Yearly Archives

2023

ଜେବିବିଏସ୍‌ଏନ୍‌ରେ ଆନ୍ତର୍ଜାତୀୟ ଅଟିଜିମ୍ ଦିବସ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ସ୍ଥିତ ଜଗତବନ୍ଧୁ ବିଶ୍ଵ ଭାରତୀ ଶିକ୍ଷ୍ୟା ନିକେତନ ସ୍ଵତନ୍ତ୍ର ତାଲିମ କେନ୍ଦ୍ରରେ ବିଶ୍ଵ ଅଟିଜିମ୍ ଦିବସ ପାଳନ ହୋଇଯାଇଛି । ଅଧ୍ୟକ୍ଷ ଡ. ସୁଧାଂଶୁ ଭୂଷଣ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷକ
Read More...

ୟୁରୋ ସ୍କୁଲର ଚତୁର୍ଥ ବାର୍ଷିକ ଉତ୍ସବ ଓ ମାଗାଜିନ ‘ଇନ୍ସପେରିୟା’ ଉନ୍ମୋଚିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆନ୍ତର୍ଜାତିକ ସ୍ତରରେ ସହଅନୁବନ୍ଧିତ ହୋଇ ସ୍ୱୀକୃତିପ୍ରାପ୍ତ ‘ୟୁରୋ ସ୍କୁଲ’ ଛତ୍ରପୁରର ଚତୁର୍ଥ ବାର୍ଷିକ ଉତ୍ସବ ଓ ଆଭାସ କାର୍ଯ୍ୟକ୍ରମ ଅନୁଷ୍ଠାନର ଅଧ୍ୟକ୍ଷ ରଞ୍ଜନ ମହାପାତ୍ରଙ୍କ ପୌରାହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଶକ୍ତି-ଏନ୍ ଏଜୁକେସନ୍
Read More...

ରାଜ୍ୟସ୍ତରୀୟ ଜୁନିୟର ରେଡକ୍ରସ୍‌ କ୍ୟାମ୍ପରେ ସୁବର୍ଣ୍ଣପୁର ଜିଲ୍ଲାର ସଫଳତା

ସୋନପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାର ଜୁନିଅର ଛାତ୍ରଛାତ୍ରୀ ରାଜ୍ୟସ୍ତରୀୟ ଶିକ୍ଷା ଓ ତାଲିମ ଶିବିରରେ ଯୋଗଦେଇ କୃତିତ୍ୱ ହାସଲ କରିିଛନ୍ତି । ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇଙ୍କ ଅନୁମୋଦନ କ୍ରମେ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ସାହାରା ଟ୍ରଷ୍ଟର ଗଙ୍ଗାଧର
Read More...

ଅବସରକାଳୀନ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାସ କୁମ୍ଭାର ସରକାରୀ ସେବାରୁ ଅବସର ଗ୍ରହଣ କରିଛନ୍ତି । ଏହି ଉପଲକ୍ଷେ ସଦର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ତତ୍ତ୍ଵାବଧାନରେ ସ୍ଥାନୀୟ ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟରେ ଅବସରକାଳୀନ
Read More...

ଆଇଆଇଟି ଭୁବନେଶ୍ୱର ପକ୍ଷରୁ ଜି-୨୦ ଜନଭାଗୀଦାରୀ କାର୍ଯ୍ୟକ୍ରମ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଇଆଇଟି ଭୁବନେଶ୍ୱର ଆନୁକୂଲ୍ୟରେ ଜି-୨୦ ଜନଭାଗୀଦାରୀ କାର୍ଯ୍ୟକ୍ରମର ଅଂଶ ବିଶେଷ ସ୍ୱରୂପ ଏକ ଯୋଗ କ୍ୟାମ୍ପର ଆୟୋଜନ କରାଯାଇଥିଲା । ଆଇଆଇଟି ଭୁବନେଶ୍ୱର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗତିଶୀଳ ନେତ୍ତୃତ୍ୱରେ ଏପ୍ରିଲ ୧ ଓ ୨ ତାରିଖରେ
Read More...

ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଅନ୍ୱେଷଣ’ର ପ୍ରତିଷ୍ଠା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱାସ୍ଥ୍ୟ, ଶିକ୍ଷା, ପରିବେଶ, କିଶୋରୀ ବାଳିକାମାନଙ୍କୁ ଜୀବନ ଗଠନ କ୍ଷେତ୍ରରେ ମୁଖ୍ୟ ସ୍ରୋତରେ ସାମିଲ କରିବା ସର୍ବୋପରି ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ୨୦୦୭ ମସିହା ଏପ୍ରିଲ ପହିଲା ପବିତ୍ର ଉତ୍କଳ ଦିବସରେ 'ଅନ୍ୱେଷଣ' ନାମକ ଏକ
Read More...

ଟିକ୍ରାପଡାରେ ଅଭାବନୀୟ ଘଟଣା : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୬ ଗୋରୁଙ୍କ ମୃତ୍ୟୁ ଅଭିଯୋଗ

କ୍ଷତିପୂରଣ ପାଇଁ ସାଧାରଣରେ ଦାବୀ ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଟିକ୍ରାପଡାର ବଡ଼ବାହାଲଠାରେ ରବିବାର ବିଦ୍ୟୁତ ସଂସ୍ପର୍ଶରେ ଆସି ୬ ଗୋଟି ଗୋରୁଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଏଥିରେ ବିଦ୍ୟୁତ ବିଭାଗର ଅପାରଗତା ଯୋଗୁଁ ଏଭଳି ୬ ଗୋଟି ବଳଦର
Read More...

ବରସୁଆଁରେ ଉତ୍କଳ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ବରସୁଆଁ ଖଣି ଅଂଚଳରେ ଥିବା ଓଡିଆ ଅନୁଷ୍ଠାନ 'ପ୍ରଗତି' ତରଫରୁ ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ସତ୍ୟନାରାୟଣ ବେହେରାଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ବସନ୍ତ କୁମାର ନାୟକଙ୍କ ଆବାହକତ୍ୱରେ ଆୟୋଜିତ ଏହି
Read More...

ଟିଟିଲାଗଡ ମହାବୀର ପଞ୍ଚାୟତି ଧର୍ମଶାଳାରେ ପର୍ଶୁରାମଙ୍କ ଜନ୍ମୋତ୍ସବ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଗକୁ ଆସୁଛି ପର୍ଶୁରାମଙ୍କ ଜୟନ୍ତୀ । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳାଠାରେ ପର୍ଶୁରାମ ସମାଜ ତରଫରୁ କିଭଳି ଧୁମ୍‌ଧାମ୍‌ରେ ଜନ୍ମୋତ୍ସବ ପାଳନ କରାଯିବ ସେ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏପ୍ରିଲ ୨୨ତାରିଖରେ
Read More...

ରାଜାଘର ଛାଡିଦେଲେ ବିଜେଡିର ଆଉ କିଛି ନାହିଁ : ବିଜେଡି ବଲାଙ୍ଗିର ଜିଲ୍ଲା କାର୍ଯ୍ୟକାରୀ ସଭାପତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରରେ ବିଜେଡିର ମଙ୍ଗ ଧରିବା ପାଇଁ ବିଗତ କିଛି ବର୍ଷ ଦଳରେ ଅନ୍ତଃ ସଂଘର୍ଷ ଜାରି ରହିଥିବା ଦେଖିବାକୁ ମିଳିଛି । ଲଢେଇ ରହିଛି ହେବି ୱେଟ ମାନଙ୍କ ମଧ୍ୟରେ । ଗୋଟିଏ ପଟେ ରାଜାଘର ସିଂହଦେଓ ପରିବାର ତ' ଆଉ ଗୋଟିଏ ପଟେ ଜିଲ୍ଲା ବିଜେଡି ସଭାପତି ତଥା
Read More...