Daily Archives

ପ୍ରବାସୀ ଭାରତୀୟଙ୍କ ପାଇଁ ଯତ୍ନବାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ, (ପିଆଇବି) : ବିଶ୍ୱର ବିଭିନ୍ନ ଦେଶରେ ରହୁଥିବା ପ୍ରବାସୀ ଭାରତୀୟମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ତଥା ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିଛନ୍ତି । କୁଏତରେ ଭାରତୀୟ ପ୍ରବାସୀଙ୍କ ଏକ ବଡ଼ ସମୁଦାୟ ରହିଛି । ଭାରତୀୟମାନେ କୁଏତରେ ସବୁଠାରୁ ବଡ଼ ପ୍ରବାସୀ…
Read More...

କଂଗ୍ରେସ ବ୍ଲକ ସଭାପତି ଗଣେଶ ରେଡ୍ଡୀଙ୍କ ଦେହାନ୍ତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : କଂଗ୍ରେସର ବରିଷ୍ଠନେତା ତଥା ଗଞ୍ଜାମ ବ୍ଲକ ସଭାପତି ଏନ. ଗଣେଶ ରେଡ୍ଡୀଙ୍କ ଦେହାନ୍ତ ଘଟିଛି । ଖବର ପାଇ କାଇଞ୍ଚପୁର ଗ୍ରାମ ସ୍ଥିତ ତାଙ୍କ ବାସ ଭବନରେ ଦଳବଳ ନିର୍ବିଶେଷରେ ବିଭିନ୍ନ ବର୍ଗର ଲୋକେ ତାଙ୍କର ଶେଷ ଦର୍ଶନ ପାଇ ଭିଡ଼ ଜମିଥିଲା । ଗତକାଲି…
Read More...

କୁଏତରେ ‘ହାଲା ମୋଦୀ’ କାର୍ଯ୍ୟକ୍ରମରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

କୁଏତରେ ପ୍ରବାସୀ ଭାରତୀୟଙ୍କ ସୌହାର୍ଦ୍ଦ୍ୟ ଓ ସ୍ନେହ ଅସାଧାରଣ : ପ୍ରଧାନମନ୍ତ୍ରୀ୪୩ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ କୁଏତ ଗସ୍ତ କରୁଛନ୍ତି : ପ୍ରଧାନମନ୍ତ୍ରୀଭାରତ ଓ କୁଏତ ମଧ୍ୟରେ ସଭ୍ୟତା, ସମୁଦ୍ର ଏବଂ ବାଣିଜ୍ୟର ଏକ ଉତ୍ତମ ସମ୍ପର୍କ ରହିଛି : ପ୍ରଧାନମନ୍ତ୍ରୀଭାରତ ଓ କୁଏତ…
Read More...

ଜରାସିଂହା ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡ଼ା ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଜରାସିଂହା ସ୍ଥିତ ମିନି ଷ୍ଟାଡିୟମରେ ଉଦ୍‌ଯାପିତ ହୋଇଯାଇଛି । କ୍ରୀଡା ପ୍ରତିଯୋଗିତାରେ ମୋଟ ୨୧ଟି ଖେଳରେ ଶତାଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବା ବେଳେ କନିଷ୍ଠ ଏବଂ ବରିଷ୍ଠ…
Read More...

ଯୋଗଗୁରୁ ପଦ୍ମନାଭ ବେହେରାଙ୍କୁ ୱାର୍ଲଡ ରେକର୍ଡ ସାର୍ଟିଫିକେଟ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍‌.ଏ.ସି ଅନ୍ତର୍ଗତ ଦାମୋଦରପୁର ଗ୍ରାମରେ ପଦ୍ମନାଭ ବେହେରା ଦୀର୍ଘ ବର୍ଷ ଧରି ବିଭିନ୍ନ ଅନୁଷ୍ଠାନରେ ଯୋଗଦେଇ ଯୋଗାସନ ଓ ପ୍ରାଣ୍ୟାାମ ପ୍ରଶିକ୍ଷଣ ଦେଇଆସୁଛନ୍ତି । ଏହିପରି ପ୍ରତିବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସରେ ଓଡିଶାର ବିଭିନ୍ନ ଅଞ୍ଚଳରେ…
Read More...

ସାର୍ ସି. ଭି. ରମଣ ଗ୍ଲୋବାଲ୍ ବିଶ୍ୱବିଦ୍ୟାଳୟରେ ବିଟେକ୍ ଇଞ୍ଜିନିୟରିଂରେ ଛତ୍ରପୁରର ଶ୍ଵେତାଶ୍ରୀ ଶତପଥୀଙ୍କୁ…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସାର୍ ସି. ଭି. ରମଣ ଗ୍ଲୋବାଲ୍ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରରେ ଆୟୋଜିତ ପଞ୍ଚମ ସମାବର୍ତ୍ତନ ଉତ୍ସବରେ ବିଟେକ୍ କମ୍ପ୍ୟୁଟର ଇଞ୍ଜିନିୟରିଂ ବିଭାଗରେ ଛତ୍ରପୁରର ଶ୍ଵେତାଶ୍ରୀ ଶତପଥୀ ଶ୍ରେଷ୍ଠ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି ।…
Read More...

ହୁତୁହୁତୁ ହୋଇ ଜଳିଗଲା କ୍ରିଷ୍ଣା ବସ୍

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ହୁତୁହୁତୁ ହୋଇ ଜଳିଗଲା ଘରୋଇ ବସ୍‌ । କନ୍ଧମାଳ ଜିଲ୍ଲା ବାଲିଗୁଡା ମେଡିକାଲ ସମ୍ମୁଖ ଗଳି ତଥା ଥାନା ଓ କାଳୀ ମନ୍ଦିର ନିକଟରେ ଶନିବାର ଅପରାହ୍ନରେ ହୁତୁହୁତୁ ହୋଇ ଜଳିଗଲା ଘରୋଇ କ୍ରିଷ୍ଣା ବସ୍ । ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ…
Read More...

ପତ୍ନୀର ତଣ୍ଟିକାଟି ହତ୍ୟା କଲା ସ୍ୱାମୀ : ଘଟଣା ସ୍ଥଳରେ ପୋଲିସ ସହ ସାଇଣ୍ଟିଫିକ୍ ଟିମ୍‌

ବରଗଡ଼, (କେପିଏନ୍‌ଏସ୍‌) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନା ଅନ୍ତର୍ଗତ ଜେନକେଡା ଗ୍ରାମର କଲୋନୀ ପଡାରେ ପତ୍ନୀର ତଣ୍ଟିକାଟି ସ୍ୱାମୀ ହତ୍ୟା କରିଥିବା ଅଭିଯୋଗରେ ପୋଲିସ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ଚନ୍ଦ୍ରକାନ୍ତି ସାହୁଙ୍କୁ ରାତିରେ ଧାରୁଆ ଅସ୍ତ୍ରରେ…
Read More...

ଦେଓଗାଁ ହାଇସ୍କୁଲରେ ଶିକ୍ଷାର୍ଥୀ – ପୋଲିସ ବାହିନୀ (ଏସ୍‌.ପି.ସି)ର ଶୁଭାରମ୍ଭ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ ସମିତି ହାଇସ୍କୁଲ ସଭାଗୃହରେ ଗତକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଜନା ହୋଇଥିବା ଶିକ୍ଷାର୍ଥୀ - ପୋଲିସ ବାହିନୀ (ଏସ୍‌.ପି.ସି)ର ଶୁଭାରମ୍ଭ ହୋଇଯାଇଛି । ପ୍ରଧାନ ଶିକ୍ଷକ ଅମ୍ବରିଶ ଭୋଇଙ୍କ ସଭାପତିତ୍ୱରେ ହୋଇଥିବା କାର୍ଯ୍ୟକ୍ରମରେ…
Read More...