Yearly Archives

2024

କଳାହାଣ୍ଡିରେ ପୁଣି ଏକ ମାଈ ହାତୀର ମୃତ୍ୟୁ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ହାତୀ ଓ ମଣିଷ ଲଢେଇରେ କେତେବେଳେ ହାତୀର ଜୀବନ ଯାଉଛି ତ ପୁଣି କେବେ ହାତୀର ମୃତ୍ୟୁ ଘଟୁଛି । ଏଭଳି ଏକ ଘଟଣା କଳାହାଣ୍ଡିରେ ଦେଖିବାକୁ ମିଳିଛି । ଅକାଳରେ ଗଜରାଜର ମୃତ୍ୟୁ ଘଟିଛି । କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅନ୍ତର୍ଗତ
Read More...

ଆଇନ ମହାବିଦ୍ୟାଳୟ ଆଲୁମିନି ଆସୋସିଏସନ୍‌ର ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ ମହାବିଦ୍ୟାଳୟ ଆଲୁମିନି ଆସୋସିଏସନ୍‌ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସୋସିଏସନ୍‌ର ସଭାପତି ଡ. ସୁମନ ଦତ୍ତଙ୍କ ଅଧ୍ୟକ୍ଷତା ଓ ସାଧାରଣ ସମ୍ପାଦକ ତ୍ରିଲୋକନାଥ ପାଣ୍ଡେଙ୍କ ଆବାହକତ୍ଵରେ ଆୟୋଜିତ ଏହି ବୈଠକରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.
Read More...

ତ୍ରିଦିବସୀୟ ଭାଗବତ କଥା ଆସନ୍ତା ୧୪ରୁ

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲ ନଗର ଏ ବ୍ଲକ୍ ସ୍ଥିତ ବାବା ଆଖଣ୍ଡଳମଣି ଓ ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଆସନ୍ତା ୧୪ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ମନ୍ଦିର ପ୍ରାଙ୍ଗଣରେ ଡ. କୃଷ୍ଣକେଶବ ଷଡ଼ଙ୍ଗୀଙ୍କ ଦ୍ୱାରା ପ୍ରତ୍ୟହ ସନ୍ଧ୍ୟା ୭ଟାରୁ ୯ଟା ପର୍ଯ୍ୟନ୍ତ ମୂଳ ସଂସ୍କୃତ
Read More...

ସି. ପି. ଆଇ. ଏମ୍ ସାଧାରଣ ସମ୍ପାଦକ ସିତାରାମ ୟେଚୁରୀଙ୍କ ବିୟୋଗରେ ଶୋକ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶିଷ୍ଟ ମାର୍କସବାଦୀ ଜନନାୟକ, ବାମପନ୍ଥୀ ନେତା, ସି. ପି. ଆଇ. ଏମ୍ ସାଧାରଣ ସମ୍ପାଦକ, ପୂର୍ବତନ ସାଂସଦ ସୀତାରାମ ୟେଚୁରୀ(୭୨)ଙ୍କ ଆଜି ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି । ସେ ନିମୋନିଆରେ ଆକ୍ରାନ୍ତ ହୋଇ ଗତ ଅଗଷ୍ଟ ୧୯
Read More...

ହଷ୍ଟେଲରେ ଅଣହିନ୍ଦୁ ଛାତ୍ର ରୋଷେଇ କଲେ ଗୋ-ମାଂସ

ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ପ୍ରତିବାଦ ଓ ବିରୋଧର ସ୍ୱର ବହ୍ନି ଜଳି ଉଠିଲା ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପକଣ୍ଠ ରଙ୍ଗେଇଲୁଣ୍ଡା ବ୍ଲକ୍ ଶୀତଳାପଲ୍ଲୀ ଠାରେ ଅବସ୍ଥାପିତ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟରେ ଚାପା ଉତ୍ତେଜନା ଦେଖାଦେଇଛି ।
Read More...

ଦୁଗ୍ଧ ଚାଷୀମାନଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ପାଳିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ବୀରମହାରାଜପୁର ବ୍ଲକ ଅଧିନସ୍ଥ ପରମେଶ୍ୱରୀ ଦୁଗ୍ଧ ଉତ୍ପାଦକ ସମବାୟ ସମିତି କରଡାପାଳ ଠାରେ ସମଲେଶ୍ୱରୀ ଆଞ୍ଚଳିକ ସମବାୟ ଦୁଗ୍ଧ ଉତ୍ପାଦକ ସଂଘ ସମ୍ବଲପୁର ତରଫରୁ ଦୁଗ୍ଧ ଚାଷୀମାନଙ୍କ ଜୀବିକା ଓ ଆର୍ଥିକ ଅଭିବୃଦ୍ଧି
Read More...

ସଇଁତଲା ସହରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତକୁ ନେଇ ବଜରଙ୍ଗ ଦଳ ଦାବୀପତ୍ର

ଡେଙ୍ଗୁ ନେଲ ଆଉ ଜଣେ ଯୁବକଙ୍କ ଜୀବନ ଓ ପ୍ରଶାସନ ନୀରବ ସଇଁତଲା, (ପ୍ରମୋଦ ସେଲମା ) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ଦିନକୁ ଦିନ ପରିମଳ ବ୍ୟବସ୍ଥା ଭୁଶୁଡି ପଡିବା ସହ ସମସ୍ତ ରାସ୍ତାଘାଟ ମଧ୍ୟ ଖାଲଢିପରେ ଶୋଚନୀୟ ହୋଇପଡିଛି । ଏପରିକି ୨ ମାସ ତଳେ ଜଣେ ଯୁବକଙ୍କ ଡେଙ୍ଗୁ ରୋଗରେ ଜୀବନ
Read More...

ଦେବଦୂତର ଭୂମିକାରେ ପ୍ରାଣୀ ଚିକିତ୍ସକ

ଜୟପାଟଣା, (ଶେଷଦେବ ବେହେରା) : ଗୋରୁ ବେପାରୀ ମାନେ ଅମାନବୀୟ ଭାବରେ ଗୋରୁ ମାନଙ୍କୁ ଭୋକ ଉପବାସରେ କିଲୋମିଟର କିଲୋମିଟର ଯାତ୍ରା କରାଇ ଗୋଟିଏ ବଜାରରୁ ଅନ୍ୟ ବଜାରକୁ ବିକ୍ରି ପାଇଁ ନେଉଥିବା ଦୃଷ୍ଟାନ୍ତ ସବୁବେଳେ ରହିଆସିଛି । ଭୋକ ଉପବାସରେ ଚାଲି ପାରୁ ନଥିବା ଗୋରୁଙ୍କ ଉପରେ ଅକଥନୀୟ
Read More...

ମୃତକଙ୍କ ପରିବାରକୁ ସରକାରୀ ସହାୟତା ପାଇଁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଜମରତଲା ହରିଜନ ପଡାର ସ୍ୱର୍ଗତ ଗୁଲଠୁ ମହାନନ୍ଦଙ୍କ ଏକ ମାତ୍ର ପୁତ୍ର କହ୍ନେଇଲାଲ ମହାନନ୍ଦଙ୍କ ମୃତ୍ୟୁ ହୋଇଯାଇଛି । ସେ ଦୀର୍ଘ ଏକବର୍ଷ ଧରୀ କେନସର ରୋଗରେ ବୁର୍ଲା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କୁ ଅନ୍ତିମ ଅବସ୍ଥାରେ
Read More...

କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ୧୩ ସେପ୍ଟେମ୍ବର ୨୦୨୪ରେ ଭୁବନେଶ୍ୱରରେ ପ୍ରାଣୀ ସମ୍ପଦ ଏବଂ ଦୁଗ୍ଧ କ୍ଷେତ୍ର ପାଇଁ…

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ମତ୍ସ୍ୟଚାଷ, ପ୍ରାଣୀସମ୍ପଦ, ଦୁଗ୍ଧ ଉତ୍ପାଦନ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଓରଫ ଲଲନ ସିଂହ ୧୩ ସେପ୍ଟେମ୍ବର ୨୦୨୪ରେ ଭୁବନେଶ୍ୱରସ୍ଥିତ ଲୋକ ସେବା ଭବନ ସମ୍ମିଳନୀ କକ୍ଷରେ ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ କ୍ଷେତ୍ର ପାଇଁ ମୌସୁମୀ
Read More...