Yearly Archives

2023

ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ସମନ୍ୱୟ କମିଟି ପ୍ରସ୍ତୁତି ବୈଠକ

ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରାର ସୁପରିଚାଳନା ପାଇଁ ମଙ୍ଗଳବାର ସର୍କିଟ ହାଉସଠାରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ସମନ୍ୱୟ କମିଟି ପ୍ରସ୍ତୁତି ବୈଠକ ଶେଷ ହୋଇଯାଇଛି । ପୂର୍ବବର୍ଷ ପରି ଏଥର ମଧ୍ୟ ଭୋର ୩ଟାରେ ମନ୍ଦିର ଖୋଲାଯାଇ
Read More...

ପ୍ରେରଣା ଗ୍ରୀନ ଆର୍ମି ପକ୍ଷରୁ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବରେ ସାମ୍ବାଦିକ ସତ୍ୟ ସୁନ୍ଦର ଭଞ୍ଜ ସମ୍ବର୍ଦ୍ଧିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗୀତାଗୋବିନ୍ଦ ସଦନରେ ପ୍ରେରଣା ଗ୍ରୀନ ଆର୍ମି ପକ୍ଷରୁ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର କମାଣ୍ଡାଣ୍ଟ ଇନ୍‌ ଚିଫ୍‌ ଡ. ଦିଲିପ ଶ୍ରୀଚନ୍ଦନଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ମୁଖ୍ୟ
Read More...

ଆନ୍ତର୍ଜାତୀୟ କରାଟେ ପ୍ରତିଯୋଗିତାରେ ରାଉରକେଲା ପ୍ରତିଯୋଗୀଙ୍କ କୃତିତ୍ୱ ହାସଲ

ରାଉରକେଲା, (ସସ୍ମିତା ପ୍ରଧାନ) : ମହିରା ସୁତକାନେ କରାଟେ ଆସୋସିଏସନ୍‌ର ୬ଷ୍ଠ ଆନ୍ତର୍ଜାତୀୟ କରାଟେ ଚମ୍ପିୟାନସିପ ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର ସ୍ୱର୍ଣ୍ଣଭାରତୀ ଇଣ୍ଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ଭାଇଜାଗର ବିଧାୟକ ପି ଜି ଭିଆର ନାଇଡୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି
Read More...

ଅନ୍ୟାୟ ରିଭର୍ଟ ପ୍ରତିବାଦରେ ସପରିବାର ଦେବେ ଧାରଣା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅନ୍ୟାୟ ରିଭର୍ଟ ପ୍ରତିବାଦରେ ଲୁଚନ ମୁନାଙ୍କ ସପରିବାର ଧାରଣା ଦେବେ ବୋଲି ଲୁଚନ ମୁନା ଡିଏଫ୍‌ଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି । ସୂଚନା ଅନୁସାରେ ଝାରବନ୍ଧ କେନ୍ଦୁପତ୍ର ପୂର୍ବ ରେଞ୍ଜ ଚୁହାପାଲିଠାରେ ଲୁଚନ ମୁନା ହେଡ ଚେକର ଭାବରେ କାର୍ଯ୍ୟରତ ଥିଲେ ।
Read More...

ବରପାଲିପଡାର କଫସିରଫ ବେପାରୀକୁ ଗିରଫ କଲା ବଲାଙ୍ଗିର ଟାଉନ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନକୁ ଦିନ ବଲାଙ୍ଗିର ସହରରେ କଫସିରଫ ଚୋରା ଚାଲାଣ ମାମଲା ବଢି ବଢି ଚାଲିଥିବା ବେଳେ ବଲାଙ୍ଗିର ଟାଉନ ପୋଲିସ ସହରର ବରପାଲିପଡା ଠାରେ ଚଢାଉ କରି ଦଫା-୨୭୪/୨୭୫ ଭା.ଦ.ଆରେ ଜଣେ ଯୁବକଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ୨୬ଟି ସିଲ ଥିବା ଏସକଫ କଫସିରଫ ବୋତଲ ଓ
Read More...

ଖପ୍ରାଖୋଲରେ ବୁଥ୍‌ ଲେଭେଲ୍‌ ଅଫିସରଙ୍କୁ ନେଇ ବ୍ଲକସ୍ତରୀୟ ବୈଠକ

ଆନ୍ତରିକତା ସହ କର୍ତ୍ତବ୍ୟ କରିବାକୁ ଆହ୍ୱାନ ଖପ୍ରାଖୋଲ, (ଅଶୋକ ବାଗ) : ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟର ନୂତନ ସଭାଗୃହଠାରେ ବୁଥ୍‌ ଲେଭେଲ୍‌ ଅଫିସରଙ୍କୁ ନେଇ ଏକ ବ୍ଲକସ୍ତରୀୟ ବୈଠକ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ବିକାଶ ବାର୍ଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ
Read More...

ୟୁନିଟି ଇନ୍ କ୍ରିଏଟିଭିଟିର ଗ୍ରାଣ୍ଡ ଫିନାଲେରେ ସମ୍ମାନିତ ହେଲେ ଶିଶିର କୁମାର ପାଣିଗ୍ରାହୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ୟୁନିଟି ଇନ୍ କ୍ରିଏଟିଭିଟିର ଗ୍ରାଣ୍ଡ ଫିନାଲେରେ ରାଜ୍ୟ ତଥା ଜାତୀୟ ସ୍ତରରେ ସମ୍ମାନିତ ହୋଇଛନ୍ତି ବରଗଡ ଜିଲ୍ଲା ପଦ୍ମପୁର ଜମଲାର ଶିଶିର କୁମାର ପାଣିଗ୍ରାହୀ । ସୂଚନାଯୋଗ୍ୟ ଯେ, ଆଜାଦି କା ଅମୃତ
Read More...

ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବୈଠକ ଅନୁଷ୍ଠିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କରୁଆମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅଣ୍ଡାଲପୁରି ଗାଁରେ ବିଭିନ୍‌ନ୍ନ ସମସ୍ୟାର ସମାଧାନ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗାଁ ସ୍କୁଲରେ ପିଇବା ପାଣିର ସମସ୍ୟା, ଗାଁର ନଳକୂପ ଗୁଡ଼ିକରେ ଗୋଲିଆ ପାଣି
Read More...

ଜାମସରଠାରେ ସାଇକେଲକୁ ପଛପଟୁ ଧକ୍କା ଦେଲା ବାଇକ୍‌ : ୨ ଗୁରୁତର ବଲାଙ୍ଗିର ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର-ବରଗଡ ରାସ୍ତା ଜାମସରଠାରେ ଏକ ସଡକ ଦୁର୍ଘଟଣା ଘଟି ଦୁଇ ଜଣ ଗୁରୁତର ଅବସ୍ଥାରେ ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲଠାରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ, ଟେଭାଡୁଙ୍ଗୁରୀର ବାଇକ୍‌ ଆରୋହୀ ସୂର୍ଯ୍ୟକାନ୍ତ ବରିହା ବଲାଙ୍ଗିରରୁ ଫେରୁଥିବା
Read More...

ରାମଚଣ୍ଡୀ ମନ୍ଦିରରେ ସପ୍ତ-ମହାଯଜ୍ଞ ଓ ନବଦିନାତ୍ମକ ଯଜ୍ଞାନୁଷ୍ଠାନ ମହୋତ୍ସବ ଆରମ୍ଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟରେ ଅବସ୍ଥାପିତ ପୁରାଣ ପ୍ରସିଦ୍ଧ ଶକ୍ତିପୀଠ ମା' ରାମଚଣ୍ଡୀଙ୍କ ନୂତନ ମନ୍ଦିର, ପ୍ରାସାଦ ଏବଂ ପାର୍ଶ୍ଵ ଦେବା ଦେବୀଙ୍କ ମୂର୍ତ୍ତି ପ୍ରତିଷ୍ଠା ନିମନ୍ତେ ସପ୍ତ-ମହାଯଜ୍ଞ ଓ ନବଦିନାତ୍ମକ ଯଜ୍ଞାନୁଷ୍ଠାନ ମହୋତ୍ସବ ଆରମ୍ଭ ହୋଇଯାଇଛି ।
Read More...