Yearly Archives

2023

ଲଣ୍ଡାପଥର ସଚେତନତା ଶିବିର

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଲଣ୍ଡାପଥର ଗାଁରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନେକ ମାନ୍ୟଗ୍ୟଣ୍ୟ ବ୍ୟକ୍ତି ଓ ପ୍ରଶାସନିକ ଅଧିକାରୀ ଯୋଗ ଦେଇ ଅନୁସୂଚିତ ଜାତି ଓ ଜନଜାତି ମାନଙ୍କ ପାଇଁ
Read More...

ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଉତ୍କଳ ଦିବସ ତଥା ପ୍ରଥମ ଦିନୋତ୍ସବ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମେଣ୍ଡା ମହାବିଦ୍ୟାଳୟର ଇଂରାଜୀ ବିଭାଗ ଅଧ୍ୟାପକ ଆନନ୍ଦ ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ ଉତ୍କଳ ଦିବସ ବିଷୟରେ ଆଲୋକପାତ
Read More...

ବିଷଧର ଜୀବ କାମୁଡାରେ ଶିଶୁ ମୃତ

ବ୍ରଜରାଜନଗର : ଝାରସୁଗୁଡା ଜିଲ୍ଲା ବେଲପାହାଡ ଥାନା ଜୁରାବଗା ଆର୍‌ସିପିପଡାରେ ଏକ ବିଷଧର ଜୀବ କାମୁଡାରେ ରାକେଶ ମହତୋଙ୍କ ୩ ବର୍ଷର ପୁଅର ମୃତ୍ୟୁ ଘଟିଥିବା ଜଣାପଡିଛି । ଶୁକ୍ରବାର ସକାଳ ୭.୩୦ ମିନିଟ୍‌ରେ ଶିଶୁଟି ଖେଳୁଥିବା ସମୟରେ କିଛି ସରୀସୃପ ଜାତୀୟ ଜୀବ ଗୋଡରେ କାମୁଡି ଦେଇଥିବା ନେଇ
Read More...

ଚାରି ଦିନିଆ ଶିକ୍ଷକ ତାଲିମ ଶିବିର

ଟିଟିଲାଗଡ, (କେପିଏନ୍‌ଏସ୍‌) : ସ୍ଥାନୀୟ ସରକାରୀ ବାଳିକା ହାଇସ୍କୁଲ ପରିସରରେ ଟିଟିଲାଗଡ ବ୍ଲକ ଅନ୍ତର୍ଗତ ୩୫୬ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ଚାରି ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଯୋଗ, ବିୟୋଗ, ଅକ୍ଷର ପରିଚୟ ସହ
Read More...

ତାଲା ଭାଙ୍ଗି ନେଇଗଲେ ୧୨ ଗ୍ରାମ ସୁନା ଓ ୨୦ ଲକ୍ଷ ଟଙ୍କା

ଝାରସୁଗୁଡା : ସଦର ଥାନା ଅନ୍ତର୍ଗତ ହାଉସିଂ ବୋର୍ଡ କଲୋନୀର କଣ୍ଟାକ୍ଟର ରବୀନ୍ଦ ପାଢୀଙ୍କ ଘର ତାଲା ଭାଙ୍ଗି ଗତକାଲି ରାତିରେ କେହି ଦୁବୃର୍ତ୍ତ ୧୨ ଗ୍ରାମ ଓଜନର ସୁନା ଅଳଙ୍କାର ଓ ନଗଦ ୨୦ ଲକ୍ଷ ଟଙ୍କା ନେଇ ଯାଇଥିବା ଜଣାପଡିଛି । ସୂଚନା ପାଇ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ
Read More...

ରଣ୍ଡାରେ ଭାଗବତ ପାରାୟଣ

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ରଣ୍ଡା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ୭ ଦିନ ଧରି ଭାଗବତ ପାରାୟଣ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଷ୍ଠା ଉତ୍ସବ ୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥି ସହିତ ୨୪ ପ୍ରହର ନାମଯଜ୍ଞ, ପ୍ରବଚନ ଓ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ
Read More...

୮୪ ଘର ଅଘରିଆ ସମାଜର ମହାସଭା ଉଦ୍‌ଘାଟିତ

ଦେଓଗାଁ, (ମନୀଷ କୁମାର ସାହୁ) : ଅଖିଳ ଭାରତୀୟ ଅଘରିଆ ସମାଜର ରାଜ୍ୟସ୍ତରୀୟ ଅଷ୍ଟମ ମହାସମ୍ମିଳନୀ ଓ ବଲାଙ୍ଗିର ଜିଲ୍ଲା ୮୪ ଘର ଅଘରିଆ ସମାଜର ଆଞ୍ଚଳିକ କମିଟିର ଚତୁର୍ଦ୍ଦଶ ମହାସଭା ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଭଇଁସା ଗାଁରେ ଅନୁଷ୍ଠିତ ହେବ ।
Read More...

ମୁରିବାହାଲରେ ବ୍ଲକସ୍ତରୀୟ ନିଯୁକ୍ତି ଓ ପରାମର୍ଶ ଶିବିର

ମୁରିବାହାଲ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ମୁରିବାହାଲ ବ୍ଲକସ୍ତରୀୟ ନିଯୁକ୍ତି ଓ ପରାମର୍ଶ ଶିବିର ସ୍ଥାନୀୟ କଲ୍ୟାଣ ମଣ୍ଡପଠାରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଶିବିରରେ ୧୧ଟି ନିଯୁକ୍ତିଦାତା କମ୍ପାନୀ ସହ ବଲାଙ୍ଗିର ସରକାରୀ ଆଇଟିଆଇ ଓ ପଲିଟେକନିକ୍‌ କଲେଜ ଯୋଗ
Read More...

ଦେଓଗାଁରେ କୃଷକ ସଂଘର ବୈଠକ

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ସଦର ପଞ୍ଚାୟତ କଛାରପାଲି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସନ୍‌ସାଇନ୍‌ କୃଷକ ଉତ୍ପାଦକ ଚାଷୀ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନାବାର୍ଡର ଡିଡିଏମ୍‌ ଲକ୍ଷ୍ମଣ ସା, ମାତୃଶକ୍ତି ଫାରଉଣ୍ଡେସନର ପରିଚାଳକ ହୃଷିକେଶ ସାହୁ ଯୋଗ ଦେଇଥିଲେ । ଏଥିରେ
Read More...

ଠିକାଦାରଙ୍କ ଖାମଖିଆଲି କାର୍ଯ୍ୟ ଯୋଗୁଁ ରାସ୍ତାକୁ ନେଇ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ

ବୌଦ୍ଧ, (ସଞ୍ଜୟ କୁମାର ନନ୍ଦ) : ଠିକାଦାରଙ୍କ ଖାମଖିଆଲି କାର୍ଯ୍ୟ ଯୋଗୁଁ ରାସ୍ତାକୁ ନେଇ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ମିଳିଥିବା ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅଧୀନସ୍ଥ ବୀରନରସିଂହପୁର ଗ୍ରାମ ପଞ୍ଚାୟତର କରଡ଼ି ଜଗନ୍ନାଥ
Read More...