Yearly Archives

2023

ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅବ୍ୟବସ୍ଥା : ସାଧାରଣରେ ଅସନ୍ତୋଷ

ଖପ୍ରାଖୋଲ, (ଅଶୋକ ବାଗ) : ସରକାର ସବୁବେଳେ ଶିଶୁ ଓ ଗର୍ଭବତୀଙ୍କୁ ସୁରକ୍ଷିତ ରଖିବାକୁ ବିଭିନ୍ନ ପ୍ରକାର ଯୋଜନା ଆଣିଛନ୍ତି । କିନ୍ତୁ ସରକାରଙ୍କ ସବୁ ଯୋଜନା ଖପ୍ରାଖୋଲ ଅଂଚଳରେ ଫେଲ୍‌ ମାରିଥିବା ନଜରକୁ ଆସିଛି । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର କେନ୍ଦ୍ର ସ୍ଥଳରେ ଖପ୍ରାଖୋଲ ଗୋଷ୍ଠୀ
Read More...

ଫୋନ୍‌ କଲ କରିବା ପରେ ବି ଆସିଲାନି ଆମ୍ବୁଲାନ୍ସ : ଠେଲା ଗାଡିରେ ମେଡିକାଲ ନେଲେ ପରିବାର ଲୋକେ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଫୋନ୍‌ କଲ୍‌ କରିବା ପରେ ବି ଆସିଲାନି ଆମ୍ବୁଲାନ୍ସ । ଠେଲା ଗାଡିରେ ମେଡିକାଲ ନେଲେ ପରିବାର ଲୋକେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳରେ । ମୃତକ ଜଣକ ଜାରକା କୁମାରୀ ଅଞ୍ଚଳର ଅରଣ୍ୟ ଗୁଇଁଙ୍କ ସ୍ତ୍ରୀ
Read More...

ରାତ୍ରି କାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଫାଇନାଲରେ କୁସୁର୍ଲା ଦଳ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କର୍ଲାମୁଣ୍ଡା ବସ୍ତି ନିକଟସ୍ଥ ଏକ ପଡିଆରେ ନାରାୟଣ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ପ୍ରଥମ ବାର୍ଷିକ ରାତ୍ରି କାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବୁଧବାର ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ରାତିରେ ବଲାଙ୍ଗିର,
Read More...

ବଲାଙ୍ଗିର ବନ ବିଭାଗ ପକ୍ଷରୁ ସମ୍ବର୍ଦ୍ଧନା ସଭା : ପ୍ରଶଂସା କଲେ ଡିଏଫ୍‌ଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶ୍ୱ ବନ ଦିବସ ୨୦୨୩ ଅବସରରେ ଭୁବନେଶ୍ୱର ଠାରେ ବଲାଙ୍ଗିର ବନ ବିଭାଗର ୪ ଜଣ ବନ କର୍ମଚାରୀ ଅଶୋକ ସେଠ, ରଂଜିତ କୁମ୍ଭାର, ଚିନ୍ମୟ ପଧାନ ଓ ଭାରତୀ ଜାନୀ ପୁରସ୍କୃତ ହୋଇଛନ୍ତି । ଏହି ଅବସରରେ ଆଜି ବଲାଙ୍ଗିର ସ୍ଥିତ ବନ ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ବନ
Read More...

ଜୈବ ବିବିଧତା କମିଟି ସଦସ୍ୟଙ୍କ ଦକ୍ଷତା ବିକାଶ କର୍ମଶାଳା

ବଲାଙ୍ଗିର ଓ ବରଗଡ ଜିଲ୍ଲାର ୧୦୦ଜଣ ସଦସ୍ୟଙ୍କ ଯୋଗଦାନ ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ଜୈବ ବିବିଧତା ବୋର୍ଡ, ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଓ ବଲାଙ୍ଗିର ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜୈବ ବିବିଧତା କମିଟି ସଦସ୍ୟଙ୍କ ଦକ୍ଷତା ବିକାଶ କର୍ମଶାଳା
Read More...

ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ବିଶ୍ଵ ଜଳ ଦିବସ ପାଳିତ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ନାଭାଲ ଏନ.ସି.ସି. ତରଫରୁ ବିଶ୍ଵ ଜଳ ଦିବସ ପାଳିତ ହୋଇଯାଇଛି । ବ୍ରହ୍ମପୁର ସ୍ଥିତ ଓଡ଼ିଶା ନାଭାଲ ଏନ.ସି.ସି. କାର୍ଯ୍ୟାଳୟର ନିର୍ଦ୍ଦେଶ କ୍ରମେ ମହାବିଦ୍ୟାଳୟର ନାଭାଲ ଏନ.ସି.ସି. ଅଧିକାରୀ ସବ୍
Read More...

ତଦନ୍ତକୁ ବାଟବଣା କରିବା ପ୍ରୟାସରେ କାଇ କମ୍ପାନୀ : ସାଧାରଣରେ ଅଭିଯୋଗ

ଏନ୍‌ଜିଟି ଦ୍ୱାରା ଗଠିତ ୫ ଜଣିଆ କମିଟିର ତଦନ୍ତ ଶେଷ ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ବଣାଇ ଉପଖଣ୍ଡ ଲହୁଣୀପଡ଼ା ବ୍ଲକ ଅନ୍ତର୍ଗତ ବଡ ପୁରୁଣାପାଣି ପଞ୍ଚାୟତର କପଣ୍ଡ ଗ୍ରାମରେ କାଇ କମ୍ପାନୀ ପକ୍ଷରୁ ସ୍ଥାପିତ ହେବାକୁ ଥିବା ପ୍ରକଳ୍ପକୁ ସ୍ଥାନୀୟ ପ୍ରଶାସନର ଅହେତୁକ ଅନୁକମ୍ପା,
Read More...

ଶ୍ରୀହରି ସ୍ପଞ୍ଜର ବେଆଇନ ନାଳ ପଶୁ ସମ୍ପଦ ପାଇଁ ସାଜିଛି ମରଣଯନ୍ତା : ସାଧାରଣରେ ଅସନ୍ତୋଷ

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ବଣାଇ ବ୍ଲକ ଅନ୍ତର୍ଗତ କେନ୍ଦ୍ରିକଳା ଗ୍ରାମ ପଞ୍ଚାୟତ ନିକଟରେ ଅବସ୍ଥିତ ଶ୍ରୀହରି ସ୍ପଞ୍ଜ ଆଇରନ କାରଖାନାର ଅର୍ଦ୍ଧ ନିର୍ମିତ ପାଚେରୀ ଓ ବେଆଇନ ଭାବେ ନିର୍ମିତ କୃତ୍ରିମ ନାଳ ଆଖପାଖ ୫ଟି ଗ୍ରାମର ପଶୁସମ୍ପଦ ସହ ମଣିଷ ପାଇଁ ମରଣଯନ୍ତା ପାଲଟିଥିବା ଅଭିଯୋଗ
Read More...

ପିଏମ କୃଷି ସିଞ୍ଚାଇ ଯୋଜନା : ଏଆଇବିପିରେ ରାଜ୍ୟକୁ କେନ୍ଦ୍ରୀୟ ସହାୟତା ପ୍ରସଙ୍ଗ

ଚିହ୍ନଟ ହୋଇଥିଲା ରାଜ୍ୟର ୯୯ ପ୍ରକଳ୍ପ ହେଲେ ସହାୟତା ପାଉଛି ମାତ୍ର ୮, କେନ୍ଦ୍ରୀୟ ଯୋଜନାର ଫାଇଦା ଓଡିଶାକୁ ମିଳୁ ନାହିଁ : ହେମନ୍ତ ପଣ୍ଡା ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଅନ୍ତର୍ଗତ ଏଆଇବିପି କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ କେନ୍ଦ୍ର ଓ
Read More...

ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ କାଳ ସାଜିଛି ଚାଷୀଙ୍କ ପାଇଁ

ଆଗଲପୁର, (କେପିଏନ୍‌ଏସ୍‌) : ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ କାଳ ସାଜିଛି ଚାଷୀଙ୍କ ପାଇଁ । ଅସମ୍ଭାଳ ଦୁଃଖ ଆଣିଦେଇଛି ଏହି ଅଦିନିଆ ବର୍ଷା ଏବଂ କୁଆପଥର ମାଡ । ଆଗଲପୁର ବ୍ଲକ ଅନ୍ତର୍ଗତ ନଅଗାଁ 'ଖ' ପଞ୍ଚାୟତରେ ଅଦିନିଆ କୁଆପଥର ମାଡରେ ନଅଗାଁ, ତେନ୍ତୁଳିଖୁଣ୍ଟି ଓ ସାନଟିକା ଗ୍ରାମରେ
Read More...