Yearly Archives

2024

ପୁନେରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ

ପୁନେ : ମହାରାଷ୍ଟ୍ର ସ୍ଥିତ ପୁନେ ସହରରେ ପ୍ରବାସୀ ଓଡ଼ିଆଙ୍କ ତରଫରୁ ସ୍ଥାନୀୟ କଳ୍ପତରୁ ହଲ ଠାରେ ଚଳିତ ବର୍ଷ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ପାରମ୍ପରିକ ରଙ୍ଗବେରଙ୍ଗର ସମ୍ବଲପୁରୀ ବସ୍ତ୍ର ପରିଧାନ କରି ଉପସ୍ଥିତ ଓଡ଼ିଆ ପରିବାର ମା'
Read More...

ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଚଞ୍ଚରାପଡା ଠାରେ ଅବସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦଶମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷାଦାନ ସହିତ ଇଂରାଜୀ ମାଧ୍ୟମରେ ଶିକ୍ଷାଦାନ କରିବାର ଲକ୍ଷ ହୋଇଥିବା ବେଳେ ଏହି ଅନୁଷ୍ଠାନର
Read More...

ଭାରତ ପାଇଁ ନୂତନ ପୁନଃବ୍ୟବହାରକ୍ଷମ ସ୍ୱଳ୍ପ ଖର୍ଚ୍ଚ ବିଶିଷ୍ଟ ପ୍ରକ୍ଷେପଣ ଯାନ

ଅଧିକ ପେଲୋଡ୍‌, ଖର୍ଚ୍ଚ ସାପେକ୍ଷ, ପୁନଃବ୍ୟବହାରକ୍ଷମ ଏବଂ ବାଣିଜ୍ୟିକ ଅନୁକୂଳ ପ୍ରକ୍ଷେପଣ ଯାନର ବିକାଶ କରିବ ଇସ୍ରୋପରବର୍ତ୍ତୀ ପିଢ଼ିର ସାଟେଲାଇଟ୍‌ ପ୍ରକ୍ଷେପଣ ଯାନର ବିକାଶ ପାଇଁ କ୍ୟାବିନେଟ୍‌ ମଞ୍ଜୁରି ନୂଆଦିଲ୍ଲୀ, (ପିଆଇବି) : ପରବର୍ତ୍ତୀ ପିଢ଼ିର ପ୍ରକ୍ଷେପଣ ଯାନ ଏନ୍‌ଜିଏଲ୍‌ଭିର
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିର ୧୦୦ ଦିନର ଉପଲବ୍ଧି ଉପରେ ଆଲୋକପାତ କରିଛନ୍ତି ଡ. ଏଲ୍ ମୁରୁଗନ୍

ଭିତ୍ତିଭୂମି, କୃଷି, ମହିଳା ସଶକ୍ତୀକରଣ ଏବଂ ଅନୁସୂଚିତ ଜାତି, ଜନଜାତି, ଓବିସି ଏବଂ ଗରିବଙ୍କ ପାଇଁ ୧୫ ଲକ୍ଷ କୋଟି ଟଙ୍କା ନିବେଶ କରାଯାଇଛି ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିର ୧୦୦ ଦିନର ସଫଳତା ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ
Read More...

ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ସିନିୟର ନକ୍‌ ଆଉଟ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ

ପ୍ରି କ୍ୱାଟର ଫାଇନାଲ୍‌ ଲାଇନ ଅଫ୍‌ ଚୁଡାନ୍ତ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ୧୬ ଗୋଟି ଜୋନ ଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି । ଆଜି ଟାଉନ ହାଇସ୍କୁଲ ବଲାଙ୍ଗିର ପଡିଆରେ ମିଶନ ଜୋନ୍‌ ଫାଇନାଲ ଖେଳ ହୋଇଥିଲା । ସିସିଏଫ୍‌ଏ ୫-୦ ଗୋଲରେ
Read More...

ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ବିଭିନ୍ନ ବିଭାଗରେ ଆଜି ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଶ୍ରୀ ବାରିକ ବିଭାଗୀୟ ମୁଖ୍ୟ ହିସାବରେ ରାଜନୀତି
Read More...

ଧନୁର୍ଯ୍ୟ ମହାଲିଙ୍ଗଙ୍କୁ ମିଳୁନି ବାର୍ଦ୍ଧକ୍ୟ ଭତ୍ତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଲଖମରା ପଞ୍ଚାୟତ କୁଧରେନପାଲି ଗ୍ରାମର ୬୭ ବର୍ଷର ବୟସ୍କ ଧନୁର୍ଯ୍ୟ ମହାଲିଙ୍ଗଙ୍କୁ ଏ ପର୍ଯ୍ୟନ୍ତ ବାର୍ଦ୍ଧକ୍ୟ ଭତ୍ତା ମିଳିପାରୁନାହିଁ । ବିଗତ ସରକାର ଦୀର୍ଘ ୨୫ ବର୍ଷ ଶାସନ ଭାରରେ ରହି ମଧ୍ୟ ଓଡ଼ିଶାର ଗରିବ ଶ୍ରେଣୀର
Read More...

ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରରେ ଭାଗବତ ଜନ୍ମୋତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଭାଦ୍ରବ ମାସ ଇନ୍ଦୁ ପୂର୍ଣ୍ଣିମା ତଥା ଭାଗବତ ଜନ୍ମ ଦିନ ଅବସରରେ ଶ୍ରୀ ଶ୍ରୀ ନୃସିଂହନାଥ ବ୍ରାହ୍ମଣ ସମାଜ ଏବଂ ମନ୍ଦିର ପୂଜକ ମାନଙ୍କ ମିଳିତ ତତ୍ତ୍ୱାବଧାନରେ ଭାଗବତ ଜନ୍ମୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୂଜାର୍ଚ୍ଚନା ପୂର୍ବକ ଅତିବଡ଼ି
Read More...

ମାଗୁରବେଡ଼ା ଗାଁରେ ପ୍ରଶାସନ : ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଓ ସଚେତନତା ଶିବିର ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ତୃଣମୂଳ ସ୍ତରରେ ଲୋକଙ୍କ ସମସ୍ୟାକୁ ତ୍ୱରିତ ସମାଧାନ କରିବା ଲକ୍ଷ ନେଇ ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ ହୋଇଛି, ଗାଁରେ ପ୍ରଶାସନ । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ମାଗୁରବେଡ଼ା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ପଞ୍ଚାୟତ ସ୍ତରୀୟ
Read More...

ନୃସିଂହନାଥ ପୀଠରେ ଅନନ୍ତ ବ୍ରତ ଓ ଭାଗବତ ଜନ୍ମ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠରେ ଥିବା ଭାଗବତତତ୍ୱ ଯୋଗାଶ୍ରମର ତତ୍ୱବଧାରକ ଧର୍ମଚାନ୍ଦ ପ୍ରଧାନଙ୍କ ନେତୃତ୍ୱରେ ଅନନ୍ତ ବ୍ରତ ଓ ଭାଗବତ ଜନ୍ମ ଉଦ୍‌ଯାପିତ ହୋଇଯାଇଛି । ପ୍ରଥମେ ଅଖଣ୍ଡ ଦୀପ ପ୍ରଜ୍ୱଳନ ଓ ଭାଗବତ ଜନ୍ମ ଉପଲେକ୍ଷ
Read More...