Daily Archives

ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ରଚିଲେ ନୂଆ ଇତିହାସ

ଏକ ଘଣ୍ଟାରେ ଅନ୍‌ଲାଇନ୍‌ରେ ଅପ୍‌ଲୋଡ୍‌ ହେଲା ସର୍ବାଧିକ ପୁସ୍ତକର ହାତଲେଖା ଚିଠାପୂର୍ବ ରେକର୍ଡର ୪ଗୁଣା ଅଧିକ ସଂଖ୍ୟାରେ ରେକର୍ଡ଼ ଭଙ୍ଗବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀ ଲେଖିଛନ୍ତି ‘ମୋ କଥା ମୋ କାହାଣୀ’ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାର ସରକାରୀ
Read More...

ଟିଟିଲାଗଡ଼ର ଯୁବ ବ୍ୟବସାୟୀ ରବିନ୍ଦ୍ର ପାତ୍ରଙ୍କ ପରଲୋକ : ସହରରେ ଶୋକାକୁଳ ପରିବେଶ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରର ପ୍ରତିଷ୍ଠିତ ଦୋକାନ ଭାବେ ଟ୍ରାଭେଲ୍ ଷ୍ଟାଇଲ ଦୋକାନର ମାଲିକ ରବୀନ୍ଦ୍ର ପାତ୍ର ଭୁବନେଶ୍ଵର ପଟୁ ଟ୍ରେନରେ ଶୁକ୍ରବାର ରାତି ଟିଟିଲାଗଡ ସହରକୁ ଫେରୁଥିଲେ । ଟିଟି ଆଇ ଟିକଟ ଚେକ କରିବା ପାଇଁ ଉଠାଉଥିବା ବେଳେ ସେ ନ ଉଠିବାରୁ ବରଗଡ଼ ରେଳ
Read More...

ଲେବଡା ପାଟଣେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲେବଡା ପଞ୍ଚାୟତ ସଦର ମହକୁମାଠାରେ ଅବସ୍ଥିତ ପାଟଣେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର
Read More...

୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ ଛାତ୍ରଛାତ୍ରୀଙ୍କୁ ଦେଲେ ସଫଳତାର ମନ୍ତ୍ର

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ସ୍ଥିତ ନ୍ୟାସ୍‌ନାଲ୍‌ କଲେଜ ପଡ଼ିଆରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସଫଳତାର ଟିପ୍ସ ଦେଇଛନ୍ତି ୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ । ସେ କହିଛନ୍ତି, କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି । ବିନା କଠିନ ପରିଶ୍ରମରେ
Read More...

ନଅଗାଁ(କ) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଓଡିଆ ସାହିତ୍ୟ ପ୍ରତିଯୋଗିତା ଉଦ୍‌ଯାପିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ନଅଗାଁ(କ) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓଡିଆ ସାହିତ୍ୟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଉକ୍ତ କଲେଜ ଅଧ୍ୟକ୍ଷ କିଶୋରଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜନ କରାଯାଇଥିଲା । ସ୍ଥାନୀୟ ସରପଂଚ
Read More...

ନନ୍ଦନକାନନରେ ଜେଆର୍‌ସି ସ୍ଵେଚ୍ଛାସେବୀଙ୍କ ଷ୍ଟଡିଟୁର୍‌

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ଜୁନିୟର ରେଡ଼୍‌କ୍ରସ୍(ଜେଆର୍‌ସି) ସ୍ୱେଚ୍ଛାସେବୀମାନଙ୍କୁ ବାସ୍ତବ ଜ୍ଞାନ ଆହରଣ ପାଇଁ ଭାରତୀୟ ରେଡ୍‌କ୍ରସ୍ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖାର ଅବୈତନିକ ସଚିବ ବିଭୂତି ଭୂଷଣ ପଟ୍ଟନାୟକଙ୍କ ତତ୍ତ୍ୱାବାଧାନରେ ରାଜ୍ୟସ୍ତରୀୟ ଜୁନିୟର ରେଡ୍‌କ୍ରସ୍‌ ଶିକ୍ଷା ତଥା
Read More...