Yearly Archives

2023

ଆମେରିକାରେ ଗୁଳିକାଣ୍ଡ : ୯ ମୃତ

ୱାଶିଂଟନ : ଆମେରିକାର ଲସ୍‌ ଆଞ୍ଜେଲସ୍‌ରେ ଆଖିବୁଜା ଗୁଳି ବିନିମୟ ହୋଇଛି । ଏହି ଗୁଳି ବିନିମୟରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଲସ୍‌ ଆଞ୍ଜେଲ୍‌ସର ପୂର୍ବ ମୋଣ୍ଟେରୀ ପାର୍କରେ ଚାଇନାର ନୂଆବର୍ଷ ପାଳନ ପରେ ଏହି ଗୁଳି ବିନିମୟ ହୋଇଥିବା ପୋଲିସ କହିଛି । ଏଥିରେ ୯ ଜଣଙ୍କର
Read More...

ମହାପ୍ରଭୁଙ୍କୁ ଦର୍ଶନ କଲେ ଅନୁପମ ଖେର

ପୁରୀ : ଜଗା ଦର୍ଶନ କରି ଭାବବିହ୍ଵଳ ହେଲେ ବଲିଉଡ ଅଭିନେତା ଅନୁପମ ଖେର । କହିଲେ ଫିଲ୍ମ ପାଇଁ ନୁହେଁ ବରଂ ମନର ଶାନ୍ତି ପାଇଁ ଦର୍ଶନ କରିଛି । ନିକଟରେ ଶିବିଶାସ୍ତ୍ରୀ ବଲବଆ ଫିଲ୍ମ ରିଲିଜ ହେବାକୁ ଥିବା ବେଳେ ଦେଖିବାକୁ ସମସ୍ତଙ୍କୁ କହିଛନ୍ତି । ଶ୍ରୀମନ୍ଦିରରୁ ଫେରି ମୁଖ୍ୟମନ୍ତ୍ରୀଙ୍କୁ
Read More...

ମିଠାପାଲି ପଞ୍ଚାୟତସ୍ତରୀୟ ଯାଦବ ସମାଜର ବାର୍ଷିକ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ମିଠାପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୁରୁଣ୍ତା ଗ୍ରାମଠାରେ ମିଠାପାଲ ପଞ୍ଚାୟତସ୍ତରୀୟ ଯାଦବ ସମାଜର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରଥମେ ଯାଦବ ସମାଜର ଇଷ୍ଟଦେବୀ ମା' ସମଲେଶ୍ୱରୀ କୃଷ୍ଣଚନ୍ଦ୍ର ମହାପ୍ରଭୁଙ୍କୁ
Read More...

ଜୟ ଡ଼ଙ୍ଗର ବୁଢ଼ା କ୍ରିକେଟ କ୍ଲବ ତରଫରୁ ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡବାଙ୍କି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜାମକି ଗାଁ ଖେଳପଡିଆଠାରେ ମୁଖ୍ୟ ଅତିଥି ଭାବେ ଗିରିରାଜ ସିଂ ମାଝି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଆଶାଦୁଲ୍ଲା ଖାନ, ବିଜେଡି ସଭାପତି ତୁରେକେଲା ବ୍ଲକ, ଉତ୍ତର କୁମାର
Read More...

ଆମ୍ବଗାଁଠାରେ ସଡକ ଦୁର୍ଘଟଣା : ୧ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆମ୍ବଗାଁରେ ଏକ ସଡକ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତି ଗୁରୁତର ଭାବେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲଠାରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଗୁରୁତର ବ୍ୟକ୍ତି ଜଣକ ସ୍ୱାଧୀନ କୁମାର ତରିଆ ବୋଲି ଜଣାପଡିଛି ।
Read More...

ରାମେଶ୍ୱର ନଗରଠାରେ ବଡ ଭାଇର ଆକ୍ରମଣର ଶିକାର ହେଲା ଦିବ୍ୟାଙ୍ଗ ସାନ ଭାଇ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ ଥାନା ଅନ୍ତର୍ଗତ ରାମେଶ୍ୱର ନଗରଠାରେ ଜଣେ ଦିବ୍ୟାଙ୍ଗ ତଥା ସାମାନ୍ୟ ଦୃଷ୍ଟିହୀନ ସାନ ଭାଇ ନିଜ ବଡ ଭାଇର ଆକ୍ରମଣର ଶିକାର ହୋଇ ଟାଉନ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଦିବ୍ୟାଙ୍ଗ ତଥା ସାମାନ୍ୟ ଦୃଷ୍ଟିହୀନ ବ୍ୟକ୍ତି ଜଣକ ହେଲେ ପ୍ରଶାନ୍ତ ପରୁଆ
Read More...

ସନ୍ଥ ସ୍ୱର୍ଗତ ରଘୁନାଥ ଜୀ ମହାରାଜାଙ୍କ ଶ୍ରଦ୍ଧାଞ୍ଜଳି ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ପୀଠ ସ୍ଥିତ ଭାଗବତତତ୍ତ୍ବ ଯୋଗାଶ୍ରମର ପ୍ରତିଷ୍ଠାତା ସନ୍ଥ ସ୍ୱର୍ଗତ ରଘୁନାଥ ଜୀ ମହାରାଜାଙ୍କ ଶ୍ରଦ୍ଧାଞ୍ଜଳି ସଭା ଆଶ୍ରମ ପରିସରରେ ଭାଗବତତତ୍ତ୍ବ ଯୋଗାଶ୍ରମ ସଭାପତି ଗୋବିନ୍ଦ ସାହୁଙ୍କ
Read More...

ବଡପଡାଠାରେ ରେଲୱେ କର୍ମଚାରୀଙ୍କ ନିର୍ମାଣାଧୀନ ଘରୁ ଲୁହା ରଡ୍‌ ଚୋରି ବେଳେ ଧରା ପଡିଲା ଜଣେ ଚୋର, ଦୁଇ ଫେରାର୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ବଡପଡାଠାରେ ଜଣେ ରେଲୱେ କର୍ମଚାରୀଙ୍କ ନିର୍ମାଣାଧୀନ ଘରୁ ଲୁହା ରଡ୍‌ ଚୋରି କରୁଥିବା ସମୟରେ ଜଣେ ଚୋରକୁ ସ୍ଥାନୀୟ ଲୋକେ କାବୁ କରି ଟାଉନ ପୋଲିସର ଜିମା ଦେଇଥିବା ଜଣାପଡିଛି । ଅନ୍ୟପଟେ ଅନ୍ୟ ୨ ଜଣ ଚୋର ଫେରାର୍‌ ମାରିଥିବା ନେଇ ଜଣାପଡିଛି ।
Read More...

ସଂକ୍ରାନ୍ତି ପୁରୁଷ ଫକୀର ମୋହନଙ୍କ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ଓ ବିଦ୍ୟୁତ କଲୋନୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ସଂକ୍ରାନ୍ତି ପୁରୁଷ ତଥା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି ।
Read More...

ଦୁଇ ବର୍ଷ ପରେ ଫିଟିଲା ହତ୍ୟାକାଣ୍ଡର ରହସ୍ୟ : ଘର ଖୋଳିବାରୁ ବାହାରିଲା ଖପୁରୀ ଓ ହାଡ଼, ମୃତକଙ୍କ ପତ୍ନୀ ଓ ଶଳା ଗିରଫ

ଝାରସୁଗୁଡ଼ା : ଦୁଇ ବର୍ଷ ପରେ ଫିଟିଛି ଡମ୍ବରୁଧର ହତ୍ୟାକାଣ୍ଡର ରହସ୍ୟ । ଘର ଖୋଳିବାରୁ ବାହାରିଲା ଖପୁରୀ ଓ ହାଡ଼ । ମୃତକଙ୍କ ପତ୍ନୀ ଓ ଶଳାଙ୍କୁ ଗିରଫ କଲା ପୋଲିସ । ସୂଚନାନୁଯାୟୀ, ୨୦୨୦ ମସିହା ଜୁନ ୧୬ ତାରିଖରେ ନିଖୋଜ ହୋଇଥିବା ଜଣେ ଯୁବକଙ୍କ ମୃତଦେହ ପାଇଖାନା ସେଫ୍ଟି ଟାଙ୍କିରୁ ଉଦ୍ଧାର
Read More...