Daily Archives

ବିଶ୍ୱ ଆର୍ଦ୍ରଭୂମି ଦିବସ-୨୦୨୪ : ସଚେତନତା ସୃଷ୍ଟି କରିବାର ଏକ ପ୍ରୟାସ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୋଷ୍ଟ ଗ୍ରାଜୁଏଟ୍ ବିଭାଗ ପରିବେଶ ବିଜ୍ଞାନ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବନ ବିଭାଗ ଏବଂ ଜିଲ୍ଲା ଇକୋ-କ୍ଲବ୍, ଗଞ୍ଜାମ ମିଳିତ କ୍ରମେ ବିଶ୍ୱ ଆର୍ଦ୍ରଭୂମି ଦିବସ-୨୦୨୪, ୨ ଫେବୃଆରୀ ଦିବସରେ ଛତ୍ରପୁର ନିକଟସ୍ଥ ମଧୁର ଜଳ ହ୍ରଦ
Read More...

ତୁରେକେଲାରେ ବ୍ଲକସ୍ତରୀୟ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ସାରା ରାଜ୍ୟରେ ତିନିଦିନ ବ୍ୟାପୀ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବା ପରିପ୍ରେକ୍ଷୀରେ ତୁରେକେଲା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକସ୍ତରୀୟ କାର୍ଯ୍ୟକ୍ରମ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ
Read More...

ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ଭରସୂଜା ଗ୍ରାମପଂଚାୟତ ଗଣ୍ଡପାଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରଧାନ ଶିକ୍ଷକ ଗୋପବନ୍ଧୁଙ୍କ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜନ ହୋଇ ଶିକ୍ଷକ ପୁଷ୍ପରାଜ ଦଳପତି
Read More...

୨୯ତମ ରାଉରକେଲା ପୁସ୍ତକ ମେଳାର ତୃତୀୟ ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାର ଆୟୋଜିତ ୨୯ତମ ପୁସ୍ତକମେଳାର ତୃତୀୟ ଦିବସ ରେ ଚିତ୍ରାଙ୍କନ ଓ ଏକକ ନୃତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉଭୟ ପ୍ରତିଯୋଗିତାରେ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ବିଚାରକ ଭାବେ ବିଜୟ କୁମାର ପାତ୍ର
Read More...

ବ୍ଲକସ୍ତରୀୟ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ରୋତ୍‌ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଜନୀକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ସଭାର ଆୟୋଜନ ହୋଇ ମୁଖ୍ୟ
Read More...

ମୁଡିଂଠାରେ ପଞ୍ଚାୟତସ୍ତରୀୟ ସଚେତନତା କାର୍ଯ୍ୟକ୍ରମ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ମୁଡିଂ ଗ୍ରାମପଞ୍ଚାୟତ ପରିସରରେ "ଆମ ଓଡ଼ିଶା ନବୀନ ଓଡ଼ିଶା" କାର୍ଯ୍ୟକ୍ରମ ସରପଞ୍ଚ ଶଶୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର
Read More...

ଦେଶିଲ ଛକରେ ବାଇକ ଦୁର୍ଘଟଣା : ଜଣେ ମୃତ, ଜଣେ ଗୁରୁତର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରବିବାର ଅପରାହ୍ନରେ କାନିଝୁରି ଗ୍ରାମର ଧନଞ୍ଜୟ ବାଗ ଓ ତନୁ ବାଗ ଓଡି୦୩୫୬୫୧ ବାଇକ ଧରି ଟିଟିଲାଗଡ ସହରକୁ ଆସୁଥିବା ବେଳେ ଦେଶିଲ ନିକଟସ୍ଥ କୁଟେନସିଲ ଛକଠାରେ ଭାରସାମ୍ୟ ହରାଇ ଗଛରେ ବାଡେଇ ହେବା ଫଳରେ ଧନଞ୍ଜୟ ବାଗଙ୍କ ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ
Read More...

ଅନ୍ଵେଷଣ ପକ୍ଷରୁ ବାର୍ଷିକ ସମ୍ମିଳନୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : କମ୍ପ୍ୟୁଟର ଶିକ୍ଷାର ଉତ୍ଥାନ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ବହୁଳ ପ୍ରଚାର ପାଇଁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅନ୍ଵେଷଣ ଓ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ବାଲିଯୋଡ଼ି ସ୍ଥିତ କାର୍ଯ୍ୟାଳୟ ପରିସରରେ ବାର୍ଷିକ
Read More...

ନଜୁଲ ପଟ୍ଟାଦାର ସତ୍ୱକୁ “ରୟତି ସତ୍ୱରେ ପରିବର୍ତ୍ତନ ପାଇଁ ପଟ୍ଟାଦାର ବ୍ୟକ୍ତିମାନଙ୍କର ପ୍ରତିନିଧି ମଣ୍ଡଳଙ୍କ…

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : କଣ୍ଟାବାଞ୍ଜି ସହରର ହରିଭବନଠାରେ ପଟ୍ଟାଦାର ବ୍ୟକ୍ତିମାନଙ୍କର ଏକ ପ୍ରତିନିଧି ମଣ୍ଡଳୀ ସାମ୍ବାଦିକ ସମ୍ମିଳନୀ କରି ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି ଯେ, ୧୯୪୦-୪୨ ତତ୍‌କାଳୀନ ପାଟଣା ଗଡ଼ଜାତ ଷ୍ଟେଟ କଣ୍ଟାବାଞ୍ଜି ସହରକୁ ଏକ ସୁବ୍ୟବସ୍ଥିତ ସହର
Read More...

ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିରର ମାସିକ ବୈଠକ ଏବଂ ବନ୍ଧୁମିଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପାଟଣାଗଡ଼ ରୋଡ ସ୍ଥିତ ପଂଚବଟି ଉଦ୍ୟାନଠାରେ ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ମାସିକ ବୈଠକ ସଙ୍ଗେ ସଙ୍ଗେ ବାର୍ଷିକ ବଣଭୋଜି ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ସାଧାରଣ ସଂପାଦକ ମଲିଆ ଗଡୁଆ
Read More...