Yearly Archives

2023

ରାଜ୍ୟ ସ୍ୱଳ୍ପ ସଞ୍ଚୟ ସହନିର୍ଦ୍ଦେଶକଙ୍କୁ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଦାୟିତ୍ଵ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରସ୍ଥ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ଭାବେ ହରିଚରଣ ମିଶ୍ର ପୁଣି ଗଞ୍ଜାମ ଜିଲ୍ଲାର ଛତ୍ରପୁରଠାରେ ସୋମବାର ଯୋଗଦାନ କରିଛନ୍ତି । ଏଠାରେ ପ୍ରକାଶ ଥାଉକି, ଚଳିତ ମାସ ୨୩ ତାରିଖରେ ଶ୍ରୀ ମିଶ୍ର ଏହି ଜିଲ୍ଲାରୁ
Read More...

ଆବାସ ଯୋଜନାରୁ ବାଦ ପଡିଥିବା କଅଁସର ପଂଚାୟତବାସୀ ଘେରିଲେ ବ୍ଲକ କାର୍ଯ୍ୟାଳୟ

ସଇଁନ୍ତଲା, (କେପିଏନ୍‌ଏସ୍‌) : କେନ୍ଦ୍ର ସରକାର ଗରିବ ଲୋକଙ୍କ ପାଇଁ ଅନେକ ଯୋଜନା କରିବା ସାଙ୍ଗକୁ କେହି ଜଣେ ବ୍ୟକ୍ତି ମଧ୍ୟ ମାଟି ଘରେ ରହିବେ ନାହିଁ ବୋଲି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ଘର ଯୋଗାଉଛନ୍ତି, ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କଅଁସର
Read More...

ଲୋୟର ସୁକତେଲ ପ୍ରକଳ୍ପସ୍ତରୀୟ ଥଇଥାନ ଓ ପୁର୍ନବାସ ବୈଠକ

ଶତପ୍ରତିଶତ ବିସ୍ଥାପିତ ଓ ପ୍ରଭାବିତଙ୍କୁ ଉଚିତ କ୍ଷତିପୂରଣ ମିଳୁ - ନରସିଂହପୁର୍ନବାସ କଲୋନୀରେ ପିଇବା ପାଣି ବିଜୁଳି ଯୋଗାଣରେ ଗୁରୁତ୍ୱ ଦେଲେ ଜିଲ୍ଲାପାଳ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପସ୍ତରୀୟ ଥଇଥାନ ଓ
Read More...

ଚାକିରିରୁ ବିଦା ହେଲେ ଏସ୍‌ଆଇ ଗୋପାଳକୃଷ୍ଣ ଦାସ

ଝାରସୁଗୁଡା : ଚାକିରିରୁ ବିଦା ହୋଇଛନ୍ତି ଏଏସ୍‌ଆଇ ଗୋପାଳକୃଷ୍ଣ ଦାସ । ସୂଚନା ଅନୁସାରେ ଗତକାଲି ବ୍ରଜରାଜନଗରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିଲେ କର୍ତ୍ତବ୍ୟରତ ଗାନ୍ଧୀଛକ ଫାଣ୍ଡି ଏଏସ୍‌ଆଇ ଗୋପାଳକୃଷ୍ଣ ଦାସ । ଆଜି ତାଙ୍କୁ ଝାରସୁଗୁଡା ଏସ୍‌ପି ଚାକିରିରୁ
Read More...

ସରପଞ୍ଚଙ୍କ ବର୍ଜନ ସତ୍ତ୍ୱେ କପିଲାଭଟା ପଞ୍ଚାୟତରେ ହେଲା ଗ୍ରାମସଭା

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଆଜି ସରପଞ୍ଚମାନେ ଗ୍ରାମସଭାକୁ ବର୍ଜନ କରିଥିବା ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ କୁଳମଣି ମେହେରଙ୍କ ଉପସ୍ଥିତିରେ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା । ଏଥିରେ
Read More...

ସାଲେପାଲି ରୋଡରେ ଲୁଟେରାଙ୍କ ଆକ୍ରମଣର ଶିକାର ହେଲେ ପିକ୍‌ଅପ୍‌ ଗାଡି ଚାଳକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଦିନକୁ ଦିନ ଲୁଟ, ତରାଜ, ଡକାୟତି ଭଳି ଅନେକ ଅପରାଧିକ ମାମାଲା ବଢି ବଢି ଚାଲିଥିବା ବେଳେ ଆଜି ପୁଣି ରେଲୱେ ଷ୍ଟେସନ ନିକଟସ୍ଥ ସାଲେପାଲିପଡା ଠାରେ ଲୁଟେରାଙ୍କ ଆକ୍ରମଣର ଶିକାର ହୋଇ ଟାଉନ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଜଣେ ପିକ୍‌ଅପ୍‌ ଗାଡିର
Read More...

ବରକେରା ବିଦ୍ୟାଳୟରେ ଶହୀଦ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ଶହୀଦ ଦିବସ ପାଳିତ ହୋଇଯାଇଛି । ତତ୍ ସହିତ ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ମୃତ୍ୟୁ ନିମନ୍ତେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ସତ୍ୟବାଦୀ ଯୁଗର
Read More...

କୁଷ୍ଠ ରୋଗୀଙ୍କୁ ଶୀତ ବସ୍ତ୍ର ବଣ୍ଟନ କଲେ ଥାନା ଅଧିକାରୀ

ସଇଁନ୍ତଲା, (କେପିଏନ୍‌ଏସ୍‌) : ମାନବ ସେବା ହିଁ ମାଧବ ସେବା । ତେବେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ପରିସରରେ ଆଜି ଥାନା ଅଧିକାରୀ ଅବନୀ ସାହୁ, ଏସ୍‌ଆଇ ସଙ୍ଗୀତା ବେଙ୍କ, ଏସ୍‌ଆଇ ଆଲୋକ ପ୍ରସାଦ ଭୋଇ ଏବଂ ସମାଜସେବୀ ଓମ୍‌ ପ୍ରକାଶ ଅଗ୍ରୱାଲ ପ୍ରମୁଖଙ୍କ ଉପସ୍ଥିତରେ କୁଷ୍ଠ ରୋଗୀମାନଙ୍କୁ
Read More...

ମହାତ୍ମାଗାନ୍ଧୀଙ୍କ ମହାପ୍ରୟାଣ ଶହୀଦ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବେରବୋଇ ସ୍ଥିତ ଗାନ୍ଧୀ ସ୍ମୃତିପୀଠ ଠାରେ ମହାତ୍ମାଗାନ୍ଧୀଙ୍କ ମହାପ୍ରୟାଣ ତଥା ୭୫ତମ ଶହୀଦ ଦିବସ ପାଳିତ ହୋଇଯାଇଛି । ସର୍ବପ୍ରଥମେ ପ୍ରାତଃ ସମୟରେ ଗାନ୍ଧୀ ସ୍ମୃତିପୀଠ ପରିସରରେ ରାଜ୍ୟ ସଂସ୍କୃତି ବିଭାଗ ଦ୍ୱାରା ନୂତନ
Read More...

ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସ ଏବଂ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ସମାପନ

ମ.ରାମପୁର, (ହେମନ୍ତ ସାହୁ) : ରାହୁଲ ଗାନ୍ଧୀ ଗତ ପ୍ରାୟ ୫ ମାସରୁ ଅଧିକ ହେଲା ତାଙ୍କ ଭାରତ ଯୋଡ କାର୍ଯ୍ୟକ୍ରମ କରି ପଦଯାତ୍ରା ଆରମ୍ଭ କରିଥିଲେ । ଏହି ପଦଯାତ୍ରା କନ୍ୟାକୁମାରୀଠାରୁ ଆରମ୍ଭ କରି ଆଜି ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସରେ କାଶ୍ମୀରରେ ପହଞ୍ଚି ତ୍ରିରଙ୍ଗା ପତାକା ଉତ୍ତୋଳନ
Read More...