Monthly Archives

August 2024

ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ଲକ୍ଷ୍ମୀବସ୍‌ ସୁଇପରଙ୍କ ଜୀବନ

ଲୋଇସିଂହା, (କେପିଏନ୍‌ଏସ୍‌) : ୨୬ ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ ଠାରେ ଶନିବାର ଏକ ୧୦୮ ଆମ୍ବୁଲାନ୍ସ ଧକ୍କାରେ ଜଣେ ବାଇକ୍‌ ଚାଳକଙ୍କ ଜୀବନ ଚାଲିଯାଇଛି । ମୃତକ ଜଣକ ହେଲେ ଲୋଇସିଂହା ଜଡ଼ାମୁଣ୍ଡାର ସୁମନ୍ତ ପଧାନ(୨୫) । ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା
Read More...

ଟ୍ରେନି ଡ଼ାକ୍ତରୀ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଡ଼ାକ୍ତରୀ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟ୍ରେନି ଡ଼ାକ୍ତରୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ବଲାଙ୍ଗିରରେ ବି ତେଜିଲା ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ । କୋଲକତାର ଟ୍ରେନି ଡ଼ାକ୍ତରୀ ଛାତ୍ରୀ ମୌମିତା ଦେବନାଥଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ଆଜି ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ
Read More...

ବଜ୍ରକାପ୍ତା ଜବତ : ଓଡ୍ରାପ୍ଟ କର୍ମଚାରୀ ସହ ୩ ଗିରଫ

କୋରାପୁଟ, (ସୁନାମ ହନ୍ତାଳ) : କୋରାପୁଟ ଜିଲ୍ଲାରେ ପୁଲିସ ପରେ ଏବେ ଚର୍ଚ୍ଚାରେ ଓଡ୍ରାପ୍ଟ କର୍ମଚାରୀ । ରାଜ୍ୟ ଏସ୍‌ଟିଏଫ୍‌ ଦଳ ଚଢ଼ଉ କରି ନନ୍ଦପୁର ସେମିଳିଗୁଡା ରାସ୍ତା ବଡେଗାଁ ଗ୍ରାମ ନିକଟରୁ ବଜ୍ରକାପ୍ତା ସହ ଅଲ୍ଟୋକାର ଜବତ କରାଯାଇଛି । ଏହି ମାମଲାରେ ୩ ଜଣ ଗିରଫ ହୋଇଛନ୍ତି । ସେମାନେ
Read More...

ଟିପିଡବ୍ଲୁଓଡିଏଲ୍‌ ତରଫରୁ ନିୟମିତ ବିଦ୍ୟୁତ୍‌ ବିଲ୍‌ ପଇଠ କରୁଥିବା ବିଦ୍ୟୁତ୍‌ ଗ୍ରାହକଙ୍କୁ ଲକି ଡ୍ର ମାଧ୍ୟମରେ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗତ ଜୁଲାଇ -୨୦୨୪ ମାସରୁ ଟିପିଡବ୍ଲୁଓଡିଏଲ୍‌ ବିଦ୍ୟୁତ୍‌ ବିଭାଗ ତରଫରୁ ପେ ଇନ୍‌ ୱିନ୍‌ - ଖୁଲ ଯା ସିମ୍‌ ସିମ୍‌ର ସ୍କିମ୍‌ ଆରମ୍ଭ ହୋଇଛି । ଏହି ସ୍କିମ୍‌ ମାଧ୍ୟମରେ ଯେଉଁ ବିଦ୍ୟୁତ୍‌ ଉପୋଭୋକ୍ତା ମାନେ ନିୟମିତ ଅନୁସାରେ ବିଦ୍ୟୁତ୍‌ ବିଲ୍‌ ପଇଠ
Read More...

ପତ୍ନୀଙ୍କୁ ୬ ମାସର ଗର୍ଭବତୀ କରି ସ୍ୱାମୀ ଫେରାର୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗର୍ଭକୁ ହେଲାଣି ୬ ମାସ କିନ୍ତୁ ସ୍ୱାମୀ ଫେରାର୍‌ । ସ୍ୱାମୀକୁ ଖୋଜିବାକୁ ଚାରିଆଡ଼େ ବୁଲୁଛନ୍ତି ଜଣେ ଅନ୍ତଃସତ୍ତ୍ୱା ମହିଳା । ବଲାଙ୍ଗିର ଟାଉନ ଥାନାକୁ ଆସିଥିବା ଜଣେ ମହିଳା ଏଭଳି କିଛି କାହାଣୀ ବଖାଣିଥିଲେ । ଯାହାକୁ ମନର ମଣିଷ ଭାବି ହାତ ଧରିବାକୁ ଘର
Read More...

ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ବଜେଟ୍‌ ୨୦୨୪-୨୫ ସଂପର୍କିତ ରାଜ୍ୟ ସ୍ତରୀୟ ଆଲୋଚନାଚକ୍ର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଦେଶ ତଥା ରାଜ୍ୟ ବଜେଟ୍‌ ସଂପର୍କିତ ଉପସ୍ଥାପନା ‘ଆନାଲିସିସ୍‌ ଅଫ୍‌ ବଜେଟ୍‌ ୨୦୨୪-୨୫’ ବିଷୟରେ ଏକ ଆଲୋଚନାଚକ୍ର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅଜୟ କମାର
Read More...

ରାଜ୍ୟସ୍ତରୀୟ ରାଙ୍କିଂ ରୋଲର ସ୍କେଟିଂ ରେସିଂ ପ୍ରତିଯୋଗିତା ଆରମ୍ଭ

କଣ୍ଟାବାଞ୍ଜି, (ଜୁଗଳ କିଶୋର ଶବର) : ଲକ୍ଷ୍ମୀ ଟେକନୋ ବିକାଶ ସ୍କୁଲ କଣ୍ଟାବାଞ୍ଜିରେ ରାଜ୍ୟସ୍ତରୀୟ ରାଙ୍କିଂ ରୋଲର୍‌ ସ୍କେଟିଂ ରେସିଂ ପ୍ରତିଯୋଗିତା ଆରମ୍ଭ । ଅଗଷ୍ଟ ୧୭ ରୁ ୧୮ ତାରିଖ ଦୁଇ ଦିନ ଧରି ଏହି ପ୍ରତିଯୋଗିତା ଚାଲିବ । ୯ଟି ଜିଲ୍ଲାର ପ୍ରତିଯୋଗୀମାନେ ଏହି ପ୍ରତିଯୋଗିତାରେ ଭାଗ
Read More...

ଇସ୍ପାତ ନଗରୀ ରାଉରକେଲାରେ ଆନନ୍ଦ ଉଲ୍ଲାସରେ ୭୮ତମ ସ୍ୱାଧୀନତା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସମଗ୍ର ଭାରତବର୍ଷ ୭୮ତମ ସ୍ୱାଧୀନତା ଦିବସ ପାଳନ କରିଥିବା ବେଳେ ଇସ୍ପାତ ନଗରୀ ରାଉରକେଲା ମଧ୍ୟ ଏଥିପାଇଁ ଉତ୍ସବ ମୁଖରିତ ହୋଇ ଉଠିଥିଲା । ସହରର ବିଭିନ୍ନ ସାଂସ୍କୃତିକ, ସାହିତ୍ୟିକ, ସାମାଜିକ ଅନୁଷ୍ଠାନ, ବିଦ୍ୟାଳୟ, ମହାବିଦ୍ୟାଳୟ, ବିଭିନ୍ନ ଅନୁଷ୍ଠାନର
Read More...

ବୋଡ଼େନ ବ୍ଲକ ୭୮ତମ ମିଳିତ ସ୍ଵାଧୀନତା ଦିବସ ପ୍ୟାରେଡ୍‌ ପଡ଼ିଆରେ ବୈଷ୍ଣବ ଦୁରିଆ ସମ୍ବର୍ଦ୍ଧିତ

ନୂଆପଡା, (ଅଜିତ ବେହେରା) : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍‌ର ନବନିର୍ବାଚିତ ରାଜ୍ୟ ଉପସଭାପତି ବୈଷ୍ଣବ ଦୁରିଆଙ୍କୁ ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକରେ ଅନୁଷ୍ଠିତ ହୋଇଥିବା ୭୮ତମ ସ୍ୱାଧୀନତା ଦିବସ ପାଳନ ପ୍ୟାରେଡ୍‌ ପଡ଼ିଆରେ ସମ୍ଵର୍ଦ୍ଧନା ଦିଆଯାଇଛି । ଉକ୍ତ କାର୍ଯ୍ୟକ୍ରମରେ
Read More...

ବିଶ୍ୱ ମହୁମାଛି ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : 'ବିଶ୍ୱ ମହୁମାଛି ଦିବସ' ପ୍ରତିବର୍ଷ ଅଗଷ୍ଟ ତୃତୀୟ ଶନିବାରରେ ପାଳନ କରାଯାଏ । ଆମ ପରିବେଶ ଏବଂ ଦୈନନ୍ଦିନ ଜୀବନରେ ମହୁମାଛି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ପରିବେଶବିତ୍ ତଥା ମହୁମାଛି ବିଶେଷଜ୍ଞ ମାନେ ଏହି ଦିବସ ପାଳନ ମାଧ୍ୟମରେ
Read More...