Yearly Archives

2023

ଜାତୀୟ କନ୍ୟା ଦିବସରେ ଆଲୋଚନାଚକ୍ର

ନାରୀମାନେ ହିଁ ସମାଜ ସଂସ୍କାରକ ବୌଦ୍ଧ, (ମମତା ମହାକୁର) : ନାରୀମାନେ ହିଁ ସମାଜର ସଂସ୍କାରକ ବୋଲି ଜାତୀୟ କନ୍ୟାରତ୍ନ ଦିବସରେ ଏକ ଆଲୋଚନାଚକ୍ର ଶିକ୍ଷକ ରଂଜୁ ଅମାତଙ୍କ ଆବହକତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ସମୀର କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ବୌଦ୍ଧ
Read More...

ଲିଖିତ ପ୍ରତିଶୃତି ପରେ ସ୍କୁଲ ଗେଟ ତାଲା ଖୋଲିଲା

ବକଟୀ, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଆଗଲପୁର ବ୍ଲକ ବକଟୀ ପଂଚାୟତ ବକଟୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଗ୍ରାମବାସୀ ସ୍କୁଲ ଗେଟରେ ତାଲା ପକାଇଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁସାରେ, ଏସ୍‌ଏନ୍‌ସିୟୁରେ ପିଟିଏ ଓ ଗ୍ରାମବାସୀ ମାନଙ୍କ ତରଫରୁ
Read More...

ପଖନମୁଣ୍ଡା ବିଦ୍ୟାଳୟରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଆଜି ମାନ୍ଦଲା କ୍ଲଷ୍ଟର ଅଧିନସ୍ଥ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିରଂଚି ନାରାୟଣ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ
Read More...

ଶାଶୁ ଘରେ ନିର୍ଯ୍ୟାତନା ଦେଉଥିବା ଅଭିଯୋଗରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ କିରାବାହାଲର ଜଣେ ମହିଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ କିରାବାହାଲରେ ଜଣେ ମହିଳା ନିଜ ଶାଶୁ ଘରେ ଶାଶୁ ଶ୍ୱଶୁର ଓ ତାଙ୍କ ସ୍ୱାମୀଙ୍କ ଠାରୁ ନିର୍ଯ୍ୟାତନାର ଶିକାର ହୋଇ ଉଚିତ୍‌ ନ୍ୟାୟ ପାଇବା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମହିଳା ଜଣକ ହେଲେ
Read More...

ନେତାଜୀଙ୍କ ସ୍ୱପ୍ନର ଭାରତବର୍ଷ ଗଢି ତୋଳିବାକୁ ଆଉ ଏକ ସ୍ୱାଧୀନତା ଆନ୍ଦୋଳନର ଆବଶ୍ୟକତା ଅଛି : ସୁନ୍ଦରଗଡ ଜିଲ୍ଲା…

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତବର୍ଷ ସ୍ୱାଧୀନତା ସଂଗ୍ରାମର ଆପୋଷହୀନ ଧାରାର ବଳିଷ୍ଠ ଯୋଦ୍ଧା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ସୁନ୍ଦରଗଡ ଜିଲ୍ଲା ତରଫରୁ ବର୍ଷ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଦେଇ ଆଜି ଉଦ୍‌ଯାପିତ ହୋଇଛି । ଏହି ଉପଲକ୍ଷେ ସେକ୍ଟର
Read More...

ଜାନୁଆରୀ ୨୫ରୁ ଶ୍ରୀ ଜଗନ୍ନାଥ ଯାତ୍ରା ପର୍ଯ୍ୟଟନ ଟ୍ରେନ୍‌ ଚଳାଚଳ

ଭୁବନେଶ୍ୱର : ଜାନୁଆରୀ ୨୫ ତାରିଖରୁ ଶ୍ରୀ ଜଗନ୍ନାଥ ଯାତ୍ରା ପର୍ଯ୍ୟଟନ ଟ୍ରେନ୍‌ ଚଳାଚଳ କରିବ ବୋଲି ଜଣାପଡିଛି । ଏହା ଦିନିଆ ଯାତ୍ରା କରିବାକୁ ଥିବାବେଳେ ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ ଏବଂ ଓଡ଼ିଶାର ପ୍ରସିଦ୍ଧ ତୀର୍ଥସ୍ଥାନ ଦେଇ ଯାତ୍ରା କରିବ । ରେଳବାଇ ପକ୍ଷରୁ ଏନେଇ ସୂଚନା
Read More...

ଓଡିଶା ରାଜ୍ୟ କେଉଁଟ, କୈବର୍ତ୍ତ ଓ ଧିବର ହଟାଓ କ୍ରିୟାନୁଷ୍ଠାନ କମିଟି ତରଫରୁ ଜିଲ୍ଲାପାଳ ଅଫିସ ଘେରାଉ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଓଡିଶା ରାଜ୍ୟ କେଉଁଟ, କୈବର୍ତ୍ତ ଓ ଧିବର ହଟାଓ କ୍ରିୟାନୁଷ୍ଠାନ କମିଟିର ବଲାଙ୍ଗିର ଜିଲ୍ଲା ଶାଖା ତରଫରୁ ଜିଲ୍ଲାପାଳ ଅଫିସ ଘେରାଉ କରାଯାଇଛି । ତେବେ କେଉଁଟ, କୈବର୍ତ୍ତ ଓ ଧିବର ଜାତିର ଲୋକମାନେ ଅନୂସୁଚିତ ଜାତି ବର୍ଗରେ ସାମିଲ ଥିବା ବେଳେ ଏମାନଙ୍କୁ
Read More...

ଶିଳ୍ପୀ ଓମ୍ ପ୍ରକାଶ ସାହୁଙ୍କ ବାଳୁକା କଳା ପ୍ରଦର୍ଶନୀ ଉଦ୍‌ଯାପିତ

ତୁଷୁରା, (କେପିଏନ୍‌ଏସ୍‌) : ୨୩ ଜାନୁଆରୀ ଦିନ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ପେନ୍ଦିମୁଣ୍ଡା ତୁଷୁରା ସ୍ଥିତି ତେଲ ନଦୀରେ ବାଳୁକା ଶିଳ୍ପୀ ଓମ୍ ପ୍ରକାଶ ସାହୁଙ୍କ ନିର୍ମିତ ୩୬ ଫୁଟ୍ ଉଚ୍ଚତା ବିଶିଷ୍ଟ ନେତାଜୀଙ୍କ ବାଳୁକା ପ୍ରତିମୂର୍ତ୍ତିରେ ସାମୁହିକ
Read More...

ଭାରତୀୟ ଯୁବ ହଷ୍ଟେଲ ରାଉରକେଲା ଶାଖା ତରଫରୁ ସେଲ ଗୌରବ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨ ସ୍ଥିତ ମାକ୍ସମୁଲାର ଭବନଠାରେ ଭାରତୀୟ ଯୁବ ହଷ୍ଟେଲ ତରଫରୁ ସେଲ ଗୌରବ ଦିବସ ପାଳିତ ହୋଇଯାଇଛି । ହଷ୍ଟେଲର ଅଧ୍ୟକ୍ଷ ବୁଦ୍ଧଦେବ ବାସୁଙ୍କ ଅଧ୍ୟକ୍ଷତା ଓ ଅନୀଲ ମଲ୍ଲିକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କାର୍ମିକ ନିର୍ବାହୀ
Read More...

ଦିଲ୍ଲୀରେ ଭୂମିକମ୍ପ ଝଟକା

ନୂଆଦିଲ୍ଲୀ : ଦିଲ୍ଲୀ-ଏନସିଆରରେ ଭୂମିକମ୍ପ । ମଙ୍ଗଳବାର ଅପରାହ୍ନରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୮ ରହିଥିଲା । ଭୂମିକମ୍ପ ଝଟକା କେବଳ ଦିଲ୍ଲୀ-ଏନସିଆରରେ ନୁହେଁ, ଉତ୍ତରପ୍ରଦେଶର ରାମପୁରରେ ମଧ୍ୟ ଅନୁଭୂତ ହୋଇଛି । ୫ ସେକେଣ୍ଡ ପାଇଁ ଦିଲ୍ଲୀ ଓ ଏହାର
Read More...