ପ୍ରିନ୍ସ କ୍ଲବ୍ ପକ୍ଷରୁ ୬ଷ୍ଠ ଫୁଟବଲ ପ୍ରତିଯୋଗିତା ଉଦ୍ଯାପିତ
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତ ଅନ୍ତର୍ଗତ ମୁରସିଂ ପ୍ରିନ୍ସ କ୍ଲବ୍ ପକ୍ଷରୁ ହୋଇ ଆସୁଥିବା ୬ଷ୍ଠ ଫୁଟବଲ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି । ମଙ୍ଗଳବାର ଦିନ ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦେଓଗାଁ ବ୍ଲକ ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର!-->…
Read More...
Read More...