Yearly Archives

2023

୭୪ତମ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ…

ନୂଆଦିଲ୍ଲୀ, (ପିଆଇବି) :ପ୍ରିୟ ଦେଶବାସୀ,୧) ୭୪ତମ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ମୁଁ ଦେଶବିଦେଶରେ ରହୁଥିବା ସବୁ ଭାରତୀୟଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ଯେଉଁଦିନଠାରୁ ଦେଶର ସମ୍ବିଧାନ ପ୍ରଚଳିତ ହେଲା, ସେହିଦିନଠାରୁ ଏଯାବତ ଆମର ଯାତ୍ରା ବେଶ୍ ଚମତ୍କାର ରହିଆସିଛି । ଆମର
Read More...

ଆଜି ପବିତ୍ର ସରସ୍ୱତୀ ପୂଜା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ସରସ୍ୱତୀ ପୂଜା । ସରସ୍ୱତୀ ପୂଜା ମାଘମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥି ଦିନ ପାଳନ କରାଯାଏ । ବିଦ୍ୟାପ୍ରାପ୍ତି ନିମିତ୍ତ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ବିଦ୍ୟାଦାୟିନୀ, ହଂସବାହିନୀ, ବୀଣା ପୁସ୍ତକ ଧାରିଣୀ ଦେବୀ ସରସ୍ୱତୀଙ୍କର ପୂଜା ଓ ଆରାଧନା ଏହି
Read More...

କଳା କ୍ଷେତ୍ରରେ ପଦ୍ମଶ୍ରୀ ପୁରସ୍କାର ପାଇବେ ବିଶ୍ୱ ପ୍ରସିଦ୍ଧ ରଙ୍ଗବତୀ ଗୀତର ମହିଳା କଣ୍ଠଶିଳ୍ପୀ କ୍ରିଷ୍ଣା ପଟେଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : କଳା କ୍ଷେତ୍ରରେ ପଦ୍ମଶ୍ରୀ ପୁରସ୍କାର ପାଇବେ ବିଶ୍ୱ ପ୍ରସିଦ୍ଧ ରଙ୍ଗବତୀ ଗୀତର ମହିଳା କଣ୍ଠଶିଳ୍ପୀ କ୍ରିଷ୍ଣା ପଟେଲ । ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ପଦ୍ମ ପୁରସ୍କାର ତାଲିକାରୁ ଏହା ଜଣାପଡ଼ିଛି । ରଙ୍ଗବତୀ ଗୀତ କହିଲେ କିଏ ବା
Read More...

ଭଦ୍ରା ସ୍କୁଲର ୫ଟି କାର୍ଯ୍ୟ ତଦାରଖ କଲେ ଜିଲ୍ଲାପାଳ

ସଇଁନ୍ତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଭଦ୍ରା ସ୍କୁଲରେ ତୃତୀୟ ପର୍ଯ୍ୟାୟରେ ୫ଟି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏହାର ତଦାରଖ କରିବା ପାଇଁ ଜିଲ୍ଲାପାଳ ଚାଞ୍ଚଳ ରାଣା ଗସ୍ତ କରି ତଦାରଖ କରିଛନ୍ତି । ଠିକ୍‌ ଭାବରେ କାର୍ଯ୍ୟ ହେବା ସହ ଶୀଘ୍ର ଶେଷ କରିବା ପାଇଁ
Read More...

ବଲାଙ୍ଗିରରେ ସପ୍ତାହ ବ୍ୟାପି ଶିଶୁ କନ୍ୟା ଦିବସର ଶୁଭାରମ୍ଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗିର ତରଫରୁ ସପ୍ତାହ ବ୍ୟାପି ଶିଶୁ କନ୍ୟା ଦିବସ ପାଳନର ଶୁଭାରମ୍ଭ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନାରୁ ପୁଇଁନ୍ତଲା ଓ ବଲାଙ୍ଗିର ବ୍ଲକର ପ୍ରାୟ ୩୫୦ ଜଣ ହାଇସ୍କୁଲ ଓ ଯୁକ୍ତଦୁଇ ଛାତ୍ରଛାତ୍ରୀ ଏକ ସଚେତନତା
Read More...

ଶିବତଲା ପଂଚାୟତର ବିଭିନ୍ନ ଗାଁ ବୁଲିଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ନିଜ ନିର୍ବାଚନୀ ମଣ୍ଡଳି ଅନ୍ତର୍ଗତ ବଲାଙ୍ଗିର ସଦର ବ୍ଲକର ଶିବତଲା ପଂଚାୟତ ବିଭିନ୍ନ ଗାଁ ବୁଲିଥିଲେ । ପ୍ରଥମେ ସେ ପଂଚାୟତ ଅନ୍ତର୍ଗତ ଆଡେନ ଡୁଙ୍ଗୁରି ଯାଇ ସେଠାରେ ଚାଲିଥିବା ନାମଯଜ୍ଞରେ ସାମିଲ ହେବା ସହ ସେଠାକାର
Read More...

ଆଙ୍ଗୋଲିଆ ୬୬୨ ବଲାଙ୍ଗିର ଜିଲ୍ଲାର ଦାବୀପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦିବା ଘ.୧୦ ସମୟରେ ବଲାଙ୍ଗିର ଜିଲ୍ଲା ଅଲ୍‌ ଓଡିଶା ସରକାରୀ ଅଧ୍ୟାପକ ଏମ୍‌ପ୍ଲଇ ଏସୋସିଏସନ (ଆଙ୍ଗୋଲିଆ) ୬୬୨ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଜିଲ୍ଲା ସଭାପତି ତଥା ରାଜ୍ୟ ଉପସଭାପତି ପ୍ରଣବ କୁଅଁରଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳୀନ ଗୁରୁତ୍ୱପୂର୍ଣ୍ଣ
Read More...

ରାଜ୍ୟସ୍ତରୀୟ କବିତା ସଂକଳନ ଶୁଭ୍ରା ଉନ୍ମୋଚନ ଓ କବିତା ପାଠୋତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସାଧାରଣତନ୍ତ୍ର ଦିବସ ମହୋତ୍ସବ ଅବସରରେ ଆନନ୍ଦ ସେବା ସଦନ, କୁଞ୍ଜର ପକ୍ଷରୁ ଏକ କବିତା ପାଠୋତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ହିରଣମୟୀ ମହାପାତ୍ରଙ୍କ ସଭାପତିତ୍ୱରେ ଏକ କବିତା ପାଠ ଉତ୍ସବ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ
Read More...

ରେଙ୍ଗାଲୀ ରୟାଲ ଷ୍ଟ୍ରାଇକର କ୍ରିକେଟ ମ୍ୟାଚ୍‌ ଉଦ୍‌ଯାପିତ

ସଇଁନ୍ତଲା, (କେପିଏନ୍‌ଏସ୍‌) : ସଇଁନ୍ତଲା ବ୍ଲକ ଅନ୍ତର୍ଗତ କୁଇକେଡା ପଞ୍ଚାୟତ ଆମ୍ବଗଛ ଖେଳପଡିଆ ଠାରେ ୪ର୍ଥ ରେଙ୍ଗାଲୀ ରୟାଲ ଷ୍ଟ୍ରାଇକର କ୍ରିକେଟ ମ୍ୟାଚ୍‌ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ବ୍ଲକ ତଥା ବ୍ଲକ ବାହାରୁ ୧୬ଟି ଟିମ୍‌ ଖେଳିବା ପାଇଁ ଆସିଥିବା ବେଳେ ଫାଇନାଲ ମ୍ୟାଚ୍‌ଟି ପିପଲପଦର
Read More...

ସୁବର୍ଣ୍ଣପୁରରେ ଜାତୀୟ ମତଦାତା ଦିବସ ପାଳିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଜାତୀୟ ସଙ୍ଗୀତ ଗାନ ପରେ ସମସ୍ତ ମତଦାତାଙ୍କୁ ସଂକଳ୍ପ
Read More...