Daily Archives

ପିଏମ୍‌ଏଫ୍‌ଏମ୍‌ଇର କର୍ମଶାଳା ଓ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସାମ୍ବାଦିକ ଭବନ ସମ୍ମିଳନୀ କକ୍ଷଠାରେ ପ୍ରଧାନମନ୍ତ୍ରୀ ଫର୍‌ମାଲେସନ୍‌ ଅଫ୍‌ ମାଇକ୍ରୋ ଫୁଡ୍‌ ପ୍ରୋସେସିଙ୍ଗ୍‌ ଏଣ୍ଟରପ୍ରାଇସ୍‌(ପିଏମ୍‌ଏଫ୍‌ଏମ୍‌ଇ) ଭାବରେ ଏକ କର୍ମଶାଳା ଓ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ଶିଳ୍ପ କେନ୍ଦ୍ର ବଲାଙ୍ଗିର ଓ
Read More...

ବେଲପଡ଼ା ଆରିହଂଶ ଷ୍ଟୋରର ଦୁଇଟି ସ୍ଥାନରେ ବଲାଙ୍ଗିର ଜିଏସ୍‌ଟିର ଚଢ଼ାଉ

ବେଲପଡା, (ଅଶୋକ କୁମାର ବାଗ) : ଗୁରୁବାର ବଲାଙ୍ଗିର ସିଟି ଓ ଜିଏସ୍‌ଟି ବିଭାଗର ଏକ ୯ ଜଣିଆ ଟିମ ବେଲପଡ଼ା ସ୍ଥିତ ରାଜେଶ୍ ଅଗ୍ରୱାଲଙ୍କ ଅନନ୍ତ ଏଣ୍ଟରପ୍ରାଇସ ଦୋକାନ ସହ ଗୋଦାମ ଘରରେ ଅତର୍କିତ ଚଢାଉ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଦୀର୍ଘ ଦିନ ଧରି ରାଜେଶ ଅଗ୍ରୱାଲ ସରକାରଙ୍କୁ ଆୟକର
Read More...

କଚାରଭାଡ଼ି ଗ୍ରାମରେ ଗାଈ ଫସଲ ଖାଇଦେବାରୁ ଗୋଡ଼କୁ ହାଣିଦେଲା ଦୁର୍ବୃତ୍ତ, ଥାନାରେ ମାମଲା ରୁଜ୍ଜୁ, ଜେଲ ଗଲା ଅଭିଯୁକ୍ତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ବାନ୍ଦୁପଳା ପଞ୍ଚାୟତ କଚାରଭାଡ଼ି ଗ୍ରାମରେ ଏକ ଗାଈ ଫସଲ ଖାଇଦେବାରୁ ଗାଈର ଗୋଡକୁ ହାଣି ଜଣେ ଦୁର୍ବୃତ୍ତ ଜେଲ ଯିବା ଚର୍ଚ୍ଚାର ବିଷୟ ହୋଇଛି । କଚାରଭାଡ଼ି ଗ୍ରାମର ରତନ ନାଗ(୩୫)ଙ୍କ ଏକ ଗାଈ ଗ୍ରାମର ଜଣେ ଚାଷୀଙ୍କ
Read More...

ରାଜ୍ୟ କ୍ୟାବିନେଟର ୭୪ତମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟର ୭୪ତମ ବୈଠକ ଲୋକ ସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ସଂପର୍କରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ମନ୍ତ୍ରୀ ସୁଦାମ
Read More...

ଗୁଜରାଟର ଅହମ୍ମଦାବାଦଠାରେ ଗୁଜୁରାଟ ସମବାୟ ଦୁଗ୍ଧ ବିପଣନ ମହାସଂଘର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗ ଦେଇଛନ୍ତି…

"ଗୁଜରାଟ ସମବାୟ ଦୁଗ୍ଧ ବିପଣନ ମହାସଂଘର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଏହାର ମହାନ ଯାତ୍ରାର ଏକ ଐତିହାସିକ ଅବସର""ଅମୁଲ ଭାରତର ପଶୁପାଳକଙ୍କ ଶକ୍ତିର ପ୍ରତୀକ ପାଲଟିଛି"ଆଗକୁ ଚିନ୍ତା କରି ନିଆଯାଇଥିବା ନିଷ୍ପତ୍ତି କିପରି ବେଳେବେଳେ ଭବିଷ୍ୟତ ପିଢ଼ିର ଭାଗ୍ୟ ବଦଳାଇ ପାରେ ତାହାର ଏକ ଉଦାହରଣ
Read More...

ମୁରିବାହାଲ ଡ଼ିଗ୍ରୀ କଲେଜରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଯୁକ୍ତ ୩ ଡ଼ିଗ୍ରୀ ମହାବିଦ୍ୟାଳୟରେ ନେହେରୁ ଯୁବକେନ୍ଦ୍ର, ବଲାଙ୍ଗିର ଆନୁକୂଲ୍ୟରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ନାୟକଙ୍କ ଅଧ୍ୟକ୍ଷତାରେ
Read More...

ଉତ୍କଳ କନ୍ଧ ସମାଜ କଲ୍ୟାଣ ମଣ୍ଡପର ହେଲା ଭିତ୍ତିପ୍ରସ୍ତର

ଆମ ସଂସ୍କୃତି ରକ୍ଷାରେ ସରକାର ଅବହେଳା କଲେ ପରିଣାମ ଭୟାବହ ହେବ : ସମରେନ୍ଦ୍ର ବଲାଙ୍ଗିର, (ଦେବାଶିଷ ମିର) : ଶିବତଲାଠାରେ ଅନୁଷ୍ଠିତ ମାଁ କନ୍ଧେନବୁଢି ଖୁଣ୍ଟାଗଡା ତଥା କନ୍ଧସମାଜର କଲ୍ୟାଣ ମଣ୍ଡପର ଭିତ୍ତିପ୍ରସ୍ତର ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏଆଇସିସି ଯୁବନେତା
Read More...

ଧର୍ମପ୍ରାଣା ମହିଳାଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କଂସାରୀପଡାର ଧର୍ମପ୍ରାଣା ମହିଳା ସୁବର୍ଣ୍ଣଲତା ସାହୁ (୭୫)ଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ସ୍ୱାମୀ ଅଚ୍ୟୁତା ନନ୍ଦ ସାହୁ, ପୁତ୍ର ବନ ବିହାରୀ ସାହୁ, ସଦା ବିହାରୀ ସାହୁ, ରାଜେଶ କୁମାର ସାହୁ, ଅଶୋକ କୁମାର ସାହୁ ଓ ରବିନ୍ଦ୍ର କୁମାର
Read More...

୧୬ ଗୋଟି ଦାବୀ ନେଇ ଆମ୍‌ ଆଦମୀ ପାର୍ଟି ଦ୍ୱାରା ତହସିଲ ଅଫିସ ସମ୍ମୁଖରେ ଗଣଧାରଣା

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ତହସିଲ ଅଫିସ ସମ୍ମୁଖରେ ଆମ୍‌ ଆଦମୀ ପାର୍ଟି ଦ୍ୱାରା ଗୁରୁବାର ଦିନ ଗଣଧାରଣା ଦିଆଯାଇଛି । ୧୬ ଗୋଟି ବିଭିନ୍ନ ସମସ୍ୟାକୁ ନେଇ ଏହି ଗଣଧାରଣା ଦିଆଯାଇଛି । ଗତ ଡିସେମ୍ବର ୨୪ରେ ସହରର ୧୬ ଗୋଟି ବିଭିନ୍ନ ସମସ୍ୟାର ସମାଧାନ ପାଇଁ
Read More...

କରକାପାତରେ ଫସଲ କ୍ଷତିର କ୍ଷତିପୂରଣ ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ଫେବୃୟାରୀ ୧୧ ତାରିଖରେ ଲୋଇସିଂହା ଅଞ୍ଚଳରେ ବର୍ଷା ସାଙ୍ଗକୁ କରକାପାତ ହୋଇଥିଲା । ଏଥିରେ ଚାଷୀମାନଙ୍କର ରବି ଧାନ, ମୁଗ, ବାଇଗଣ, ଚିନାବାଦାମ, ଲଙ୍କା, ମାଖନ, କଲରା, ପୋଟଳ, କୁନ୍ଦୁରୁ, ଟମାଟୋ, କୋବି, ପିଆଜ, ଆଳୁ, ମୂଳା, ଶାଗ, ସୋରିଷ, ଚଣା ଜାତୀୟ ଫସଲ
Read More...