Monthly Archives

April 2024

ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ୭୦ ୟୁନିଟ ରକ୍ତ ସଂଗ୍ରହ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ରକ୍ତଭଣ୍ଡାରରେ ରକ୍ତର ବ୍ୟାପକ ଅଭାବ ରହିଥିବାବେଳେ ରକ୍ତ ଅଭାବରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ ପ୍ରବଳ ଗ୍ରୀଷ୍ମରେ ଲୋକେ ରକ୍ତଦାନ କରିବାକୁ ମଧ୍ୟ କୁଣ୍ଠାବୋଧ କରୁଛନ୍ତି । ଏପରି ପରିସ୍ଥିତିରେ ରକ୍ତଭଣ୍ଡାରକୁ ରକ୍ତ ଯୋଗେଇଦେବାକୁ
Read More...

ଗାଁ ମାଟିର ସନ୍ତାନକୁ ଆଶୀର୍ବାଦ୍‌ କରିବାପାଇଁ ଅନୁରୋଧ କଲେ – ପ୍ରଦୀପ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ନୃସିଂହନାଥ ଧର୍ମଶାଳା ପରିସରରେ ବିଜେପିର ଏକ ଆଶୀର୍ବାଦ୍‌ ସଭା ସୋମବାର ଅନୁଷ୍ଠିତ ହୋଇଥିଲା । ଏହାକୁ ସରୋଜ ସାମଲ ସଂଯୋଜନା କରିଥିଲେ । ଏହି ସଭାରେ ପାଇକମାଳ ନାଗରିକ କମିଟି, ବ୍ୟବସାୟୀ ସଂଘ ଓ ଅନ୍ୟାନ୍ୟ ସଂଘ ସହିତ ଗ୍ରାମର
Read More...

ଲଣ୍ଡାପଦର ପଞ୍ଚାୟତ ସମିତି ସଭ୍ୟାଙ୍କ ସହିତ ଝିକେରମାଲ ଗ୍ରାମର ୨୦ରୁ ଅଧିକ ମହିଳା ବିଜେଡିରେ ମିଶିଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲଣ୍ଡାପଦର ପଞ୍ଚାୟତ ସମିତି ସଭ୍ୟା ଆସାମି ଛତ୍ରିଆଙ୍କ ସହିତ ଝିକେର୍‌ମାଲ ଗ୍ରାମର ୨୦ରୁ ଅଧିକ ମହିଳା ବଲାଙ୍ଗିର ବିଜେଡ଼ିରେ ସାମିଲ୍‌ ହୋଇଛନ୍ତି । ବଲାଙ୍ଗିର ଶୈଳଶ୍ରୀ ପେଲେସ୍‌ରେ ଆୟୋଜିତ ମିଶ୍ରଣ ପର୍ବରେ ଆକାଶ ସାଗର ଓ ଈଶ୍ୱର ନନ୍ଦଙ୍କ ନେତୃତ୍ଵରେ
Read More...

ଭାରତୀୟ ନୌସେନା ମୁଖ୍ୟ ଭାବେ ଦାୟିତ୍ୱ ନେଲେ ଆଡମିରାଲ୍ ଦିନେଶ ତ୍ରିପାଠୀ

ନୂଆଦିଲ୍ଲୀ : ନୌସେନାର ମୁଖ୍ୟ ଭାବେ ଦାୟିତ୍ୱ ନେଲେ ଆଡମିରାଲ ଦିନେଶ କୁମାର ତ୍ରିପାଠୀ । ପୂର୍ବରୁ ସେ ନୌସେନାର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ । ନୌସେନାର ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଆର୍‌.ହରି କୁମାର ଅବସର ନେବା ପରେ କେନ୍ଦ୍ର ସରକାର ଆଡମିରାଲ ଦିନେଶ କୁମାରଙ୍କୁ ନୌସେନା
Read More...

୧୦ ହଜାର ଟଙ୍କା ଲାଞ୍ଚନେଇ ଧରାପଡିଲେ ସହକାରୀ ରାଜସ୍ୱ ନିରୀକ୍ଷକ ଓ ସହଯୋଗୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଜଣେ ମହିଳା ସହକାରୀ ରାଜସ୍ୱ ନିରୀକ୍ଷକ ଓ ସହଯୋଗୀ । ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ୍‌ ବେଲଗାଁର ସହକାରୀ ରାଜସ୍ୱ ନିରୀକ୍ଷକ ତଥା ଇନ୍‌ଚାର୍ଜ ରାଜସ୍ୱ ନିରୀକ୍ଷକ ରେସ୍ମା ମାଝୀ ଓ ତାଙ୍କ ସହଯୋଗୀ
Read More...

ଖଲ୍ଲିକୋଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୧ ମୃତ, ୨ ଗୁରୁତର

ଖଲ୍ଲିକୋଟ : ଖଲ୍ଲିକୋଟ ରାଜ୍ୟ ରାଜପଥ ମଥୁରା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ଦ୍ରୁତଗତିରେ ଆସୁଥିବା ଏକ ବୋଲେରୋ ଗୋଟିଏ ସ୍କୁଟି ଓ ଗୋଟିଏ ବାଇକ ଉପରେ ମାଡ଼ିଯାଇଥିଲା । ଫଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍କୁଟି ଚାଳକ ଓ ତାଙ୍କ ପତ୍ନୀଙ୍କ ସହ ଗାଡ଼ିରେ
Read More...

କଣ୍ଟାବାଞ୍ଜି ବିଧାନସଭା ପାଇଁ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜାଙ୍କ ନାମାଙ୍କନପତ୍ର ଦାଖଲ

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ଆସନ୍ତା ମେ' ୨୦ରେ ହେବ ଗଣତନ୍ତ୍ରର ମହାନ ପର୍ବ ନିର୍ବାଚନ । ଗତ ୨୬ ତାରିଖରୁ ଆରମ୍ଭ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ପାଇଁ ଆଜି କଂଗ୍ରେସ ବିଧାୟକ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜା ଆଜି ନିଜର ହଜାର
Read More...

ଶାନ୍ତିପଡା ପତଞ୍ଜଳି ଯୋଗକ୍ଷେତ୍ରର ବାର୍ଷିକ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତା. ୨୮-୪-୨୦୨୪ ରବିବାର ଦିନ, ପତଞ୍ଜଳି ଯୋଗକ୍ଷେତ୍ର ଶାନ୍ତିପଡା, ବଲାଙ୍ଗିରର ପ୍ରଥମ ବାର୍ଷିକ ସମ୍ବିଳନୀ ଯୋଗ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଯୋଗ ଗୁରୁ ଯାଦବ ନାୟକ ଏବଂ ଯୋଗ ଟ୍ରେନର୍‌ ଶ୍ରୀମତୀ ସାରିକା ପୁରୋହିତ ଅତିଥି ଭାବରେ ମଞ୍ଚାସୀନ ହୋଇଥିଲେ ।
Read More...

ଟ୍ରକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍ : ୯ ଜଣ ମୃତ

ରାୟପୁର : ଛତିଶଗଡ଼ର ବେମେତରାରେ ରବିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକ୍‌କୁ ଏକ ପିକ୍ଅପ୍ ଭ୍ୟାନ୍ ପଛରୁ ପିଟିବାରୁ ୯ ଜଣ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ୫ ଜଣ ମହିଳା, ୪ ଜଣ ପିଲା ଥିଲେ । ସେମାନେ
Read More...

ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର : ୪ ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଛତିଶଗଡ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ପୋଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ । ପୋଲିସ ଗୁଳିରେ ଚାରି ଜଣ ହାର୍ଡକୋର ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ବନ୍ଧୁକ ସହ ଭାରିମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ ।
Read More...
error: Content is protected !!