Yearly Archives

2023

କମ୍ଵିଂ ଅପରେସନ ବେଳେ ଧରାପଡ଼ିଲେ ନୂଆପଡ଼ା ଡିଭିଜନର ୨ ମାଓବାଦୀ

ନବରଙ୍ଗପୁର : ନବରଙ୍ଗପୁର ପୋଲିସକୁ ମିଳିଛି ବଡ଼ ସଫଳତା । ମେନପୁର ନୂଆପଡ଼ା ଡିଭିଜନର ଦୁଇ ହାର୍ଡକୋର ମାଓବାଦୀ ଗିରଫ । ୨ ମାଓବାଦୀ ହେଲେ ପୂଜା ମାଣ୍ଡଭି ଓ ମିଲିସିଆ ହେଉଛନ୍ତି ସୁମୁଦ୍ର ବାଘ । ଦୁଇ ଜଣଙ୍କ ମଧ୍ୟରୁ ଜଣେ ମହିଳା ମିଲିସିୟା ବୋଲି ଜଣାପଡ଼ିଛି । ଏନେଇ ପ୍ରେସ୍‌ମିଟରେ ଡିଆଇଜି
Read More...

ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୭ ଅଟୋ ୱାର୍କର୍ସ ଆସୋସିଏସନ୍ ତରଫରୁ ସିୟର କାର୍ୟ୍ୟାଳୟ ଠାରେ ନେତାଜୀ ସୁବାସ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆସୋସିଏସନ୍‌ର ସଭାପତି ତଥା ବରିଷ୍ଠ ଆଇନଜୀବୀ ବୈଦ୍ୟନାଥ ଦାସ ଉଭୟ
Read More...

ଆବାସ ଯୋଜନାରେ ଅନିୟମିତତା ନେଇ ବିଜେପି ପକ୍ଷରୁ ଦାବୀପତ୍ର ପ୍ରଦାନ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ମଣ୍ଡଳ ବିଜେପି ପକ୍ଷରୁ ଆଜି ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ବଙ୍ଗୋମୁଣ୍ଡା ମଣ୍ଡଳ ସଭାପତି କ୍ଷୀରସିନ୍ଧୁ ବଚ୍ଛାଙ୍କ ନେତୃତ୍ୱରେ ବ୍ଲକ ସମ୍ମୁଖରେ ଆସି ବିକ୍ଷୋଭ ପ୍ରଦର୍ଶନ କରି ବଙ୍ଗୋମୁଣ୍ଡା ବିଡ଼ିଓଙ୍କ
Read More...

ଆବାସ ଯୋଜନା ତାଲିକାକୁ ନେଇ ବଢୁଛି ଅସନ୍ତୋଷ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ତାଲିକାକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ଲୋଇସିଂହା ବ୍ଲକ ସରପଞ୍ଚ ସଙ୍ଘର ଆହ୍ୱାନ କ୍ରମେ ଆଜି ବ୍ଲକର ୨୦ଟି ପଞ୍ଚାୟତରୁ ହଜାର ହଜାର ଜନସାଧାରଣ ବ୍ଲକ କାର୍ଯ୍ୟାଳୟ
Read More...

ବଲାଙ୍ଗିର ପହଞ୍ଚିଲା ଭାରତ ଯୋଡୋ ଯାତ୍ରା

ଉଦ୍ଦେଶ୍ୟ ଓ ଲକ୍ଷ୍ୟ ପୂରଣ ଦିଗରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା- ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତ ଯୋଡୋ ଯାତ୍ରାର ଓଡିଶା ସଂସ୍କରଣ ଆଜି ବଲାଙ୍ଗିରକୁ ପହଞ୍ଚିଥିଲା । ସ୍ଥାନୀୟ ଗାନ୍ଧୀନଗରପଡା ସ୍ଥିତ ଗାନ୍ଧୀମୂର୍ତ୍ତି ଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରାକୁ ଭବ୍ୟ ସ୍ୱାଗତ
Read More...

ଜେବିବିଏସ୍‌ଏନ୍‌ ସାଲେପାଲିରେ ସଫେଇ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ସ୍ଥିତ ଜଗତବନ୍ଧୁ ବିଶ୍ଵ ଭାରତୀ ଶିକ୍ଷା ନିକେତନ (ତାଲିମ) ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନେ ମଙ୍ଗଳବାର ଦିନ ବିଦ୍ୟାଳୟ ପରିସର
Read More...

ସାଧାରଣତନ୍ତ୍ର ଦିବସ ପାଇଁ ଗାନ୍ଧୀମାର୍ଗରେ ଫୁଲଡ୍ରେସ୍‌ ରିହର୍ସାଲ୍‌

ଭୁବନେଶ୍ୱର : ସାଧାରଣତନ୍ତ୍ର ଦିବସ ପାଇଁ ମଙ୍ଗଳବାର ଗାନ୍ଧୀମାର୍ଗରେ ଫୁଲଡ୍ରେସ୍‌ ରିହର୍ସାଲ୍‌ ହୋଇଥିବା ଜଣାପଡିଛି । କୋଭିଡ କଟକଣା ପରେ ଏଥର ୪୩ରୁ ଅଧିକ ଟ୍ରୁପ ଭାଗ ନେବେ । ପୋଲିସ, ସଶସ୍ତ୍ର ବାହିନୀ, କମାଣ୍ଡୋ, ଆନ୍ଧ୍ର ପୋଲିସର ଗୋଟିଏ ଟ୍ରୁପ, ସିଭିଲିଆନଙ୍କ ଅଂଶଗ୍ରହଣ କରିବେ ବୋଲି
Read More...

ସମ୍ଭବ ମିଶ୍ରଙ୍କୁ ମିଳିଲା ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାର ସମ୍ଭବ ମିଶ୍ରଙ୍କୁ ରାଷ୍ଟ୍ରୀୟ ବାଲ୍ ପୁରସ୍କାର- ୨୦୨୩ରେ ସମ୍ମାନିତ କରିଛନ୍ତି । ଚଳିତ ବର୍ଷ କଳା ଓ ସଂସ୍କୃତି କ୍ଷେତ୍ରରେ ୪ ଜଣ, କ୍ରୀଡ଼ା ପାଇଁ ୩ ଜଣ, ନବସୃଜନ ପାଇଁ ୨ ଜଣ, ସମାଜସେବା ଏବଂ ବୀରତ୍ୱ କ୍ଷେତ୍ରରେ ଜଣେ ଲେଖାଏଁ
Read More...

ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳିତ

ସଇଁନ୍ତଲା, (କେପିଏନ୍‌ଏସ୍‌) : ସଇଁନ୍ତଲା ସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ବରିଷ୍ଠ ଆଇନଜୀବୀ ରାଧେଶ୍ୟାମ ସାହୁ ମୁଖ୍ୟ ଅତିଥି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନଗେନ୍ଦ୍ର ବସ୍ତିଆ ମୁଖ୍ୟବକ୍ତା, ନାରାୟଣ ଦାଶ
Read More...

ବଲାଙ୍ଗିର ଲୋକ ଉତ୍ସବ-୨୦୨୩ର ଚତୁର୍ଥ ସଂଧ୍ୟା

କୋଶଳ କଳାମଣ୍ଡଳର ଲୋକ ଉତ୍ସବ ମଞ୍ଚରୁ ରାଜନୀତି କରାନଯାଉ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ମଧ୍ୟଭାଗରେ ଥିବା ଐତିହାସିକ କୋଶଳ କଳାମଣ୍ଡଳ ପଡିଆର ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ । ଲୋକ ଉତ୍ସବର ମଞ୍ଚରେ ସମସ୍ତେ ବିକାଶ ପାଇଁ ଏକ ହୁଅନ୍ତୁ କିନ୍ତୁ ମଞ୍ଚରୁ ରାଜନୀତି
Read More...