pakka

ଟ୍ରକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍ : ୯ ଜଣ ମୃତ

bbehera

ରାୟପୁର : ଛତିଶଗଡ଼ର ବେମେତରାରେ ରବିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକ୍‌କୁ ଏକ ପିକ୍ଅପ୍ ଭ୍ୟାନ୍ ପଛରୁ ପିଟିବାରୁ ୯ ଜଣ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ୫ ଜଣ ମହିଳା, ୪ ଜଣ ପିଲା ଥିଲେ । ସେମାନେ ସମସ୍ତେ ପଥର୍ରା ଗାଁର ବାସିନ୍ଦା । ଏଥିରେ ୨୩ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ଆହତ ହୋଇ ରାୟପୁର ଏମ୍ସରେ ଭର୍ତ୍ତି କରାଯାଇଛି। ବେମେତରା ଥାନା କ୍ଷେତ୍ରର କୁଥିଆ ଗାଁ ନିକଟରେ ଏହି ଦୁର୍ଘଟଣାଟି ଘଟିଛି।

jay balangir
Leave A Reply

Your email address will not be published.

17 − 14 =

error: Content is protected !!