Daily Archives

ସିନ୍ଧେକେଲା ସେବା ସମବାୟ ସମିତି ଲିଂ ଚାଷୀଙ୍କୁ ଠିକ୍‌ ସମୟରେ ଋଣ ଅର୍ଥ ଆଦାୟ ସୂଚନା ନଦେବାରୁ ଚାଷୀ ବାଧ୍ୟ ହୋଇ ଅଧିକ…

ବାଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲାର ଚାଷି ମକୁନ୍ଦ ଥନାପତି ଓ ସେବେନ୍ଦ୍ର ଦଲାଇ ଚଳିତ ୨୦୨୪ ଖରିପ ଋତୁ ଆର୍ଥିକ ବର୍ଷରେ ଠିକ୍‌ ସମୟ ଅନୁଯାଇ ଋଣ ପ୍ରତିଶୋଧ ସୂଚନା ନପାଇ କୃଷି ଋଣ ସୁଝିବାରେ ବାଧ୍ୟ ହୋଇଛନ୍ତି ଦୁଇ ଚାଷୀ
Read More...

ମାଣ୍ଡୋସିଲ୍‌ରେ ଜଘନ୍ୟ ହତ୍ୟାକାଣ୍ଡ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ମାଣ୍ଡୋସିଲ୍‌ ଅଞ୍ଚଳରେ ହତ୍ୟାକାଣ୍ଡ । ଜଣକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଥିବା ସୂଚନା । ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଅନ୍ତର୍ଗତ ମାଣ୍ଡୋସିଲ୍‌ ଗାଁର ପିଙ୍କୁ ସାହୁଙ୍କୁ ବିଳମ୍ବିତ ରାତ୍ରିରେ କିଛି ଯୁବକ
Read More...

କଣ୍ଟାବାଞ୍ଜି ବିଧାୟକ ଓ ଜିଲ୍ଲା ବିଜେପି ସଭାପତିଙ୍କୁ ରାଣୀପୁର ଝରିଆଲ ଟ୍ରଷ୍ଟ କମିଟି ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

ଡବଲ ଇଞ୍ଜିନ୍‌ ସରକାର ପୀଠର ବିକାଶ କରିବ : ଜିଲ୍ଲା ସଭାପତି ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ଥିବା ସର୍ବପ୍ରାଚୀନ ତଥା ଦେଶର ଅନନ୍ୟ ଯୋଗିନୀ ପୀଠ ରାଣୀପୁର ଝରିଆଲରେ ମନ୍ଦିର ଟ୍ରଷ୍ଟ କମିଟି ତରଫରୁ ନବନିର୍ବାଚିତ
Read More...

ସାହିତ୍ୟ ସଂସ୍କୃତିର ବାର୍ତ୍ତାବହ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ରାଉରକେଲା ସାହିତ୍ୟ ସଂସଦ ଦ୍ୱାରା କୁଆଁରମୁଣ୍ଡା କାଚାରୁସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ସାହିତ୍ୟ ସୃଜନୀ କାର୍ଯ୍ୟକ୍ରମ ଓ ବନ ମହତ୍ସୋବ ଅନୁଷ୍ଠିତ ହୋଇଯାଇଛି । ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ
Read More...

ଦୁଗ୍ଧ ଟ୍ୟାଙ୍କର ଉପରେ ଚଢିଗଲା ବସ୍‌ : ୧୮ ଜଣ ମୃତ, ୧୯ ଆହତ

ଲକ୍ଷ୍ନୌ: ବୁଧବାର ସକାଳେ ଉତ୍ତରପ୍ରଦେଶର ଉନ୍ନାଓରେ ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ୍‌ୱେରେ ଏକ ଡବଲ୍‌ ଡେକର ବସ୍ ଦୁର୍ଘଟଣାରେ ଅତି କମ୍‌ରେ ୧୮ ଜଣଙ୍କର ମୃତ୍ୟୁ ଘଟିଛି । ବସ୍‌ଟି ଏକ ଦୁଗ୍ଧ ଟ୍ୟାଙ୍କରେ ଚଢ଼ିଯିବା ଫଳରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ତେବେ ଦୁର୍ଘଟଣାରେ ପ୍ରାୟ ୧୯
Read More...

ଦିଲ୍‌ଦାର୍ ବସ୍‌କୁ ଧକ୍କା ଦେଲା କିଙ୍ଗଫିସର୍‌ ବସ୍ : ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ବିଳମ୍ବିତ ରାତିରେ ବଲାଙ୍ଗିର ଭାଗିରଥି ଛକରେ ଶୋଚନୀୟ ବସ୍‌ ଦୁର୍ଘଟଣା ଦେଖିବାକୁ ମିଳିଛି । ଦୁଇଟି ଦ୍ରୁତଗାମୀ ବସ୍‌ ନବରଙ୍ଗପୁରରୁ ଭୁବନେଶ୍ୱର ପଟକୁ ଯାଉଥିବା ବେଳେ ଉଭୟଙ୍କ ମଧ୍ୟରେ ଧକ୍କା ହେବା ଫଳରେ ଅଳ୍ପକେ ବର୍ତ୍ତିଛନ୍ତି ଦୁଇ ବସ୍‌ର ଯାତ୍ରୀମାନେ
Read More...