ତେରେସିଂହା ଉଚ୍ଚ ବିଦ୍ୟାଳୟର ୪୨ତମ ବାର୍ଷିକୋତ୍ସବ : ଲକ୍ଷ୍ୟଯୁକ୍ତ ଶିକ୍ଷା ହିଁ ସଫଳତାର ଚାବିକାଠି
କଳାହାଣ୍ଡି, (ନରୋତ୍ତମ ସେଲମା) : କଠିନ ଅଧ୍ୟବସାୟ, ଏକାଗ୍ରତା ଓ ଲକ୍ଷ୍ୟଯୁକ୍ତ ଶିକ୍ଷା ଆହରଣ କଲେ ଜଣେ ଶିକ୍ଷାର୍ଥୀ ନିଶ୍ଚିତ ଭାବେ ସଫଳ ହୋଇପାରିବ । ତେଣୁ ସମସ୍ତେ ଛାତ୍ରଛାତ୍ରୀ ମାନେ ଭଲମଣିଷ ହେବା ପାଇଁ ପାଠପଢିବା ଉଚିତ୍ ବୋଲି ଐତିହାସିକ ଗାଁ ତେରେସିଂହା ଉଚ୍ଚ ବିଦ୍ୟାଳୟ ୪୨ତମ!-->…
Read More...
Read More...