jsm

କୁଷ୍ଠ ରୋଗୀଙ୍କୁ ଶୀତ ବସ୍ତ୍ର ବଣ୍ଟନ କଲେ ଥାନା ଅଧିକାରୀ

csstore

ସଇଁନ୍ତଲା, (କେପିଏନ୍‌ଏସ୍‌) : ମାନବ ସେବା ହିଁ ମାଧବ ସେବା । ତେବେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ପରିସରରେ ଆଜି ଥାନା ଅଧିକାରୀ ଅବନୀ ସାହୁ, ଏସ୍‌ଆଇ ସଙ୍ଗୀତା ବେଙ୍କ, ଏସ୍‌ଆଇ ଆଲୋକ ପ୍ରସାଦ ଭୋଇ ଏବଂ ସମାଜସେବୀ ଓମ୍‌ ପ୍ରକାଶ ଅଗ୍ରୱାଲ ପ୍ରମୁଖଙ୍କ ଉପସ୍ଥିତରେ କୁଷ୍ଠ ରୋଗୀମାନଙ୍କୁ ଶୀତ ବସ୍ତ୍ର ବଣ୍ଟନ କରିଥିଲେ । ଯାହା ଦ୍ୱାରା କୁଷ୍ଟ ରୋଗୀମାନଙ୍କ ମଧ୍ୟରେ ଅନେକ ଉତ୍ସାହିତ ଦେଖିବା ସହ ପୁଲିସ କର୍ମଚାରୀମାନଙ୍କୁ ଆଶୀର୍ବାଦ ଜ୍ଞାପନ କରିଥିଲେ । ଏଭଳି ଏକ ମହତ କାର୍ଯ୍ୟ ପାଇଁ ବୁଦ୍ଧିଜୀବୀ ମହଲରୁ ପ୍ରଶଂସାର ସୁଅ ଛୁଟୁଛି ।

yuvodaya
Leave A Reply

Your email address will not be published.