Daily Archives

ତହଁକ୍‌ ତିହାର୍‌ – ୨୦୨୪

କୋଶଲୀ ଭାଷା ଆନ୍ଦୋଳନ ପାଇଁ ସଜବାଜ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପତିତ ପାବନ ଏକାଡେମୀଠାରେ ତହଁକ୍‌ ସାହିତ୍ୟ କୁଟୁମ୍‌, ବଲାଙ୍ଗିର ୧୦ତମ ବାର୍ଷିକ ଉତ୍ସବ ତହଁକ୍‌ ତିହାର୍‌ -୨୦୨୪ ଅନୁଷ୍ଠିତ ହୋଇଯାଇଛି । ଏଇ ଉତ୍ସବର ପ୍ରଥମ ଅଧିବେଶନରେ ଶିଶୁ ସାହିତ୍ୟିକ ଗୋପୀନାଥ
Read More...

ଡୁଙ୍ଗୁରିପାଲି ବ୍ଲକସ୍ତରୀୟ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକସ୍ତରୀୟ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ନିକଟସ୍ଥ ଡୁଙ୍ଗୁରିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଣେଶ କିଷାନଙ୍କ
Read More...

ସୋନପୁରରୁ ଶ୍ରୀକ୍ଷେତ୍ରକୁ ଯାଉଥିବା ଟ୍ରେନକୁ ପାତାଳୀ ଶ୍ରୀକ୍ଷେତ୍ର ନାମରେ ନାମିତ କରିବାକୁ ଦାବି

ବଲାଙ୍ଗିର/ତରଭା, (କେପିଏନ୍‌ଏସ୍‌) : ଆଜି ସକାଳ ୧୧ ଘଣ୍ଟା ସମୟରେ ସୋନପୁର ବ୍ଲକ୍ ଛକ ନିକଟରେ କେନ୍ଦ୍ର ଶିକ୍ଷା ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜିଲ୍ଲା ବିଜେପି ପୂର୍ବତନ ସଭାପତି ବଳଦେବ ପ୍ରସାଦ ବେଦବାକଙ୍କ ନେତୃତ୍ୱରେ ସମ୍ବର୍ଦ୍ଧନା ଦିଆଯଇଥିଲା । ନୂଆ ଚାଲିଥିବା
Read More...

ବିକାଶ ଆବାସିକ ବିଦ୍ୟାଳୟରେ ଦୁଃସାହାସିକ କ୍ୟାମ୍ପ ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଭବାନୀପାଟଣା ବିକାଶ ଆବାସିକ ବିଦ୍ୟାଳୟରେ ଦ୍ଵିଦିବସୀୟ ଏଡ୍‌ଭେନ୍‌ଞ୍ଚର୍ସ କ୍ୟାମ୍ପ" ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ତଥା ପ୍ରେସିଡେଣ୍ଟ ଅଫ୍‌ ଲିଗାଲ୍‌ ଫ୍ରଣ୍ଟ ହରଜିନ୍ଦର ସିଂ' ମୁଖ୍ୟ ଅତିଥି ରୂପେ ଯୋଗଦେଇ ଏହି ଶିବିରରକୁ ଶୁଭ
Read More...

ବିଦ୍ୟାଳୟ ସ୍ତରୀୟ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ଆୟୋଜିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଅମର ତାଣ୍ଡିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବକୁ ଡୁଙ୍ଗୁରିପାଲି ସହ
Read More...

ଯୁବ ସମାଜସେବୀଙ୍କୁ ସହିଦ୍ ରଜନୀକାନ୍ତ ସେବା ସମ୍ମାନ -୨୦୨୪

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ତିରୋଧାନ ଦିବସ ଅବସରରେ ଗ୍ରାମୀଣ ସେବକ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର କସର୍ଦା ନିଆଳିଠାରେ ଗ୍ରାମୀଣ ମହୋତ୍ସବ ଏବଂ ତ୍ରିଦିବସୀୟ ଗାନ୍ଧୀ ସେବା ଶିବିର କର୍ମଶାଳା ଉଦ୍‌ଯାପିତ ହୋଇଯାଇଛି
Read More...

ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଘାଟିତ

ପାଟଣାଗଡ଼, (ପୁସ୍ତମ ଯୁଆଡ଼ି) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଜ୍ୟୋତି ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭଇଁଷାରେ ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ଝିଅମାନଙ୍କ ପାଇଁ ହେଉଥିବା ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଘାଟିତ ହୋଇଯାଇଛି । ଏହି କ୍ରମରେ ଅନୁଷ୍ଠିତ ସଭାରେ କଲେଜ
Read More...

ଦ୍ୱାରଶୁଣି ଘାଟିରେ ସିରିଜ୍‌ ଦୁର୍ଘଟଣା

କରଞ୍ଜିଆ : ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦ୍ୱାରଶୁଣି ଘାଟିରେ ସିରିଜ୍‌ ଦୁର୍ଘଟଣା । ଖବର ଅନୁଯାୟୀ କେନ୍ଦୁଝରରୁ ଲୁହାପଥର ବୋଝେଇ ଟ୍ରକଟି ଖଡ଼ଗପୁର ଅଭିମୁଖେ ଯାଉଥିଲା । ଏହି ସମୟରେ ଘାଟି ବାଙ୍କ ରାସ୍ତାରେ ଅନ୍ୟ ଏକ ଲୁହାପଥର ବୋଝେଇ ଟ୍ରକକୁ ଓଭରଟେକ୍‌ କରୁଥିଲା । ହେଲେ ଗାଡିଟି
Read More...

ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିିଁ : ୧ ମାଓବାଦୀ ନିହତ

ବାଲିଗୁଡ଼ା : କନ୍ଧମାଳ ଏସ୍‌ପି କମ୍ବେରିକିଆ ଜଙ୍ଗଲରେ କେକେବିଏନ୍‌ ମାଓବାଦୀ ସଂଗଠନ ପକ୍ଷରୁ ଏକ କ୍ୟାମ୍ପ ଚାଲିଥିଲା । ଯାହାର ଗୁଇନ୍ଦା ସୂଚନା ଆଧାରରେ ଉକ୍ତ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା କୁମ୍ବିଂ । ଏହି କୁମ୍ବିଂ ସମୟରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ
Read More...

ଚାଷ ଜମିରେ ପଡିଛି ମୃତଦେହ

କାଲିମେଳା : ପୂର୍ବଶତ୍ରୁତାକୁ କେନ୍ଦ୍ର କରି ହତ୍ୟା । ମାଲକାନଗିରି ପାଲାଗୁଡ଼ା ଗାଁର ଏକ ଚାଷ ଜମିରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡିଥିବାର ଦେଖିଥିଲେ କିଛି ଲୋକେ । ଏହାପରେ ତୁରନ୍ତ ପୋଲିସ ଓ ମୃତକଙ୍କ ପରିବାରକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ପଡିଆ ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି
Read More...