Yearly Archives

2023

ବିଜେଡିରେ ମିଶ୍ରଣ ପର୍ବ : କଂଗ୍ରେସ ଛାଡି ବିଜେଡିରେ ମିଶିଲେ ଶିବାନନ୍ଦ ପରିଚ୍ଛାଙ୍କ ସହ ୮୦୦କର୍ମୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଶୈଳେଶ୍ରୀ ପେଲେସ୍‌ ଗହଳ ଚହଳ ହୋଇଛି । କଂଗ୍ରେସ ଦଳ ଛାଡି ପାଟଣାଗଡର ଯୁବନେତା ଶିବାନନ୍ଦ ପରିଚ୍ଛା ତାଙ୍କ ୮୦୦ କର୍ମୀଙ୍କୁ ଧରି ବିଜୁ ଜନତା ଦଳରେ ମିଶିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଆସ୍ଥା ପ୍ରକଟ କରି ବଲାଙ୍ଗିର ଶୈଳେଶ୍ରୀ
Read More...

ଚାଉଲସୁଖା ଗ୍ରାମରେ ଜିଲ୍ଲାସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଚାଉଲସୁଖା ଗ୍ରାମରେ ଜିଲ୍ଲାସ୍ତରୀୟ ଫୁଟ୍‌ବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଖେଳର ଫାଇନାଲ ଦିବସରେ ବିଜେଡି ପ୍ରାର୍ଥୀ ଗିରିରାଜ ସିଂ ମାଝୀ, ଚାଉଳସୁଖା ଗ୍ରାମ ପଞ୍ଚଯାତ ସମିତି ସଭ୍ୟ, ପୂର୍ବତନ
Read More...

ବିଳମ୍ଵିତ ରାତିରେ ଦୋକାନ ଉପରକୁ ବୋମାମାଡ଼ ଅଭିଯୋଗ : ଦୋକାନୀ ଆହତ

ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ବୈରୀ ଥାନା ଅଧିନ ଚମ୍ପାପୁରଠାରେ ଶନିବାର ବିଳମ୍ଵିତ ରାତିରେ ବୋମାମାଡ଼ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଚମ୍ପାପୁରଠାରେ ଥିବା ଗୋପାଳନାଥଙ୍କ ଭେରାଇଟି ଷ୍ଟୋର ଉପରକୁ ବୋମାମାଡ଼
Read More...

ଆଫଗାନିସ୍ତାନରେ ଭୂମିକମ୍ପ

କାବୁଲ : ଆଫଗାନିସ୍ତାନର ଫୈଜାବାଦର ୭୯ କିଲୋମିଟର ଦକ୍ଷିଣ-ପୂର୍ବରେ ରବିବାର ସକାଳ ୯ଟା ୪ ମିନିଟ୍‌ ୪୪ ସେକେଣ୍ଡରେ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୨ ଥିଲା । ନ୍ୟାସନାଲ ସେଣ୍ଟର ଫର୍‌ ସେସ୍‌ମୋଲୋଜି(ଏନ୍‌ସିଏସ୍‌) ଦ୍ୱାରା ଏହି ସୂଚନା
Read More...

୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ଅସହାସ ଲୋକଙ୍କୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପାଇକମାଲ ଅଞ୍ଚଳରେ ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ଅସହାସ ଲୋକଙ୍କୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପାଇକମାଲ ଅଞ୍ଚଳର ବିଭିନ୍ନ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ସଂସ୍କୃତି ସଂସଦ ଓ ଏସ୍‌ସିଡି ଆଖି ଡାକ୍ତରଖାନା ପକ୍ଷରୁ ଚକ୍ଷୁ ଶିବିର

୧୬୯ ଜଣ ରୋଗୀ ପାଇଲେ ଚକ୍ଷୁସେବା ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପ୍ୟାଲେସ ଲାଇନ ସଂସ୍କୃତି ଶିବିର ଓ ପପଲପଦର ଟିଟିଲାଗଡର ଏସ୍‌ସିଡି ଆଖି ଡାକ୍ତରଖାନା ପକ୍ଷରୁ ଏକ ଚକ୍ଷୁ ଶିିବିର ଅନୁଷ୍ଠିତ ହୋଇଯାଇଛି । ସମୁଦାୟ ୧୬୯ ଜଣ ରୋଗୀ ଚକ୍ଷୁ ଶିବିରରେ ସେବା ପାଇଥିବା ବେଳେ ୪୪
Read More...

ମାଲକାନଗିରି ଜିଲ୍ଲାରେ ହେବ ୪ ବୃହତ ଗ୍ରାମ୍ୟ ବିଶୁଦ୍ଧ ପାନୀୟ ଜଳଯୋଗାଣ ପ୍ରକଳ୍ପ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇଦେବା ପାଇଁ ୪ ବୃହତ ଗ୍ରାମ୍ୟ ବିଶୁଦ୍ଧ ପାନୀୟ ଜଳଯୋଗାଣ ପ୍ରକଳ୍ପ ହେବ । ମାଲକାନଗିରି ଜିଲ୍ଲାରେ ୪ଟି ବୃହତ୍ତ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ ୬୩୯ କୋଟି ୨୭ ଲକ୍ଷ
Read More...

ଟ୍ରାକ୍ଟର ଦୁର୍ଘଟଣାରେ ନାବାଳକର ମୃତ୍ୟୁ

ଜଳେଶ୍ୱର : ଜଳେଶ୍ୱର ଥାନା ଅନ୍ତର୍ଗତ ଶିଖରପୁର ଠାରେ ଥିବା ଦୀପା ଇଟାଭାଟି ନିକଟରେ ଆଜି ଏକ ଟ୍ରାକ୍ଟର ଦୁର୍ଘଟଣାରେ ଜଣେ ୮ ବର୍ଷର ନାବାଳକର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକ ମାନେ ଶବକୁ ରାସ୍ତାରେ ରଖି ଅବରୋଧ କରିଥିଲେ । ଖବର ପାଇ ଜଳେଶ୍ୱର ଆଇଆଇସି ରୋଜାଲିନ ବେହେରା
Read More...

ମା’ ବୁଢ଼ୀଠାକୁରଣୀ ମନ୍ଦିରର ଉନ୍ନୟନ କମିଟିର ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କଳ୍ପବାସିନୀ ପୀଠର ଅଧିଷ୍ଠାତ୍ରୀ ଦେବୀ ମା' ବୁଢ଼ୀଠାକୁରଣୀ ମନ୍ଦିରର ଉନ୍ନୟନ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଦେବୀଙ୍କ ନୀତିକ୍ରାନ୍ତି ସମ୍ବନ୍ଧୀୟ ଆଲୋଚନା ଏବଂ ମନ୍ଦିରର ସର୍ବାଙ୍ଗୀନ ଉନ୍ନତି ଉପରେ ଆଲୋଚନା ହୋଇଥିଲ। ।
Read More...

ଅକ୍ଷୟ ଯୋଶୀ ସ୍ମାରକୀ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

କୋକସରା : କଳାହଣ୍ଡି ଜିଲ୍ଲା କୋକସରା ବ୍ଲକ ମାଝୀଗୁଡା ପଞ୍ଚାୟତ ଦାବ୍ରିଗୁଡା ଲାଲ ବାହାଦୁର ଶାସ୍ତ୍ରୀ ଯୁବକ ସଂଘ ଆନୁକୂଲ୍ୟରେ ନକ ଆଉଟ ଅକ୍ଷୟ କୁମାର ଯୋଶୀ ସ୍ମାରକୀ ଫୁଟବଳ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଯୁବକ ସଂଘର ସଭାପତି ଦ୍ଵାରିକା ନାଥ ବାଗଙ୍କ ସଭାପତିତ୍ୱରେ ଉଦ୍‌ଯାପିତ
Read More...