Yearly Archives

2023

ଷ୍ଟାଡିଅମରେ ଓପନ୍‌ ଜିମ ନିର୍ଯ୍ୟାଣ କାର୍ଯ୍ୟ ଆରମ୍ଭ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିଅମଠାରେ ଗଞ୍ଜାମ ବିଜ୍ଞପିତ ଅଞ୍ଚଳ ତରଫରୁ ଓପନ୍‌ ଜିମ ନିର୍ମାଣ କାର୍ଯ୍ୟ ବୁଧବାର ଆରମ୍ଭ ହୋଇଛି । ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ରଙ୍କ ଉପସ୍ଥିତରେ ସମସ୍ତ ଜିମ ଉପକରଣ ପୋତା
Read More...

ଗଞ୍ଜାମ ଏନ୍‌ଏସି କାର୍ଯ୍ୟାଳୟରେ କର୍ମଚାରୀମାନଙ୍କୁ ନେଇ ବିଭିନ୍ନ ବିଷୟରେ ସମୀକ୍ଷା କରିଛନ୍ତି ଏନ୍‌ଏସି ଇଓ ଅବିନାଶ…

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍‌ଏସି କାର୍ଯ୍ୟାଳୟରେ କର୍ମଚାରୀମାନଙ୍କୁ ନେଇ ବିଭିନ୍ନ ବିଷୟରେ ସମୀକ୍ଷା କରିଛନ୍ତି ଏନ୍‌ଏସି ଇଓ ଅବିନାଶ ମିଶ୍ର । ଟିକସ ଆଦାୟ, ଭେଣ୍ଡିଂ ଜୋନ, ସହରରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ଆଦି ଉପରେ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ ।
Read More...

ଗଞ୍ଜାମ ବ୍ଲକରେ ଶିଶୁଙ୍କୁ ନିମ୍ନ ମାନର ଅଣ୍ଡା ପ୍ରଦାନ ଅଭିଯୋଗ : ପାଣିରେ ଭାସୁଛି ଅଣ୍ଡା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସରକାର ଶିଶୁମାନଙ୍କ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ପୁଷ୍ଟିସାର ଜାତୀୟ ଖାଦ୍ୟ ତଥା ଶିଶୁମାନଙ୍କୁ ଅଣ୍ଡା ମଧ୍ୟ ଯୋଗାଇ ଦେଉଛନ୍ତି କିନ୍ତୁ ବିଭିନ୍ନ ସମୟରେ ଶିଶୁଙ୍କୁ ନିମ୍ନ ମାନର ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଉଥିବା ନେଇ ଅଭିଯୋଗ
Read More...

କଳାହାଣ୍ଡି ଜିଲ୍ଲାରେ ଫାଇଲେରିଆ ନିରାକରଣ ଅଭିଯାନ ସମ୍ପର୍କିତ ଖବରଦାତା ସମ୍ମିଳନୀ

ନର୍ଲା ବ୍ଲକକୁ ଫୋକସ : ସାମୁହିକ ଔଷଧ ସେବନ କଳାହାଣ୍ଡି, (ପି.କେ.ସାହୁ) : ଆଜି କଳାହାଣ୍ଡି ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କନଫରେନ୍ସ ହଲ୍‌ ଠାରେ ରାଷ୍ଟ୍ରୀୟ ବାହକଜନିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଆଗାମୀ ୧୦ରୁ ୧୯ ଫେବୃଆରୀ ପର୍ଯ୍ୟନ୍ତ ହେବାକୁ ଯାଉଥିବା
Read More...

ଧର୍ମଶାଳା ଯୁକ୍ତଦୁଇ ମହାବିଦ୍ୟାଳୟରେ ପୁରଷ୍କାର ବିତରଣୀ ଓ ବିଦାୟ ସମ୍ବର୍ଦ୍ଧନା ସମାରୋହ

ଧର୍ମଶାଳା, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଧର୍ମଶାଳା ଯୁକ୍ତଦୁଇ ମହାବିଦ୍ୟାଳୟରେ ପୁରଷ୍କାର ବିତରଣୀ ଓ ବିଦାୟ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋପାଳ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଡକ୍ଟର ସୌରଭ ରଂଜନ ଖମାରୀ, ବରିଷ୍ଠ
Read More...

ପାଣି ପଞ୍ଚାୟତ ପକ୍ଷ ପାଳନ ଉପଲକ୍ଷେ ଜିଲ୍ଲାସ୍ତରୀୟ ସମାରୋହ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟରେ ପାଣି ପଞ୍ଚାୟତ ପକ୍ଷ ଫେବୃଆରୀ ୧ ତାରିଖଠାରୁ ୧୫ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ପାଣି ପଞ୍ଚାୟତ ପକ୍ଷ ପାଳନ ଉପଲକ୍ଷେ ଆଜି ବଲାଙ୍ଗିର ଜଳସେଚନ ବିଭାଜନ, କ୍ଷୁଦ୍ର ଜଳସେଚନ, ଉଠା ଜଳସେଚନ ବିଭାଗ ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ପାଣି
Read More...

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସୁଦାମ ଚରଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚନ୍ଦନଭାଟିର ଛାତ୍ରୀମାନଙ୍କ ଦ୍ୱାରା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ଏହି ଉଦ୍‌ଯାପନୀ ସଭାରେ ଜିଲ୍ଲା ନୋଡାଲ ଅଫିସର ସୁଦାମ ଚରଣ ଖମାରୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଉଚ୍ଚ
Read More...

ରେଡକ୍ରସ ପରାମର୍ଶଦାତା ତାଲିମ ଶିବିର ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଆଟଗାଁ ହାଇସ୍କୁଲଠାରେ ରାଜ୍ୟସ୍ତରୀୟ ଜୁନିୟର ରେଡକ୍ରସ ପରାମର୍ଶଦାତାମାନଙ୍କ ତାଲିମ ଶିବିର ଉଦ୍‌ଘାଟିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲିପ କୁମାର ଯୋଷୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି
Read More...

ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ

ବରଗଡ଼, (ନିରୋଜ କୁମାର ପାଣୀ) : ଜଳର ଅପଚୟ କି ଜଳକୁ ଦୂଷିତ କରାଯାଉ ନଯାଉ । ବରଗଡ଼ ଜିଲ୍ଲାରେ ପାଣିର ବ୍ୟବହାର ଅଧିକ ଅଟେ । ଏହାର ସଦ୍‌ବିନିଯୋଗ ଦ୍ଵାରା ଆଗାମୀ ପିଢ଼ି ପାଇଁ ଆମେ ଜଳ ସଂରକ୍ଷଣ କରିପାରିବା ବୋଲି ଆଜି ବରଗଡ଼ ଜଳସେଚନ ବିଭାଜନ ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ
Read More...

ରିଷିଡା ଜେ.ଡି କଲେଜର ରୌପ୍ୟ ଜୟନ୍ତୀ ଉଦ୍‌ଯାପିତ

ବିଦ୍ୟା ସହ ଶିକ୍ଷାଲାଭ କରିବା ଜରୁରୀ ଅଟେ କଳାହାଣ୍ଡି, (ନରୋତ୍ତମ ସେଲମା) : ବିଦ୍ୟା ଓ ଶିକ୍ଷା ଭିନ୍ନ ଭିନ୍ନ । ଜଣେ ବିଦ୍ୟା ଅର୍ଜନ କଲେ ସେ ସବୁଗୁଣର ଅଧିକାରୀ ହୁଏ, ତାହା ନୁହେଁ ବରଂ ବିଦ୍ୟା ସହ ଶିକ୍ଷାଲାଭ କରିବାକୁ ପଡିଥାଏ ବୋଲି ରିଷିଡା ସ୍ଥିତ ଜଗନ୍ନାଥ ଡିଗ୍ରୀ କଲେଜର ରୌପ୍ୟ
Read More...