Yearly Archives

2023

ପଶ୍ଚିମବଙ୍ଗ ଇଟାଭାଟିରେ ବିସ୍ଫୋରଣ

କୋଲକାତା : ପଶ୍ଚିମବଙ୍ଗ ଇଟା ଭାଟିରେ ବିସ୍ଫୋରଣ । ଗତକାଲି ବଶିରାହାଟର ଧିଲ୍‌ଟଟାହ ଗାଁରେ ସଂଧ୍ୟା ସମୟରେ ଇଟାଭାଟିରେ ଏହି ଦୁର୍ଘଟଣା ହୋଇଥିଲା । ଅଚାନକ ଭାଟିରେ ବ୍ଲାଷ୍ଟ ହୋଇଥିଲା ଏବଂ ଚିମିନି ଭୁଶୁଡ଼ି ପଡ଼ିଥିଲା । ଯାହା ଫଳରେ ୪ଜଣ ପ୍ରାଣ ହରାଇଛନ୍ତି । ସେହିପରି ୨୫ରୁ ଅଧିକ ଲୋକ
Read More...

ବିଦ୍ୟୁତ ଆଘାତରେ ଚାଲିଗଲା ମହିଳାଙ୍କ ଜୀବନ

ବିନିକା : ବିଦ୍ୟୁତ ଆଘାତରେ ଚାଲିଗଲା ମହିଳାଙ୍କ ଜୀବନ । ସୋନପୁର ଜିଲ୍ଲା ବିନିକା ଥାନା ରହିଲା ଗାଁରେ ଦେଖିବାକୁ ମିଳିଛି ଏପରି ଏକ ଅଭାବନୀୟ ଘଟଣା । ସୂଚନୀ ଅନୁଯାୟୀ ମୃତ ମହିଳାଙ୍କ ନାମ ବସନ ନାଇକ (୬୫) ବୋଲି ଜଣାପଡିଛି । ତେବେ ମୃତ୍ୟୁ ଖବର ଶୁଣିବା ପରେ ଗାଁରେ ଶୋକାକୁଳ ପରିବେଶ
Read More...

ନିଜ ଗୋଡ଼ରେ ନିଜେ ଠିଆ ହେବାର ଆବଶ୍ୟକତା ରହିଛି : ମନ୍ତ୍ରୀ ଟୁକୁନୀ

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଘୁନସର ପଂଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରର ଆଜି ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଶୁଭେନ୍ଦୁ ବିକାଶ କୁମ୍ଭାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଉଦ୍‌ଯାପନୀ
Read More...

କୋରାପୁଟରୁ ଗଡିବ ଲକ୍ଷ୍ମୀ ବସ୍

କୋରାପୁଟ : ଆଜି କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସ ଗଡିବ । ଏହାର ଶୁଭାରମ୍ଭ ସମାରୋହ ଲାଣ୍ଡିଗୁଡ଼ାସ୍ଥିତ ସରକାରୀ ମହାବିଦ୍ୟାଳୟ ପଡିଆରେ ଆୟୋଜନ ହେବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ଉଦ୍‌ଘାଟନ କରିବେ ।ଏହି ବସ୍‌ ଶୁଭାରମ୍ଭ ଉତ୍ସବରେ ରାଜ୍ୟ ପରିବହନ ମନ୍ତ୍ରୀ
Read More...

ଭୋଟ ବର୍ଜନ ପାଇଁ ଦେଲେ ଚେତାବନୀ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ମାଣ୍ଡିବିସିର ଆର୍‌ଆଇ ଅଫିସ ନିକଟରେ ଲାଗିଛି ମାଓ ପୋଷ୍ଟର । ଭୋଟ ବର୍ଜନ ପାଇଁ ଦେଲେ ଚେତାବନୀ । ବାଂଶଧାରା ଘୁମୁସୁର ନାଗାବଳୀ ଡିଭିଜିନାଲ କମିଟି ତରଫରୁ ଲାଗିଛି ଏହି ପୋଷ୍ଟର । ପୋଲିସ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । ସୂଚନା ଅନୁଯାୟୀ ଆଜି
Read More...

ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଉଛି ବିକଶିତ ଭାରତ ସଂକଳ୍ପ ଯାତ୍ରା

● ୨୬ ହଜାରରୁ ଅଧିକ ଗ୍ରାମ ପଞ୍ଚାୟତକୁ ୧୦୦% ଆୟୁଷ୍ମାନ କାର୍ଡ ମିଳିଛି● ମୁଁ ସେହି ଦିନକୁ ଅପେକ୍ଷା କରିଛି, ଯେତେବେଳେ ପ୍ରତ୍ୟେକ ଗରିବଙ୍କ ପାଖରେ ମାଗଣା ଶସ୍ୟ ପାଇଁ ରାସନ କାର୍ଡ, ଉଜ୍ଜ୍ୱଳା ଗ୍ୟାସ ସଂଯୋଗ, ବିଜୁଳି ଯୋଗାଣ, ଟ୍ୟାପ୍ ପାଣି ସଂଯୋଗ, ଆୟୁଷ୍ମାନ କାର୍ଡ ଏବଂ ପକ୍କା ଘର ରହିବ
Read More...

ଗଞ୍ଜେଇ ଭର୍ତ୍ତି କାର ଜବତ

କୋରାପୁଟ : କାରରେ ବିପୁଳ ପରିମାଣର ଗଞ୍ଜେଇ ଚାଲାଣବେଳେ ଆଜି ପୁଲିସ ଜବତ କରିଛି । କୋରାପୁଟ ଜିଲ୍ଲାର ଲମତାପୁଟ କଡ୍ରି ଗାଁ ନିକଟରେ କାରରୁ ଆଜି ମାଛକୁଣ୍ଡ ପୁଲିସ ୯୦ କେଜି ଗଞ୍ଜେଇ ଜବତ କରିଛି । ଚଢ଼ାଉ ବେଳେ କାର୍‌ ଛାଡ଼ି ଗଞ୍ଜେଇ ମାଫିଆ ଖସି ପଳେଇଥିବା ସୂଚନା ମିଳିଛି । ସୂଚନା
Read More...

ଉଦ୍‌ଘାଟିତ ହେଲା ମିଶନ ଶକ୍ତି ମହିଳାଙ୍କ କମ୍ପ୍ୟୁଟର ପ୍ରଶିକ୍ଷଣ ଶିବିର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସାନ ବଜାର ରିଷ୍ଟ କମ୍ପ୍ୟୁଟର ସେଣ୍ଟରରେ ମିଶନ ଶକ୍ତି ମହିଳାଙ୍କ ନିମନ୍ତେ କମ୍ପ୍ୟୁଟର ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଯାଇଛି । ଏହି ଗଞ୍ଜାମ ବ୍ଲକସ୍ତରୀୟ ୨୦ ଦିନିଆ ପ୍ରଶିକ୍ଷଣ ଶିବିରକୁ ମୁଖ୍ୟ ଅତିଥିଭାବେ ଜିଲ୍ଲା ପରିଷଦ ସଭ୍ୟ ସନାତନ
Read More...

ସ୍ୱର୍ଗତ ନିରାକାର ସାହୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଉପଲକ୍ଷେ ମିନି ମାରାଥନ ଦୌଡପ୍ରତିଯୋଗିତା ଓ ଚକ୍ଷୁ ଚିକିତ୍ସା…

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଝରଣିପାଲି ହାଇସ୍କୁଲ ପରିସରରେ ସ୍ୱର୍ଗତ ନିରାକାର ସାହୁଙ୍କ ଶ୍ରାଦ୍ଧ ବାର୍ଷିକି ଉପଲକ୍ଷେ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇ ଥିଲା । ମୁଖ୍ୟ ଅତିଥିଭାବେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳି ଦାସ, ବ୍ଲକ
Read More...

ଟିଟିଲାଗଡରେ ଜିଲ୍ଲାସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଉଦ୍‌ଘାଟିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ବାଲ୍‌ ବୈଜ୍ଞାନିକ ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲାସ୍ତରୀୟ ବାଲ୍ (ଶିଶୁ) ବୈଜ୍ଞାନିକ ପ୍ରଦର୍ଶନୀରେ ବଲାଙ୍ଗିର ଜିଲ୍ଲାର ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର କୁନି କୁନି ବୈଜ୍ଞାନିକ
Read More...