Monthly Archives

February 2024

ଗଙ୍ଗାଧର ସାରସ୍ୱତ ସମିତିର ବିଶ୍ୱ ମାତୄଭାଷା ଦିବସ

ସିନାପାଲି, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲିର ଗଙ୍ଗାଧର ସାରସ୍ୱତ ସମିତି ତରଫରୁ ବୁଧବାର ବିଶ୍ୱ ମାତୄଭାଷା ଦିବସ ପାଳନ କରାଯାଇଛି । ଏନେଇ ସ୍ଥାନୀୟ ସ୍ୱରସଙ୍ଗମ କଳା ପରିଷଦଠାରେ ସମିତିର ସଭାପତି ବୈଷ୍ଣବ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମାତୄଭାଷାର ମିଠାପଣ ସହିତ…
Read More...

ଜଙ୍ଗଲ ଜମିର ହକ୍‌ ପାଇଁ ତାତିଲେ ବନବାସୀ : ଖଡିଆଳ ତହସିଲଦାରଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଦେଲେ ଦାବିପତ୍ର

ଖଡିଆଳ, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡିଆଳ ଜଙ୍ଗଲ ଜମି ମଧ୍ୟରେ ପୁରୁଷାନୁକ୍ରମେ ବସବାସ କରିବା ସହିତ ଜଙ୍ଗଲ ଜମିକୁ ଦଖଲ କରୁଥିବା ପାରମ୍ପରିକ ବନବାସୀ ମାନଙ୍କୁ ଥଇଥାନ କରିବା ପାଇଁ ରାଜ୍ୟ ସରକାର ମୋ ଜଙ୍ଗଲ ଜମି ଯୋଜନା କାର୍ଯ୍ୟକାରୀ କରିଛନ୍ତି । ହେଲେ ନୂଆପଡ଼ା ଜିଲ୍ଲାରେ…
Read More...

ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ତେବେ ୬ ଘଣ୍ଟା ଭିତରେ ସେ ୩ଟି ଜିଲ୍ଲାରେ ହେବାକୁ ଥିବା ବଡ଼ ସଭାରେ ଯୋଗଦେବେ ବୋଲି ବିଜେପି ସୂତ୍ରରୁ ସୂଚନା ମିଳିଛି । ରାଜନାଥ ପ୍ରଥମେ ନବରଙ୍ଗପୁର ଆସିବେ । ଦିନ ୧୦ଟା ୫୦ରେ ଛତିଶଗଡ଼ ବସ୍ତର…
Read More...

ଭାରସାମ୍ୟ ହରାଇ ଓଲଟିଲା ଟେମ୍ପୁ : ୪ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରସାମ୍ୟ ହରାଇ ଏକ ଟେମ୍ପୁ ଓଲଟି ପଡିଥିବା ବେଳେ ଏଥିରେ ବସିଥିବା ୪ ଜଣ ଯାତ୍ରୀ ଗୁରତର ହୋଇ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ୍‌ ଓ ହସ୍‌ପିଟାଲରେ ଚିକିତ୍ସାଧୀନ ଥିବା ଜଣାପଡିଛି । ସୂଚନା ଅନୁସାରେ ତୁଷୁରା ଥାନା ଅନ୍ତର୍ଗତ ଥାଲବନ୍ଧ ଗାଁରୁ ବଲାଙ୍ଗିରକୁ…
Read More...

ମାୟାବର୍ହା ହାଇସ୍କୁଲରେ ବିଶ୍ଵ ମାତୃଭାଷା ଦିବସ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟାବର୍ହା ହାଇସ୍କୁଲରେ ବିଶ୍ଵ ମାତୃଭାଷା ଦିବସ ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ପଶାୟତଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ଦିବସର ଉଦ୍ଦେଶ୍ୟ କହିବା ସହିତ…
Read More...

ଆନ୍ତର୍ଜାତୀୟ ମାତୃଭାଷା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଫେବୃଆରୀ ୨୧ ଆନ୍ତର୍ଜାତୀୟ ମାତୃଭାଷା ଦିବସ । ପ୍ରଥମ ବା ସ୍ଥାନୀୟ ଭାଷା ଉପରେ ଆଧାରିତ ବହୁଭାଷୀ ଶିକ୍ଷାର ଭୂମିକାକୁ ୟୁନେସ୍କୋ କ୍ରମାଗତ ଭାବରେ ଆଲୋକିତ କରିଛି । ଯାହାକୁ ମାତୃଭାଷା କିମ୍ବା ଘରୋଇ ଭାଷା ମଧ୍ୟ କୁହାଯାଏ । ଘରୋଇ ଭାଷା ଏବଂ…
Read More...

ସ୍କୁଲ ଛାତ୍ର ଦୀପ୍ତିରଞ୍ଜନ ପରିଡାଙ୍କ ଅକାଳ ବିୟୋଗ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସାଉରିଆ ଗ୍ରାମର ସ୍ୱର୍ଗତ ଧରଣୀଧର ପରିଡାଙ୍କ ଏକ ମାତ୍ର ପୁତ୍ର ତଥା ଘୋରଡ଼ିଆ ନୋଡାଲ ହାଇସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ର ଦୀପ୍ତିରଞ୍ଜନ ପରିଡା (୧୪) ଆଜି ସକାଳେ ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି ।…
Read More...

ଦ୍ୱି-ଦିବସୀୟ ଇଂରାଜୀ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ବରମୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବ୍ଲକସ୍ତରୀୟ ଦ୍ୱି-ଦିବସୀୟ ଇଂରାଜୀ ପ୍ରଶିକ୍ଷଣ ଶିବିର ବୁଧବାର ଉଦଘାଟିତ ହୋଇଯାଇଛି । ବାନ୍ଦୁପାଲି କ୍ଲଷ୍ଟରର ସିଆର୍‌ସିସି ସୀତାରାମ ଦୀପଙ୍କ…
Read More...

ପୋଲିସ ହାତରେ ଧରାପଡିଲେ ନକଲି ଭିକାରି

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ମହଙ୍ଗା ପଡ଼ିଲା ଭିନ୍ନକ୍ଷମ ବେଶରେ ଭିକ ମାଗିବା । ଶେଷରେ ନକଲି ଭିନ୍ନକ୍ଷମ ଭିକାରି ଗିରଫ ହୋଇଛି । ମିଳିଥିବା ସୂଚନା ଅନୁସାରେ ବ୍ରହ୍ମପୁରର ଟାଟାବେଞ୍ଜ ଓ କମାପଲ୍ଲୀରୁ ଭିକ ମାଗି ଉତ୍ତରପ୍ରଦେଶର ୪ ଜଣ ନକଲି ଭିକାରି ଗିରଫ ହୋଇଛନ୍ତି । ଗିରଫ୍‌ ହୋଇଥିବା…
Read More...

ବିବେକାନନ୍ଦ ପବ୍ଲିକ ସ୍କୁଲର ଦ୍ୱିତୀୟ ବାର୍ଷିକ ଉତ୍ସବ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ବିବେକାନନ୍ଦ ପବ୍ଲିକ ସ୍କୁଲର ଦ୍ୱିତୀୟ ବାର୍ଷିକ ଉତ୍ସବ ଏବଂ ଜୁପିଟର ଶିକ୍ଷାନୁଷ୍ଠାନ ରୌପ୍ୟ ଜୟନ୍ତୀ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ଜିଲ୍ଲା ସଂସ୍କୃତି ଭବନ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ…
Read More...