Daily Archives

ଆଶ୍ୱସ୍ତି ଆଣିଛି କାଳବୈଶାଖୀ ବର୍ଷା

ଭୁବନେଶ୍ୱର : ରାଜ୍ୟରେ ବଦଳିଛି ପାଗର ମିଜାଜ୍ । ଆଶ୍ୱସ୍ତି ଆଣିଛି କାଳବୈଶାଖୀ ବର୍ଷା । ଆଗାମୀ ୩ରୁ ୪ ଦିନ ଯାଏ କାଳବୈଶାଖୀ ବର୍ଷା ନେଇ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି ଓ ଆସନ୍ତାକାଲି ପାଇଁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୬ ଜିଲ୍ଲାକୁ ଅରେଞ୍ଜ
Read More...

ମାରାଥନ୍‌ ପ୍ରଚାରରେ ବିଧାୟକ ପ୍ରାର୍ଥୀ ସରୋଜ ଓ ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର

ପାଟଣାଗଡ଼, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକର ବଡ଼ଉଡେନ୍‌ ଗ୍ରାମରେ ବିଧାୟକ ପ୍ରାର୍ଥୀ ସରୋଜ ମେହେର ଓ ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇଙ୍କ ମାରାଥନ୍‌ ନିର୍ବାଚନୀ ପ୍ରଚାର ଦେଖିବାକୁ ମିଳିଛି । ସେହିପରି ଖପ୍ରାଖୋଲ ବ୍ଲକର ପାଚେର ଗ୍ରାମରେ ମଧ୍ୟ ମିଳିତ ଭାବେ ପ୍ରଚାର କରିଛନ୍ତି
Read More...

‘ଗନ୍ଧମାର୍ଦ୍ଦନ ଗୁଟେ ସତ କଥା’ର ଟ୍ରେଲର୍‌ ରିଲିଜ୍

ଖପ୍ରଖୋଲ, (ପୁସ୍ତମ ଯୁଆଡ଼ି) : କୋଶଲୀ ସର୍ଟ ଫିଲ୍ମ୍ 'ଗନ୍ଧମାର୍ଦ୍ଦନ ଗୁଟେ ସତ କଥା'ର ଟ୍ରେଲର୍‌ ରିଲିଜ୍ ହୋଇଯାଇଛି । ପ୍ରସିଦ୍ଧ ଶୈବପୀଠ ହରିଶଙ୍କର ପ୍ରାଙ୍ଗଣରେ ସମସ୍ତ କଳାକାର ତଥା ଫିଲ୍ମ ନିର୍ମାତା ଏବଂ ଟିମ୍‌ର ସମସ୍ତ ସଦସ୍ୟ ଏ ଅବସରରେ ଉପସ୍ଥିତ ଥିଲେ । ଥବିର ପଧାନ ଏବଂ ପ୍ରିତୀସ
Read More...

କର୍ଲାମୁଣ୍ଡାରେ ବଳ ଗୋଟାଉଛି କଂଗ୍ରେସ : ୬ ଜଣ ସମିତି ସଭ୍ୟ କଂଗ୍ରେସରେ ସାମିଲ

କଳାହାଣ୍ଡି, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ବ୍ଲକ ସରଦାପୁର ଠାରେ କଂଗ୍ରେସ ପକ୍ଷରୁ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ନର୍ଲା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାଥୀ ଭକ୍ତ ଚରଣ ଦାସ ଯୋଗଦେଇ ଭୋଟ ଭିକ୍ଷା କରିଥିଲେ । ଏହି ଅବସରରେ ଏହି ବ୍ଲକର ଉପାଧ୍ୟକ୍ଷ
Read More...

ତହଁକ୍ କୁଟୁମ୍‌ର ଗୁଗୁଲ୍ ମିଟ୍ କବିତା ଆସର୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗଲା କାଏଲ୍ ରାତିର୍ ୭ ବଜେ ତହଁକ୍ ସାହିତ୍ୟ କୁଟୁମ୍ ବଲାଙ୍ଗିର ଆଡୁ ଗୁଗୁଲ୍ ମିଟ୍ ଥି ଗୁଟେ କବିତା ଆସର୍ ହେଇଯେଇଛେ । ଇ ଉଧେ କବି ରାଜେଶ ଶର୍ମା ମୁଖିଆ କୁନୁଆଁ ହିସାବେ ଯୋଗ୍ ଦେଇଥିବାର ବେଲ୍‌କେ ମାଏନତା କୁନୁଆଁ ହିସାବେ କବୟିତ୍ରୀ ଜ୍ୟୋତିରାଣୀ ମିଶ୍ର
Read More...

ଝାରସୁଗୁଡାର ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ – ଧର୍ମେନ୍ଦ୍ର ପ୍ରଧାନ

ବିଜେପି ସରକାର ହେଲେ ଝାରସୁଗୁଡାରେ ପାଉଁଶ ସମସ୍ୟା ଦୂର ହେବମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ ଦୀର୍ଘ ବର୍ଷ ଧରି ଅନେକ ସ୍ୱପ୍ନ ଦେଖାଇ ଆସୁଛନ୍ତିପାନୀୟ ଜଳ, ଜଳସେଚନ ଶିକ୍ଷା, ସ୍ୱାସ୍ଥ୍ୟ ଓ ରୋଜଗାର ସମସ୍ୟା ଦୋହରାଇଲେ କେନ୍ଦ୍ରମନ୍ତ୍ରୀଲିଭି ଆସୁଥିବା ଦୀପ ଜୋରରେ ଜଳେ ବୋଲି କହିଲେ
Read More...

୨୦୨୪ ସାଧାରଣ ନିର୍ବାଚନ ପାଇଁ ପୋଲିସ ଓ ଆଇଟିବିପିର ଫ୍ଲାଗମାର୍ଚ୍ଚ

ସିନାପାଲି, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ତରଫରୁ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଫ୍ଲାଗମାର୍ଚ୍ଚ ସଚେତନତା ରେଲି କରାଯାଇଥିଲା । ଜିଲ୍ଲା ପ୍ରଶାସନିକ ଉଚ୍ଚ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସିନାପାଲି ଥାନାଧିକାରୀ ଶ୍ରୀମତୀ ରଶ୍ମିତା ପ୍ରଧାନଙ୍କ ନେତୃତ୍ୱରେ ପ୍ରଥମେ
Read More...