ଜାମ୍ମୁକାଶ୍ମୀରରେ ଫସିଲେ ରାଉରକେଲା ପର୍ଯ୍ୟଟକ, ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଶାସନକୁ ଅନୁରୋଧ କଲେ ଭଉଣୀ
ରାଉରକେଲା : ଜାମ୍ମୁକାଶ୍ମୀରକୁ ବୁଲିବାକୁ ଯାଇ ଫସିଛନ୍ତି ଓଡ଼ିଆ ପର୍ଯ୍ୟଟକ । ତହିଁରେ ରାଉରକେଲାର ଗୋଟିଏ ପରିବାର ଥିବା ଜଣାପଡ଼ିଛି । ଜାମ୍ମୁକାଶ୍ମୀର ଅନନ୍ତନାଗର ପହଲଗାମରେ ଆତଙ୍କୀ ଆକ୍ରମଣ ପରେ ରାଉରକେଲା ସେକ୍ଟର-୩ ନିବାସୀ ଅଶ୍ୱିନୀ ଜ୍ୟୋତି(ପ୍ରିନ୍ସ) ତାଙ୍କ ସହଧର୍ମିଣୀ ଓ ଦେଢବର୍ଷର!-->…
Read More...
Read More...