Daily Archives

ବିଡିଘାଟରେ ମାହେଶ୍ୱରୀ ସଂଗଠନ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶାର ଜଣାଶୁଣା ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ମାହେଶ୍ୱରୀ ଏବଂ ନାରାୟଣ ହେଲ୍‌ଥ ରାୟପୁରର ମିଳିତ ଆନୁକୁଲ୍ୟରେ ମାଗଣା ସ୍ୱାସ୍ଥ୍ୟ ଶିବିର ଏବଂ ଔଷଧ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜିର ସ୍ୱାସ୍ଥ୍ୟ ଶିବିରକୁ ପୂର୍ବତନ ଶିକ୍ଷକ
Read More...

କେଭି ଡିଗ୍ରୀ ମହାବିଦ୍ୟାଳୟର ଜୈବ ବିବିଧତା କ୍ଷେତ୍ର ପରିଦର୍ଶନ : ଗନ୍ଧମାର୍ଦ୍ଦନ ଜୈବ ବିବିଧତା ଉପରେ ପଚାରି ବୁଝିଲେ…

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲରେ ଥିବା ଗନ୍ଧମାର୍ଦ୍ଦନ ପାହାଡ଼ ଜୈବ ବିବିଧତା ଐତିହ ସ୍ଥଳୀ ସରକାରଙ୍କ ତରଫରୁ ନିକଟରେ ଘୋଷଣା ହୋଇଛି । ଗନ୍ଧମାର୍ଦ୍ଦନ ପାହାଡ଼ରେ ୨୪ରୁ ଅଧିକ ଚିରସ୍ରୋତା ଝରଣା, ଏକ ହଜାରରୁ ଅଧିକ ବୃକ୍ଷ, ଔଷଧୀୟ ଗୁଳ୍ମ ଲତା, ୬ଶହରୁ ଅଧିକ
Read More...

ସଂପର୍କୀୟଙ୍କ ଆକ୍ରମଣରେ ଝିଅ ସହ ମା’ବାପା ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଣେ ସଂପର୍କୀୟଙ୍କ ଆକ୍ରମଣରେ ମା’ବାପା ସହ ଝିଅ ଗୁରୁତର ହୋଇ ପଡ଼ିଥିବା ସୂଚନା ମିଳିଛି । ଏଭଳି ଏକ ଘଟଣା ଘଟିଛି ପୁଇଁତଲା ଥାନା ଅଧୀନସ୍ଥ ଖଇରବାଡ଼ି ଗ୍ରାମରେ । ଆକ୍ରମଣର ଶିକାର ହୋଇଥିବା ମୁକୁନ୍ଦ ଦାଶ(୬୫)ଙ୍କ କହିବା ଅନୁସାରେ ତାଙ୍କ ସଂପର୍କୀୟ ସୁରେଶ
Read More...

ଗୁଡିଘାଟ ଗ୍ରାମର ଜଣେ ୧୯ ବର୍ଷୀୟା ଆଦିବାସୀ ଯୁବତୀଙ୍କୁ ପ୍ରେମ ପ୍ରତାରଣା, ବଳପୂର୍ବକ ଅପହରଣ ଓ ଦୁଷ୍କର୍ମ ଘଟଣା,…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗୁଡିଘାଟ ଗ୍ରାମର ଜଣେ ୧୯ ବର୍ଷୀୟା ଆଦିବାସୀ ଯୁବତୀଙ୍କୁ ପ୍ରେମ ପ୍ରତାରଣା, ବଳପୂର୍ବକ ଅପହରଣ ଓ ଦୁଷ୍କର୍ମ ଘଟଣାରେ ଗ୍ରାମର ପୁରନ୍ଦର ବିଶି ନାମକ ଜଣେ ପ୍ରତାରକ ପ୍ରେମିକଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ
Read More...

ଅଞ୍ଚଳ ମହାବିଦ୍ୟାଳୟରେ ଜାତୀୟ ଆଲୋଚନାଚକ୍ରର ଉଦ୍‌ଘାଟନୀ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ଜାତୀୟ ଶିକ୍ଷା ନୀତି- ୨୦୨୦ ଉପରେ ଏକ ଜାତୀୟ ଆଲୋଚନାଚକ୍ର ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ୱରେ ଉଦ୍‌ଘାଟିତ ହୋଇଯାଇଛି । ଅଧ୍ୟକ୍ଷ ଶ୍ରୀ ପଣ୍ଡା ଅତିଥିମାନଙ୍କୁ ଆଲୋଚନାଚକ୍ରରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ
Read More...

ରଘୁନାଥ ଦେବଙ୍କ ନୂତନ ବିଗ୍ରହ ଓ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଅରିଶଲ ଗ୍ରାମରେ ଶ୍ରୀ ଶ୍ରୀ ରଘୁନାଥ ଦେବଙ୍କ ନୂତନ ବିଗ୍ରହ ଓ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ୩୦୦ରୁ ଅଧିକ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ କଳସ ଯାତ୍ରାରେ ସାମିଲ ହୋଇଥିଲେ
Read More...

ଟିଟିଲାଗଡ଼ ବ୍ଲକ କୁରସୁଡଠାରେ ସିଏସ୍‌ଡି ପକ୍ଷରୁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : କୁରସୁଡ଼ଠାରେ ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସିଏସ୍‌ଡି ଆନୁକୂଲ୍ୟରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରଶିକ୍ଷଣ ଶିବିରରେ ମୋଟ ୧୨୦ ଜଣ ତାଲିମାର୍ଥୀ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ସ୍ଥାନୀୟ ମହିଳା ସ୍ୱୟଂ ସହାୟକ
Read More...

ନୂଆଗାଁ ପଂଚାୟତକୁ ସାଧାରଣ ବଣ୍ଟନ ବ୍ୟବସ୍ଥା ହସ୍ତାନ୍ତର ପାଇଁ ଦାବୀ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଭବାନୀପାଟଣା କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ବାସୀ ପଞ୍ଚାୟତକୁ ସାଧାରଣ ବଣ୍ଟନ ବ୍ୟବସ୍ଥା ହସ୍ତାନ୍ତର କରାଯିବା ପାଇଁ ଶୁକ୍ରବାର ବ୍ଲକ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗ ମୁତାବକ ମଣ୍ଡଳ ପଞ୍ଚାୟତରୁ
Read More...

ଛନଛଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଶିକ୍ଷା ବିଭାଗ ଅଧୀନସ୍ଥ ଛନଛଡା ଉଚ୍ଚ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ବାର୍ଷିକ ଉତ୍ସବ ମହାସମାରୋହ ଉଦ୍‌ଯାପିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ୟ ହିମାଞ୍ଚଳ ବୁଡ଼େକ ଯୋଗଦାନ କରିଥିବା
Read More...

ଫେବୃଆରୀ ୧୪ ତାରିଖ ଦିନ ବଳିଦାନ ଦିବସ ପାଳିତ ହେବ

ବରଗଡ, (ନିରୋଜ କୁମାର ପାଣୀ) : ବଳିଦାନ ଦିବସ ତଥା ସଂକଳ୍ପ ପରିବାରର ଚତୁର୍ଥ ପ୍ରତିଷ୍ଠା ଦିବସ ଆସନ୍ତା ୧୪ ଫେବୃଆରୀ ବୁଧବାର ଦିନ ସକାଳ ୮.୩୦ ଟା ସମୟରୁ ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲଠାରେ ପାଳନ କରାଯିବ । ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ ପୂର୍ବକ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ
Read More...