଟ ସ୍ଥିତ ଆପୁଲ୍ ହୋଟେଲ ପରିସରରେ ପଣ୍ଡିତ ଗୌରୀ ଶଙ୍କର ଆଚାର୍ଯ୍ୟଙ୍କ ୧୨୦ତମ ଜୟନ୍ତୀ ସଭା ବର୍ଣ୍ଣାଢ଼୍ୟ
Read More...

ମା’ ରାମଚଣ୍ଡୀ ପୀଠରେ ବିଶାଳ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ବ୍ଲକ ଅଧିନସ୍ଥ କରପଡା ପଞ୍ଚାୟତର ସରପଞ୍ଚ ଅଜୟ ନାୟକଙ୍କ ସଭାପତିତ୍ୱରେ ବିଶାଳ ବୃକ୍ଷରୋପଣ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲାର ଅନ୍ୟତମ ଶକ୍ତିପୀଠ ମା' ରାମଚଣ୍ଡୀ ପୀଠ ଏବଂ ନୀଳାଦ୍ରିପୁର ଗ୍ରାମ ଆଖପାଖ
Read More...

ଭାରତୀୟ ତଟରକ୍ଷୀ ବାହିନୀର ଉପକୂଳ ସଫେଇ ଦିବସ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ତଟରକ୍ଷୀ ବାହିନୀ ଗୋପାଳପୁର ଷ୍ଟେସନ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ଉପକୂଳ ସଫେଇ ଦିବସ- ୨୦୨୫ ଶନିବାର ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ "ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର" "ସ୍ୱଚ୍ଛ ଉପକୂଳ, ନିରାପଦ ସମୁଦ୍ର" ବାର୍ତ୍ତା ଉପରେ
Read More...

ବାଲାଜୀ ଆଇ.ଟି.ଆଇ.ରେ ବିଶ୍ୱକର୍ମା ପୂଜା ଉଦ୍‌ଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସହରରେ ଅବସ୍ଥାପିତ ଅଗ୍ରଣୀ ସଂଗଠନ ସଂସ୍ଥା ବାଲାଜୀ ଆଇ.ଟି.ଆଇ.ରେ ବିଶ୍ୱନିର୍ମାତା ଦେବ ଶିଳ୍ପୀ ବିଶ୍ୱକର୍ମାଙ୍କ ପବିତ୍ରପୂଜା ସମ୍ଭାର ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଛାତ୍ରଛାତ୍ରୀ ମାନଙ୍କ
Read More...

ସମୁଦ୍ର ତଟକୂଳ ସ୍ୱଚ୍ଛତା ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଶିଶୁମାନଙ୍କ ଦ୍ଵାରା ସମୁଦ୍ରତଟ ସଫେଇ କାର୍ଯ୍ୟକ୍ରମ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ନିକଟସ୍ଥ ନୋଳିଆ ନୂଆଗାଁର ସମୁଦ୍ରତଟ ସଫେଇ କାର୍ଯ୍ୟ ହୋଇଥିଲା । ଉକ୍ତ
Read More...

ନୂଆଁଖାଇ ଜୁହାର ଭେଟ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦଳିତ ଶିକ୍ଷକ ସଙ୍ଘ ତରଫରୁ ସ୍ଥାନୀୟ ଟାଉନ ବାଳିକା ହାଇସ୍କୁଲରେ ନୂଆଁଖାଇ ଜୁହାର ଭେଟ ତଥା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଭାପତି କୃଷ୍ଣଚନ୍ଦ୍ର ବାଗଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପିଡି ଡିଆର୍‌ଡ଼ିଏ ତରଣୀ
Read More...