Yearly Archives

2023

ପଞ୍ଚାୟତ ସମିତି ମହାବିଦ୍ୟାଳୟଠାରେ ୪୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବେଲପଡା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ବେଲପଡା ପଞ୍ଚାୟତ ସମିତି ମହାବିଦ୍ୟାଳୟରେ ଆଜି ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ‌ ପାଟଣାଗଡ଼ ବିଧାୟକ ତଥା ଓଡ଼ିଶା ସରକାରଙ୍କ ଉପମୁଖ୍ୟ ସଚେତକ ସରୋଜ କୁମାର ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ
Read More...

ଖୋର୍ଦ୍ଧା ଜିଲ୍ଲା ଗ୍ରାମାଞ୍ଚଳରେ ପରିବର୍ତ୍ତନ ଆଣିଛି ବିଜୁ ସେତୁ ଯୋଜନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗ୍ରାମାଞ୍ଚଳକୁ ସବୁଦିନିଆ ରାସ୍ତା ସଂଯୋଗୀକରଣ ପାଇଁ ରାଜ୍ୟ ସରକାର ବିଜୁ ସେତୁ ଯୋଜନା ପ୍ରଣୟନ କରିଛନ୍ତି । ଏହି ଯୋଜନାରେ ଖୋର୍ଦ୍ଧା ଜିଲ୍ଲାରେ ଅଦ୍ୟାବଧି ୨୧୯.୫୮ କୋଟି ଟଙ୍କା ବ୍ୟରେ ୫୧ଟି ସେତୁ ନିର୍ମାଣ ହୋଇଛି । ୫୮୮ ଗ୍ରାମର ୧୨.୮୮ ଲକ୍ଷ ଲୋକ ଏଥିରେ
Read More...

ଅରୁନ୍ଧତୀ ଜୁଏଲର୍ସରୁ ସୁନା ଗାଏବ ଘଟଣା : ସୋ’ ରୁମ୍‌ର ମ୍ୟାନେଜରଙ୍କୁ ବାନ୍ଧିଲା ପୋଲିସ୍

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଅରୁନ୍ଧତୀ ଜୁଏଲର୍ସରୁ ସୁନା ଗାଏବ ଘଟଣାରେ ସୋ' ରୁମ୍‌ର ମ୍ୟାନେଜରଙ୍କୁ ବାନ୍ଧିଲା ପୋଲିସ । ସୂଚନା ଅନୁସାରେ ବଡ଼ବଜାର ଥାନା ଅନ୍ତର୍ଗତ ସାନବଜାର ସ୍ଥିତ ଅରୁନ୍ଧତୀ ଜୁଏଲର୍ସ ସୋ’ରୁମ୍‌ରୁ ୩୩ ଲକ୍ଷ ୩୮ ହଜାର ଟଙ୍କାର ସୁନା ଗହଣା ଗାଏବ ହୋଇଥିବା
Read More...

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ଡଙ୍ଗା

କେନ୍ଦ୍ରାପଡ଼ା : ବ୍ରାହ୍ମଣୀ ନଦୀରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ଡଙ୍ଗା । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଏକମାଣିଆ-ନଳପାହି ଘାଟରୁ ଯାଉଥିବା ଯାତ୍ରୀବାହୀ ଡ଼ଙ୍ଗା ବୁଡ଼ି ଯାଇଥିବା ବେଳେ ଡ଼ଙ୍ଗାରେ ଥିବା ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛି । ସୂଚନାନୁଯାୟୀ,
Read More...

ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ ଆସନ୍ତା ୧୦ ଏବଂ ୧୧

ଭୁବନେଶ୍ଵର : ଆସନ୍ତା ଫେବୃଆରୀ ୧୦ ଏବଂ ୧୧ ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ଵର ଓ କଟକ ଆସିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଷ୍ଟ୍ରପତି ୧୦ ତାରିଖ ସକାଳେ ଭୁବନେଶ୍ଵର ବିଜୁପଟ୍ଟନାୟକ
Read More...

ହାଇୱା ଧକ୍କାରେ ବୃଦ୍ଧଙ୍କର ମୃତ୍ୟୁ

ଭଦ୍ରକ : ହାଇୱା ଧକ୍କାରେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗେଲପୁର ଛକରେ ବୁଧବାର ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ, ଗ୍ରାମାଞ୍ଚଳ ଥାନା ଅଧିନ ଗେଲପୁର ଛକ ଠାରେ ଆରଡି ଛକ ସାମରାଇପୁର ଆଦିବାସୀ ସାହିରେ ରହୁଥିବା ଜଟିଆ
Read More...

ନରସିଂହଙ୍କ ବଲାଙ୍ଗିର ବ୍ଲକ ସମୀକ୍ଷା

ଭୁଲ ତଥ୍ୟ ପ୍ରଦାନ କଲେ ଅଧିକାରୀ : ବିଧାୟକ ନରସିଂହ ମିଶ୍ରନିଜ ଭିତରେ ସୁଧାର ଆଣି ଗରିବଙ୍କ ସେବା କରନ୍ତୁ ଅଧିକାରୀ : ବିଧାୟକ ନରସିଂହ ମିଶ୍ରପ୍ରକଳ୍ପ ଗୁଡିକର ବିଳମ୍ବକୁ ନେଇ ଅସନ୍ତୁଷ୍ଟ ହେଲେ ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାଁ ଗହଳିର ଲୋକେ ବିଭିନ୍ନ ଜନହିତକର ଯୋଜନା
Read More...

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି

ଭୁବନେଶ୍ୱର : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି । ଫାଲଗୁନ ମାସ କୃଷ୍ଣପକ୍ଷ ତୃତୀୟା ତିଥିରେ ଶ୍ରୀମନ୍ଦିର ରତ୍ନସିଂହାସନରେ ଦାରୁବ୍ରହ୍ମଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଆଜି ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।
Read More...

ବୋଲେରୋରେ ଯାଉଥିବା ଶାଗୁଆନ ପଟାକୁ ସାଲେପଡା ଗାଁରେ ଜବତ କଲା ବନ ବିଭାଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସାଲେପଡା ଗାଁରେ ଡିଏଫ୍‌ଓଙ୍କ ନିର୍ଦ୍ଦେଶ କ୍ରମେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ଏକ ବୋଲେରୋ ପ୍ଲସ୍ ଗାଡି (ଓଆର୍‌ ୦୩ ଜେ ୧୦୯୪)ରେ ଯାଉଥିବା ୪୬ ଗୋଟି ଶାଗୁଆନ ପଟାକୁ ଜବତ କରାଯାଇଛି । ତେବେ ଏ ସଂପର୍କରେ ଡିଏଫ୍‌ଓ ନିତିଶ କୁମାର ଆଜି
Read More...

ପଣ୍ଡରାପାନି ଗ୍ରାମରେ ବାର୍‌ହା ମାଂସକୁ ଜବତ କଲା ବନ ବିଭାଗ, ସୂଚନା ଦେଲେ ଡିଏଫ୍‌ଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପଣ୍ଡରାପାନି ଗ୍ରାମରେ ବାର୍‌ହା ମାଂସକୁ ଜବତ କରି ଘଟଣାରେ ସଂପୃକ୍ତ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ବନ ବିଭାଗ ବୋଲି ସୂଚନା ଦେଇଛନ୍ତି ଡିଏପ୍‌ଓ ନିତିଶ କୁମାର । ତେବେ ଅଭିଯୁକ୍ତ ଜଣକ ପଣ୍ଡରାପାନି ଗ୍ରାମର ସଞ୍ଜୀବ ବରିହା ହୋଇଥିବା ବେଳେ
Read More...