Yearly Archives

2023

ପାଣି ପାଉଚ୍‌ କାରଖାନା ମାଲିକଙ୍କ ବୈଠକ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜି ହୋଟେଲ ରୟାଲ ତ୍ୟୁଲିଫ୍‌ରେ ପାଣି ପାଉଚ୍‌ କାରଖାନା ମାଲିକଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବଲାଙ୍ଗିର ଜିଲ୍ଲାର ଅନେକ ସ୍ଥାନରେ ନକଲି ପାଣି ପାଉଚ ତିଆରି ହେଉଥିବା ନେଇ ଜିଲ୍ଲାର ପାଣି ପାଉଚ କାରଖାନାର ମାଲିକମାନେ ଅଭିଯୋଗ
Read More...

କଫ ସିରପ୍‌ ଜବତ, ୧ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୁଇଁନ୍ତଲା ପୁଲିସ ଶୁକ୍ରବାର ରାତିରେ ପେଟ୍ରୋଲିଂ କରୁଥିବା ବେଳେ ୧୫ ବୋତଲ କଫ ସିରପ୍‌ ଓ ଗୋଟିଏ ଷ୍ଟ୍ରିପ୍‌ ନିଶା ବଟିକା ଜବତ କରିବା ସହ ଜଣକୁ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁସାରେ ତରଭା ବ୍ଲକ ଅନ୍ତର୍ଡା ଗାଁର ବିକି ସେଠ ସୁର୍ଡା ଛକ
Read More...

ମହନ୍ତ ଗିରିଧାରୀ ଉଚ୍ଚ ବିଦ୍ୟାଳୟରେ ଉତ୍କଳ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହନ୍ତ ଗିରିଧାରୀ ଉଚ୍ଚ ବିଦ୍ୟାଳୟ ସିନଖମନରେ ଉତ୍କଳ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ଶିକ୍ଷକ ଲଲାଟ କେଶରୀ ପ୍ରଧାନଙ୍କ ସଭାପତିତ୍ୱରେ ଶିକ୍ଷକ ଅନୀଲ କୁମାର ସାହୁଙ୍କ ସଂଯୋଜନାରେ କାର୍ଯ୍ୟକ୍ରମଟି ପାଳିତ ହୋଇଯାଇଛି । ଛାତ୍ରୀ ବିଦୁସ୍ମିତା ତାଣ୍ଡି ଓ
Read More...

ନୂତନ ଭାବେ ବସ୍‌ ଷ୍ଟପ୍‌ ନିର୍ମାଣ ନେଇ ସୂଚନା ଦେଲେ ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଦୁର୍ଗା ମନ୍ଦିର ନିକଟରେ ନୂତନ ଭାବେ ବସ୍‌ ଷ୍ଟପ୍‌ ନିର୍ମାଣ ହେଉଥିବା ନେଇ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଟୁଇଟ କରି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲାରେ ସିଟି ବସ୍‌ ଚଳାଚଳ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।
Read More...

୨.୫ ଫୁଟ୍‌ ଲମ୍ବର ନାଗସାପ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚନ୍ଦନଭାଟିର ଜନୈକ ବ୍ୟକ୍ତିଙ୍କ ଘର ଭିତରୁ ଉଦ୍ଧାର ହେଲା ୨.୫ ଫୁଟ୍‌ ଲମ୍ବର ବିଷାକ୍ତ ନାଗସାପ । ଗତକାଲି ପ୍ରବଳ ବର୍ଷା ଯୋଗୁଁ ନିକଟ ବିଲରୁ ସାପଟି ଘର ଭିତରକୁ ପଶି ଆସି ଦୀର୍ଘ ସମୟ ରହିଯାଇଥିଲା । ପରିବାର ଲୋକେ ସାପଟିକୁ ଦେଖି ଭୟଭୀତ ହୋଇ ବଲାଙ୍ଗିର
Read More...

ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନଠାରେ ଜାତୀୟ ଅପ୍ରେଣ୍ଟସିପ୍‌ ସଚେତନତା କର୍ମଶାଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲର୍କିପାଲି ସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନଠାରେ ଜାତୀୟ ଅପ୍ରେଣ୍ଟସିପ୍‌ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ଯୋଗଦେଇ କାର୍ଯ୍ୟକ୍ରମକୁ
Read More...

ଦେଓଗାଁରେ ଝଡ଼ ତୋଫାନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅଞ୍ଚଳରେ ଗତକାଲି ଝଡ଼ ବାତ୍ୟା ହେବାରୁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ଏପରି କି ଝଡ଼ ତୋଫାନ ହେତୁ ବଡ଼ ବଡ଼ ଗଛ ଉପୁଡି ପଡ଼ିଥିବାରୁ ଦେଓଗାଁ-ସଇଁନ୍ତଲା ରାସ୍ତା ଜାତୀୟ ରାଜପଥ ୨୬ରେ ଦୀର୍ଘ ସମୟ ଧରି ଗାଡିଗୁଡ଼ିକ ଅଟକି ରହିଥିଲା ।
Read More...

ବିଜେଡି ପକ୍ଷରୁ ଦୀପାଳି ଦାସଙ୍କୁ ଝାରସୁଗୁଡା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜେଡି ପକ୍ଷରୁ ଦୀପାଳି ଦାସଙ୍କୁ ଝାରସୁଗୁଡା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ସ୍ୱର୍ଗତ ନବ ଦାସଙ୍କ ସୁପୁତ୍ରୀ ଦୀପାଳି । ବିଜୁ ଜନତା ଦଳ ପକ୍ଷରୁ ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ
Read More...

ଘର ସାମ୍‌ନାରୁ ଅଟୋ ଚୋରି ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପେଲେସ ଲାଇନଠାରେ ଗତକାଲି ଏକ ଅଟୋ ଚୋରି ହୋଇଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ପେଲେସ ଲାଇନର ଅନିଲ ବାରିକ ଗତକାଲି କାମ ସାରି ଦିନ ବେଳା ନିଜ ଅଟୋକୁ ନିଜ ଘର ଆଗରେ ରଖି ବିଶ୍ରାମ ନେବାକୁ ଯାଇଥିବା ବେଳେ ଆସି ଦେଖିବା
Read More...

ପୌରାଧ୍ୟକ୍ଷା ଓ କାଉନସିଲମାନଙ୍କ ସହ ଆଲୋଚନା କଲେ ରାଜ୍ୟ କିନ୍ନର ଆଖଡ଼ାର ସଭାପତି ମୀରା ପରିଡା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ରାଜ୍ୟ କିନ୍ନର ଆଖଡ଼ାର ସଭାପତି ତଥା ମୁକ୍ତାର ରାଜ୍ୟ ଉପଦେଷ୍ଟା ମୀରା ପରିଡାଙ୍କୁ ବଲାଙ୍ଗିର ପୌରପରିଷଦ ତରଫରୁ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁଙ୍କ ନେତୃତ୍ୱରେ ଭବ୍ୟ ସ୍ୱାଗତ କରିବା ସହ ମୁକ୍ତା ଯୋଜନା ଉପରେ ବିସ୍ତୁତ ଆଲୋଚନା କରାଯାଇଥିଲା । ପରେ
Read More...