Daily Archives

ଇରମ ଗୁଳିକାଣ୍ଡ : ଆରକ୍ତ ଗୋଧୂଳିର ରକ୍ତାକ୍ତ ରାଗିଣୀ

ଡ଼ଃ. ଦେବେନ୍ଦ୍ର ପ୍ରହରାଜଙ୍କ ସ୍ମୃତିରେ ଶବ ସଂରକ୍ଷକ ଫ୍ରିଜ ପ୍ରଦାନ ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଧାମରା ସଂଘ ପକ୍ଷରୁ ଲୁଣିଆ ଇରମ ଶହୀଦ ସ୍ମୃତି ଦିବସ ପାଳନ ହୋଇଯାଇଛି । ସଂଘର ସଭାପତି ପ୍ରଶାନ୍ତ କୁମାର ବେହେରାଙ୍କ
Read More...

ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର : ଅକ୍ଟୋବରରୁ ମିଳିବ ଚାଉଳ ସହ ଗହମ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର, ଅକ୍ଟୋବରରୁ ମିଳିବ ଚାଉଳ ସହ ଗହମ । ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଚାଉଳ ସହ ଗହମ । ଗହମ ଦେବାକୁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟ କରିଛି ଚିଠି । ଅକ୍ଟୋବର
Read More...

ଜୁଆ ଆଡ୍ଡାରେ ପୋଲିସର ଚଢ଼ାଉ

ବ୍ରହ୍ମପୁର : ବ୍ରହ୍ମପୁର ବଡ଼ ବଜାର ଥାନା ପୋଲିସ ପକ୍ଷରୁ ଏକ ଜୁଆ ଆଡ୍ଡାରେ ଚଢ଼ାଉ କରାଯାଇଥିବା ଖବର ମିଳିଛି । ପୋଲିସ ୭ ଜଣଙ୍କୁ ଗିରଫ କରିଥିବା ବେଳେ ୩ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିବା ସୂଚନା ରହିଛି ।
Read More...

ମଦ୍ୟପ ପୁଅର ଉନ୍ମତ୍ତ କାଣ୍ଡ : ବାପାକୁ ହତ୍ୟା କଲା ପୁଅ

ସୁନ୍ଦରଗଡ଼ : ମଦ୍ୟପ ପୁଅର ଉନ୍ମତ୍ତ କାଣ୍ଡ । ମାତାଲ୍ ଅବସ୍ଥାରେ ବାପାକୁ ପିଟି ପିଟି ହତ୍ୟା କଲା ପୁଅ । ଏପରି ଏକ ଅଘଟଣ ଲେଫ୍ରିପଡା ଥାନା ଛଟେନପାଲିରେ ଦେଖିବାକୁ ମିଳିଛି । ମାତାଲ୍ ଅବସ୍ଥାରେ ବାପାକୁ ପିଟି ହତ୍ୟା ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ଘଟଣାସ୍ଥଳରେ ପୋଲିସର
Read More...

ଗଣେଶ ବିସର୍ଜନ ବେଳେ ଅଘଟଣ : ବାଣ ଫୁଟି ଯୁବକ ମୃତ

ନବରଙ୍ଗପୁର : ଗଣେଶ ବିସର୍ଜନ ବେଳେ ଅଘଟଣ । ବାଣ ଫୁଟି ଯୁବକ ମୃତ । ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ଶିବାଜୀ ନଗର ଗଣେଶ ପୂଜା କମିଟିର ଗଣେଶ ବିସର୍ଜନ ବେଳେ ଅଘଟଣ ଘଟିଥିବା ଖବର ମିଳିଛି । ବାଣ ବ୍ୟାଗ ଧରିଥିବା ଜଣେ ଯୁବକଙ୍କ ବାଣ ଫୁଟି ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
Read More...

‘କ୍ରିଏଟ ଇନ ଇଣ୍ଡିଆ’ ଆହ୍ୱାନ ଜରିଆରେ ନିଜର ସୃଜନଶୀଳତାକୁ ଉଜାଗର କରନ୍ତୁ

● ପ୍ରତିଭା ଏବଂ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ୨୫ କ୍ରିଏଟ୍ ଇନ୍ ଇଣ୍ଡିଆ ଚାଲେଞ୍ଜରେ ଅଂଶଗ୍ରହଣକୁ ପ୍ରୋତ୍ସାହିତ କଲେ ପ୍ରଧାନମନ୍ତ୍ରୀ : ମନ୍ କି ବାତ୍ ର ୧୧୪ତମ ଅଧ୍ୟାୟ● ସଙ୍ଗୀତ, ଶିକ୍ଷା ଏବଂ ଆଣ୍ଟି ପାଇରେସି ମାଧ୍ୟମରେ ଗେମିଂ, ଆନିମେସନ୍, ରିଲ୍ ଏବଂ ଚଳଚ୍ଚିତ୍ର
Read More...

“ମନ କୀ ବାତ୍”ରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍ ସାନ୍ତାଳୀ ଭାଷାର ପ୍ରଚାର ଦିଗରେ…

• ମନ୍ କୀ ବାତ୍ ସଫଳତାପୂର୍ବକ ୧୦ ବର୍ଷ ପୂର୍ତ୍ତି ହେଉଥିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ• ପ୍ରଧାନସେବକଙ୍କ ସହ ଜନସାଧାରଣଙ୍କ ସହ ଯୋଡ଼ିବାର ବଡ ମାଧ୍ୟମ ହୋଇଛି ମନ୍ କୀ ବାତ• ଏହି କାର୍ଯ୍ୟକ୍ରମ ଦେଶର କୋଟି କୋଟି ଲୋକଙ୍କୁ ପ୍ରେରଣା ଦେବାରେ ଶକ୍ତିଶାଳୀ ଜରିଆ ହେବ•
Read More...

ଛତ୍ରପୁର ଶାନ୍ତି ଅନୁଭୂତି ଭବନ କେନ୍ଦ୍ର ପକ୍ଷରୁ ବ୍ରହ୍ମା କୁମାର ନିର୍ୱେର୍ ଭାଇଙ୍କର ସ୍ମୃତିଚାରଣ ସଭା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ କେନ୍ଦ୍ରରେ ବି.କେ. ନିର୍ୱେର୍ ଭାଇଙ୍କର ଦ୍ଵାଦଶ ଦିବସ ଅବସରରେ ସ୍ମୃତିଚାରଣ ସଭା ପାଳନ ପୂର୍ବକ ରବିବାର ଅନୁଷ୍ଠାନ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି
Read More...

ବ୍ଲକ କଲୋନୀ ବିଦ୍ୟାଳୟ ଠାରେ ଶିଶୁ ମହୋତ୍ସବ ସୁରଭି ମହାଆଡମ୍ବରରେ ଅନୁଷ୍ଠିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ କ୍ଲଷ୍ଟରର ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଲୋକକଳା-୨୦୨୪ କ.ନୂଆଗାଁ ସ୍ଥିତ ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସିଆର୍‌ସିସି ସୁଜିତ୍
Read More...