Yearly Archives

2024

ବଲାଙ୍ଗିର ଜିଲ୍ଲା ପୂର୍ବତନ ସୈନିକ ସଂଘର ନୂଆଁଖାଇ ଭେଟ୍‌ଘାଟ୍‌ : ବଲାଙ୍ଗିର ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଓ ପୌର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୂର୍ବତନ ସୈନିକ ସଂଘର ନୂଆଁଖାଇ ଭେଟ୍‌ଘାଟ୍‌ ବଲାଙ୍ଗିର ଲାଲଟିକ୍ରା ସ୍ଥିତ ନିଜସ୍ୱ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ବିଭୂତି ଭୂଷଣ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂଘର ସମୃଦ୍ଧି ପାଇଁ
Read More...

ଓପିଏସ୍‌ସି ପରୀକ୍ଷାରେ ୫୨୭ ରେଙ୍କ୍‌ରେ ଉତ୍ତୀର୍ଣ୍ଣ ହୋଇ ଟିଟିଲାଗଡ଼ର ନାଁ ରଖିଛନ୍ତି ଲଲାଟେନ୍ଦୁ ଛୁରା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକଙ୍କ) : ଚଳିତ ବର୍ଷ ଓପିଏସ୍‌ସି ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ମାର୍ଲାଡ ଗ୍ରାମର ବଲିନ୍ଦ୍ର ଛୁରା ଓ ପଦ୍ମାବତୀ ଛୁରାଙ୍କ ପୁତ୍ର ଲଲାଟେନ୍ଦୁ ଛୁରା ଚଳିତ ବର୍ଷ ଓପିଏସ୍‌ସି ପରୀକ୍ଷାରେ ୫୨୭ ନମ୍ୱର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି
Read More...

ଛତ୍ରପୁର ନୃତ୍ୟଶିଳ୍ପୀ ଗୁରୁ ସଂଘ କର୍ମକର୍ତ୍ତା ଚୟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳରେ ବହୁ ଲୋକକଳା ଓ ମୋର୍ଡନ୍ ଆର୍ଟସ ସଂଗଠନ ରହିଛି । ଛତ୍ରପୁର ଏକ ସଂସ୍କୃତିର ସହର ଭାବେ ପରିଚିତ ହୋଇ ଆସିଥିବା ବେଳେ ଏହି ସହରରେ ସଂସ୍କୃତିର ସୁରକ୍ଷା ଓ ପରିଭାଷାକୁ ବଜାଇ ରଖିବା ନିମନ୍ତେ ନୃତ୍ୟଶିଳ୍ପୀ ଗୁରୁମାନଙ୍କର ଏକ
Read More...

ଓ.ଏ.ଏସ. ପରୀକ୍ଷାରେ ୪୪୪ ନମ୍ୱର ରେଙ୍କ୍‌ ରଖି ମାନସ ବେହେରା କୃତକାର୍ଯ୍ୟ ହୋଇଛନ୍ତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ବ୍ଳକର ସାନରାମଚନ୍ଦ୍ରପୁର ପଞ୍ଚାୟତର ଗୌରଙ୍ଗପାଟଣା ଗ୍ରାମର ମଦୁସୂଦନ ବେହେରା ଓ ମାଁ ସ୍ୱର୍ଗତ ନକ୍ଷତ୍ର ବେହେରାଙ୍କ ପୁଅ ମାନସ ବେହେରା ଗଞ୍ଜାମ ବ୍ଳକପାଇଁ ଗୌରବ ଆଣିଛନ୍ତି । ଓ.ଏ.ଏସ. ପାଇଥିବା ମାନସ ବେହେରା ଓଡିଶା ପ୍ରଶାସନିକ ସେବା
Read More...

ଉଡ଼ାନ : ଭାରତୀୟ ବିମାନ ଚଳାଚଳ କ୍ଷେତ୍ରରେ ସମାବେଶିତାର ଉଡ଼ାଣ

‘‘ଜଣେ ସାଧାରଣ ଲୋକ ଚପଲ ପିନ୍ଧି ଯାତ୍ରା କରିଥାଏ, ସେ ମଧ୍ୟ ବିମାନରେ ଦେଖିବାକୁ ମିଳୁ, ଏହା ହିଁ ମୋର ସ୍ୱପ୍ନ ।’’ - ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀ, (ପିଆଇବି) : ଯେଉଁ ଦେଶରେ ଆକାଶ ହେଉଛି ଆଶା ଓ ଆକାଂକ୍ଷାର ପ୍ରତୀକ, ସେଠାରେ ଉଡ଼ାଣ ଭରିବାର ସ୍ୱପ୍ନ ଅନେକଙ୍କ ପାଇଁ ଏକ ବିଳାସ ହୋଇ
Read More...

ଯୁବ ଯାଦବ ସମାଜ ଦ୍ଵାରା ଗିରି ଗୋବର୍ଦ୍ଧନ ପୂଜା ପ୍ରସ୍ତୁତି ବୈଠକ

କଣ୍ଟାବାଞ୍ଜି, (ଗୁରୁ ଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଯୁବ ଯାଦବ ସମାଜ ଦ୍ଵାରା ଗିରି ଗୋବର୍ଦ୍ଧନ ପୂଜା ପାଳନ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତ କାଲି ସନ୍ଧ୍ୟାରେ ଶ୍ରୀରାମ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଗିରି ଗୋବର୍ଦ୍ଧନ ପୂଜା କମିଟି ସଭାପତି
Read More...

ରାଜ୍ୟସ୍ତରୀୟ ଟାଇକଣ୍ଡୋ ସ୍କୁଲ ଗେମ୍‌ରେ ବଲାଙ୍ଗିରକୁ ୫ ପଦକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁରୀ ଜିଲ୍ଲା ସ୍କୁଲରେ ରାଜ୍ୟସ୍ତରୀୟ ସ୍କୁଲ ଗେମ୍‌ ଟାଇକଣ୍ଡୋ ପ୍ରତିଯୋଗିତା ୧୭ରୁ ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ କୋଚ ତଥା ଜାତୀୟ ସ୍ତରୀୟ ରେଫରୀ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଏକ ୧୦ ଜଣିଆ ଟିମ୍‌
Read More...

ପାଚିକା ସଂଘ ପକ୍ଷରୁ ଗୁଡାରୀ ବ୍ଲକସ୍ତରୀୟ ସମ୍ମିଳନୀ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ପାଚିକା ଓ ସହାୟିକା ମହାସଂଘ ଏଆଇସିସିଟିୟୁ ତରଫରୁ ଗୁଡାରୀ ନୂଆଁ ବସଷ୍ଟାଣ୍ଡ ଠାରେ ବ୍ଲକସ୍ତରୀୟ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଦକ୍ଷିଣ ଓଡିଶାର ଉପଦେଷ୍ଟା ତ୍ରିପତି ଗମାଙ୍ଗ ଓ ବୃନ୍ଦାବନ ବିଡିକା ରାଜ୍ୟ ସରକାରଙ୍କ ଶ୍ରମିକ ଜନ ବିରୋଧି ନୀତି
Read More...

ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

ଚୂଡାପାଲି, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଚୂଡାପାଲି ପଞ୍ଚାୟତ ଅନ୍ତର୍ଗତ ଢୁଳୁସର ଖେଳପଡିଆ ଠାରେ ଗଣ୍ଡ ସମାଜ ପକ୍ଷରୁ ଆଜି ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଣ୍ଡ ସମାଜର ଅନେକ ପୁରୁଷ ମହିଳା ଯୋଗଦେଇ ତାଙ୍କ ଇଷ୍ଟଦବୀଙ୍କ ପୂଜାର୍ଚ୍ଚନା
Read More...

ଯାଦବ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌ରେ ସାମିଲ ହେଲେ ବିଧାୟକ ଲକ୍ଷ୍ମଣ ବାଗ

ସଇଁତଲା, (କେପିଏନ୍‌ଏସ୍‌) : ସଇଁତଲା ବ୍ଲକ ଧରପଗଡ଼ ଖେଳ ପଡିଆ ଠାରେ ପଞ୍ଚାୟତ ସ୍ତରୀୟ ଯାଦବ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଯାଦବ ସମାଜର ଶତାଧିକ ମହିଳା ଓ ପୁରୁଷ ଧରପଗଡ଼ ପଞ୍ଚାୟତ ଛକରେ ଏକତ୍ରିତ ହୋଇ ଭଗବାନ ଶ୍ରୀ କୃଷ୍ଣ ଓ ମା' ସମଲେଇଙ୍କ ଫଟୋ
Read More...