Monthly Archives

July 2024

ଚିତ୍ରଶିଳ୍ପୀ ବୀରବର ସାହୁଙ୍କ ୧୦୮ତମ ଜୟନ୍ତୀ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବରପାଲି ବରିଷ୍ଠ ଚିତ୍ରଶିଳ୍ପୀ ସ୍ୱର୍ଗତ ବୀରବର ସାହୁଙ୍କ ୧୦୮ତମ ଜନ୍ମ ଜୟନ୍ତୀ ବାସଭବନ ପରିସରରେ ପାଳିତ ହୋଇଯାଇଛି । ବୀରବର ସାହୁ ସ୍ମୁତି କମିଟି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଡା. ସୂବଳଚନ୍ଦ୍ର ମାଝୀଙ୍କ ସଭାପତିତ୍ୱରେ
Read More...

ଶ୍ରୀଜଗନ୍ନାଥ ବାବା ଆଖଣ୍ଡଳମଣି ଟ୍ରଷ୍ଟର ସାଂସ୍କୃତିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲ ନଗର ଏ ବ୍ଲକ୍ ସ୍ଥିତ ଶ୍ରୀଜଗନ୍ନାଥ, ବାବା ଆଖଣ୍ଡଳମଣି ମନ୍ଦିର ଟ୍ରଷ୍ଟ ଆନୁକୂଲ୍ୟରେ ରଥଯାତ୍ରା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗତ ୧୫ ତାରିଖ ଦିନ ସ୍ଥାନୀୟ କଳାକାରଙ୍କ ଦ୍ୱରା ଭଜନ ପରିବେଷଣ,୧୬ ତାରିଖ
Read More...

ରୋଟ୍ରାକ୍ଟ କ୍ଲବ୍ ସମୂହର ମିଳିତ ଆନୁକୂଲ୍ୟରେ ଆର୍‌. ଜି. ଏଚ୍‌ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟ୍ରାକ୍ଟ କ୍ଲବ୍ ସମୂହର ମିଳିତ ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆର୍‌ଜିଏଚ୍‌ର ବଟାନିକାଲ୍ ଗାର୍ଡେନ୍ ଠାରେ ଆୟୋଜିତ ହୋଇଯାଇଛି । ଆର୍‌ଜିଏଚ୍‌ର ସୁପରିଟେଣ୍ଡେଣ୍ଟ ଡାକ୍ତର ଗଣେଶ ପ୍ରସାଦ ଦାସ, ଡେପୁଟି ସିଏମ୍‌ଓ ଡାକ୍ତର ପଣ୍ଡିତ ସାହୁ, ଡାକ୍ତର
Read More...

ପବିତ୍ର ଗୁରୁ ପୂର୍ଣ୍ଣିମା ପାଳନ କଲେ ସୁନ୍ଦରଗଡ଼ ଜିଲ୍ଲା ପତଞ୍ଜଳି ଯୋଗ ପରିବାର

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ସୁନ୍ଦରଗଡ଼ ଜିଲ୍ଲା ପତାଞ୍ଜଳି ଯୋଗ ପରିବାର ତରଫରୁ ସେକ୍ଟର -୧୯ ସ୍ଥିତ ଶାରଳା ମନ୍ଦିର ପରିସରରେ ପବିତ୍ର ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳନ କରାଯାଇଥିଲା । ଏହି ପବିତ୍ର ଦିନରେ ସର୍ବ ପ୍ରଥମେ ବୈଦିକ ରୀତି ଅନୁଯାଇ ଅରବିନ୍ଦ ପଣ୍ଡାଙ୍କ ପୌରୋହିତ୍ୟରେ
Read More...

ଶିକ୍ଷକ ରବିନ୍ଦ୍ରନାଥ ଦୀପଙ୍କୁ ସମ୍ବର୍ଦ୍ଧନା

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ବଡକର୍ଲ୍ଲେ ହାଇସ୍କୁଲରେ ଚାକିରିରୁ ସେବା ନିବୃତ୍ତି ଯୋଗୁଁ ହିନ୍ଦୀ ଶିକ୍ଷକ ରବିନ୍ଦ୍ରନାଥ ଦୀପଙ୍କ ଉଦ୍ଦେଶ୍ୟରେ ଅବସରାକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି । ସ୍କୁଲର ପ୍ରଧାନଶିକ୍ଷକ
Read More...

ବନ୍ଦ ଘରୁ ନବବଧୂଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କେନ୍ଦୁଝର : ବିବାହର କିଛି ଦିନ ପରେ ବନ୍ଦ ଘରୁ ମିଳିଲା ନବବଧୂଙ୍କ ଝୁଲନ୍ତା ମୃତଦେହ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଗୋଡିପୋଖରୀ ଗାଁରେ ଘଟିଛି ଏଭଳି ଘଟଣା । ମୃତକ ବଓୂ ହେଲେ ଦୀପା ନାଏକ ବୋଲି ଜଣାପଡିଛି । ଖବର ଅନୁଯାୟୀ, ଜୁନ୍ ୧୮ ତାରିଖରେ ଗୋଡିପୋଖରୀ ଗାଁର ଦିଲ୍ଲୀପ ନାଏକଙ୍କୁ
Read More...

ମାଲକାନଗିରିର ପୋଲ ଉପରେ ବନ୍ୟାପାଣି

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଆଜି ମଧ୍ୟ ବର୍ଷା ଜାରି ରହିଛି । ଲଗାଣ ବର୍ଷାରେ ବେହାଲ ହୋଇଛି ସମଗ୍ର ମାଲକାନଗିରି ଜିଲ୍ଲା । ଗତ ତିନି ଦିନ ଧରି ବର୍ଷା ଲାଗିଥଃବାରୁ ପୋଲ ଉପରେ ମଧ୍ୟ ଯାତାୟାତ ଠପ୍ ରହିଛି । ଶିରେ ବୁଡି ରହିଛି ଜିଲ୍ଲାର ମାଲକାନଗିରି ଠାରୁ ମୋଟୁ ପର୍ଯ୍ୟନ୍ତ ୩୨୬
Read More...

ବଲାଙ୍ଗିରର ମା’ ସମଲେଶ୍ଵରୀ ମନ୍ଦିରରେ ଆଣ୍ଠୁଏ ପାଣି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲଘୁଚାପ ଜନିତ ବର୍ଷାରେ ବଲାଙ୍ଗିର ସହରରେ ଝିପିଝିିପି ବର୍ଷା ଲାଗି ରହିଥିବା ବେଳେ ରାସ୍ତା ଉପରେ ପାଣି ଉଛୁଳୁ ଥିବା ଦେଖିବାକୁ ମିଳିଛି । ଏମିତିକି ମନ୍ଦିର ଭିତରକୁ ମଧ୍ୟ ପାଣି ପଶିଯାଇଛି । ଗତରାତି ୭ଟା ସମୟରୁ ଦୀର୍ଘ ଅଢେଇ ଘଣ୍ଟା ଧରି ବଲାଙ୍ଗିର ସହରରେ
Read More...

ବାଇକ୍‌କୁ ଧକ୍କା ଦେଲା ଟ୍ରଲର : ୨ ମୃତ

କୁଚିଣ୍ଡା : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍‌କୁ ଧକ୍କା ଦେଲା ଟ୍ରଲର । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଲଇଡାଗୁନ ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଖବର ଅନୁଯାୟୀ, କୁଚିଣ୍ଡା ଲଇଡାଗୁନା ଛକ ନିକଟରେ ଏକ ମର୍ମନ୍ତୁଦ
Read More...

ଗୋରୁ ବୋଝେଇ ଟ୍ରକ୍ ଜବତ

ବାଲେଶ୍ୱର : ଗୋରୁ ବୋଝେଇ ଟ୍ରକ୍ ଜବତ । ଟ୍ରକରେ ଅଛନ୍ତି ୪୦ ଗୋରୁ । ଏହି ଗୋରୁ ବୋଝେଇ ଟ୍ରକ୍‌ଟି କଟକରୁ ବେଙ୍ଗଲ ଯାଉଥିଲା । ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ନିକଟ ଅଞ୍ଚଳରେ ଏହି ଟ୍ରକ୍‌ଟିକୁ ଜବତ କରିଛି ପୋଲିସ । ସୂଚନା ଅନୁଯାୟୀ, ଏକ ଗୋରୁ ବୋଝେଇ ଟ୍ରକ୍ କଟକ ଟକରୁ ବେଙ୍ଗଲ
Read More...