Yearly Archives

2023

ପୋଲ ଉପରେ ସିରିଜ ଦୁର୍ଘଟଣା : ୯ ଗୁରୁତର

ଭୋଗରାଇ : ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅନ୍ତର୍ଗତ ଜଳେଶ୍ଵର-ଚନ୍ଦନେଶ୍ୱର ୫୭ ନଂ ରାଜ୍ୟ ରାଜପଥ ବାଟଗ୍ରାମ ପୋଲ ଉପରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ୯ ଜଣ ଗୁରୁତର ହୋଇଥିବା ଜଣାପଡ଼ଛି । ସମସ୍ତ ଗୁରୁତରଙ୍କୁ ସ୍ଥାନୀୟ ଜଳେଶ୍ଵରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ
Read More...

ଛତ୍ରପୁରର ଜଣେ ସଫଳ ମହିଳା କ୍ଷୁଦ୍ର ବ୍ୟବସାୟୀଙ୍କ ପରଲୋକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଜଣେ ସଫଳ ମହିଳା କ୍ଷୁଦ୍ର ବ୍ୟବସାୟୀଙ୍କ ପରଲୋକ ହୋଇଯାଇଥିବା ଜଣାପଡିଛି । ମୃତ ମହିଳାଙ୍କ ନାମ ବେବୀ ସେନାପତି(୪୮) । ସେ ତାଙ୍କ ସ୍ୱାମୀ ଟୁଟୁ ସେନାପତିଙ୍କ ସହଯୋଗରେ ଛତ୍ରପୁର ମ୍ୟାନ୍‌ ରୋଡ଼, ରିକାପଲ୍ଲୀ ସ୍କୁଲ ସାମ୍ନାରେ ଥିବା ନିଜ
Read More...

କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

ମାଲକାନଗିରି : ମାଲକାନଗିରି ଥାନା ନିକଟବର୍ତ୍ତି ଝାଟିମାଟି କଲୋନୀ ନିକଟରେ ଥିବା କେନାଲରେ ଶନିବାର ସକାଳେ ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି । ମୃତକ ଜଣଙ୍କ ହେଲେ ରାମକୃଷ୍ଣ ଗଣ୍ଡା ଏବଂ ତାଙ୍କ ଘର ଝାଟିମାଟି କଲୋନୀର ୱାର୍ଡ ନଂ ୧୪ ବୋଲି ଜଣାପଡ଼ିଛି । କେନାଲରେ ମୃତଦେହ
Read More...

ଟ୍ରକ୍‌ ଚୋରି ଅଭିଯୋଗରେ ୪ ଗିରଫ

କେନ୍ଦୁଝର : କେନ୍ଦୁଝର ସଦରଥାନା ପୋଲିସ ଶନିବାର ଏକ ଟ୍ରକ ଚୋରି ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ସେମାନେ ହେଲେ ଏମ୍‌ଡି ଶେହଜାଦା ଆଲାମ(୨୩), ସାୟାନୱାଜ ଖାନ(୨୬), ଏମ୍‌ଡି ସାହିଦ ଆଫ୍ରିଦ(୨୫), ଏମ୍‌ଡି ଆସଲାମ(୩୦) । ସେମାନଙ୍କର ଘର ବଡ଼ବିଲ
Read More...

ଜାମୁକୋଳି ଗୋଶାଳା ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଟଣୀର ଜାମୁକୋଳି ଅଞ୍ଚଳରେ ଥିବା ଭୁବନେଶ୍ୱର ମହାନଗର ନିଗମ ଅଧୀନସ୍ଥ ଗୋଶାଳା ପରିଦର୍ଶନ କରି ଗୋରୁମାନଙ୍କ ରକ୍ଷଣା ବେକ୍ଷଣ ଓ ସେମାନଙ୍କ ପାଇଁ ଥିବା ବ୍ୟବସ୍ଥା ସମ୍ପର୍କରେ ପ୍ରତ୍ୟକ୍ଷ ଅନୁଧ୍ୟାନ କରିଛନ୍ତି । ଗାଈ ମାନଙ୍କର
Read More...

ଓଲଟିଲା ନେପାଳରୁ ତୀର୍ଥ ଯାତ୍ରୀଙ୍କୁ ନେଇ ଫେରୁଥିବା ବସ୍‌

ମହାରାଜଗଞ୍ଜ : ଭାରତୀୟ ତୀର୍ଥଯାତ୍ରୀଙ୍କୁ ନେଇ ନେପାଳର ତ୍ରିବେଣୀ ଧାମରୁ ଫେରୁଥିବା ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ଜଣାପଡିଛି । ପାଖାପାଖି ୬୦ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ରହିଛି । ଗୋରଖପୁର ଜିଲ୍ଲାର ପିପିଗଞ୍ଜ ଓ କାମ୍ପିରଗଞ୍ଜରୁ ୭୦ ଜଣ ତୀର୍ଥଯାତ୍ରୀ ଉକ୍ତ ବସ୍‌ରେ ଥିଲେ
Read More...

ବେସରକାରୀ କଲେଜ କର୍ମଚାରୀଙ୍କ ବଢ଼ିଲା ଦରମା

ଭୁବନେଶ୍ୱର : ବେସରକାରୀ କଲେଜ କର୍ମଚାରୀଙ୍କ ଦରମା ବଢ଼ାଇଛନ୍ତି ସରକାର । ଶନିବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଗ୍ରାଣ୍ଟ-ଇନ୍‌-ଏଡ୍‌ ବୃଦ୍ଧି ଉପରେ ମଞ୍ଜୁରୀ ମିଳିଛି । ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ-ଇନ୍‌-ଏଡ୍‌ ବଢ଼ିବା ସହ
Read More...

ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜୟନ୍ତୀ ସପ୍ତାହ ପାଳିତ

ଭୋଗରାଇ : ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜୟନ୍ତୀ ସପ୍ତାହ ପାଳିତ ହୋଇଯାଇଛି । ଅଲ୍ ଓଡିଶା ନେତାଜୀ ଜୟନ୍ତୀ ପାଳନ କମିଟି ପକ୍ଷରୁ ଆୟୋଜିତ ଏବଂ ଭୋଗରାଇ ଗ୍ରାମ୍ୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନ (ଆର୍‌ଆଇଏଚ୍‌ଏସ୍‌) ଅଡିଟୋରିୟମ ହଲରେ ଅନୁଷ୍ଠିତ ଏହି ବୈଦ୍ଧିକ ସମାବେଶରେ ଅନୁଷ୍ଠାନର
Read More...

ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ପରିଦର୍ଶନ

ଦିଗପହଣ୍ଡି : ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି. ଆଓ ଶନିବାର ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକର ସିଦ୍ଧେଶ୍ୱର, ଫାଶୀଗୁଡା ଓ ଆଙ୍କୋରଡ଼ା ପଂଚାୟତ ପରିଦର୍ଶନରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଦେଖିବା ସହ ସେଠାରେ କାର୍ଯ୍ୟରତ କର୍ମଚାରୀ ଓ ଲୋକଙ୍କ ସହ ଆଲୋଚନା କରିଛନ୍ତି ।
Read More...

ବନ୍ଧୁକ ଦେଖାଇ ଲୁଟ୍‌ ଅଭିଯୋଗ

ମୟୂରଭଞ୍ଜ : ଉଦଳା ଥାନା ଅର୍ନ୍ତଗତ ବରବାଡ଼ି କେନାଲ ଛକରେ ଦୁର୍ବୃତ୍ତମାନେ ଜଣେ ଯୁବକଙ୍କୁ ବନ୍ଧୁକ ଦେଖାଇ ଲୁଟ୍ କରିଥିବା ଅଭିଯୋଗ ହୋଇଛି । ଦୁବୃର୍ତ୍ତମାନେ ତାଙ୍କଠାରୁ ସୁନାଚେନ, ୨ଟି ମୋବାଇଲ, ପର୍ସ ଓ ବାଇକ୍ ଚାବି ନେଇ ଫେରାର ହୋଇଯାଇଛନ୍ତି । ଏନେଇ ସେ ଉଦଳା ଥାନାରେ ଅଭିଯୋଗ କରିଛନ୍ତି
Read More...