Yearly Archives

2023

ସମୁଦ୍ର ବେଳାଭୂମିରେ ବାଲୁକା ନିର୍ମିତ ମହାଦେବ

ପୁରୀ : ପବିତ୍ର ଶିବରାତ୍ରୀ ପାଇଁ ଚଳଚଞ୍ଚଳ ବିଭିନ୍ନ ଶୈବପୀଠ । ପୁରୀ ଶ୍ରୀଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ଏକାଦଶୀ ଠାରୁ ଜାଗର ଯାତ୍ରା ଆରମ୍ଭ ହୋଇଯାଇଛି । ଏହି ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଳାଦ୍ରୀ ସମୁଦ୍ର ବେଳାଭୂମୀରେ ଗଢିଛନ୍ତି ଏକ ଆକର୍ଷଣୀୟ ବାଲୁକା ନିର୍ମିତ
Read More...

ଟ୍ରେନରେ କଟି ଜଣେ ଯୁବକ ମୃତ : କାରଣ ଅସ୍ପଷ୍ଟ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି-ମୁରିବାହାଲ ରେଲ ସେକ୍ସନର ପମ୍ପୁ ତଲାବ ନିକଟସ୍ଥ ରେଲ କି.ମି. ଖମ୍ବ ନଂ. ୧୭୧/୧୨/୧୩ଠାରେ ଶନିବାର ସକାଳୁ ଜଣେ ଯୁବକର ଟ୍ରେନରେ କଟି ମୃତ୍ୟୁ ହୋଇଛି । କଂଟାବାଂଜି ଜି.ଆର.ପି.ଙ୍କ ସୂଚନା ମୁତାବକ ସକାଳୁ ଆସୁଥିବା କୌଣସି
Read More...

ବନ ବିଭାଗ ପକ୍ଷରୁ ପେଟ୍ରୋଲିଂଗ ବେଳେ ଚୋରା ୨୨ ଖଣ୍ଡ ଶାଗୁଆନ ଗଣ୍ଡି ବୋଝେଇ ଟ୍ରାକ୍ଟର ଜବତ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ବନ ବିଭାଗ ଦ୍ୱାରା ଶୁକ୍ରବାର ରାତିରେ ପେଟ୍ରୋଲିଂଗ ବେଳେ ୨୨ଖଣ୍ଡ ଶାଗୁଆନ ଗଣ୍ଡି ବୋଝଇେ ଟ୍ରାକ୍ଟର ଜବତ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା କଂଟାବାଂଜି ଓ ବଙ୍ଗୋମୁଣ୍ଡା ଫରେଷ୍ଟ ରେଂଜ ସୀମାର ବରକାନି ଗ୍ରାମରେ
Read More...

ଉତ୍କଳ ଆର୍ଟିଷ୍ଟସ ଏସୋସିଏସନ୍‌ ପକ୍ଷରୁ ସେଲିବ୍ରେଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସ୍ଥିତ ଉତ୍କଳ ଆର୍ଟିଷ୍ଟସ ଆସୋସିଏସନ୍‌ ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଉରକେଲାରେ ୮ ଗୋଟି ଦଳକୁ ନେଇ ଆସନ୍ତା ୨୪, ୨୫ ଏବଂ ୨୬ ଫେବୃଆରୀରେ ସେଲିବ୍ରେଟି ପ୍ରିମିୟର ଲିଗ୍‌ ନାମରେ ଏକ ନିଆରା କ୍ରିକେଟ ଟୁର୍ଣ୍ଣାମେଣ୍ଟ ସିଭିଲ ଟାଉନ ସ୍ଥିତ ଲାଇଫ
Read More...

ରୋଟାରୀ କ୍ଲବ୍‌ ଅଫ୍ ରାଉରକେଲା ଷ୍ଟିଲ୍ ସିଟି ପକ୍ଷରୁ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣରଙ୍କୁ ସ୍ୱାଗତ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଶଶାଙ୍କ ରାସ୍ତୋଗୀଙ୍କ ରାଉରକେଲା ଗସ୍ତ ଅବସରରେ ରୋଟାରୀ କ୍ଲବ୍ ଅଫ୍ ରାଉରକେଲା ଷ୍ଟିଲ୍ ସିଟି ପକ୍ଷରୁ ଏକ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ସ୍ଥାନୀୟ ହୋଟେଲ ସେଣ୍ଟ୍ରାଲ ପାର୍କଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କ୍ଲବର
Read More...

ଅଖିଳ ଭାରତୀୟ ଘୋଷ ଦିବସ ପାଳନ

ପାଟଣାଗଡ଼, (ସଦାଶିବ ସରାଫ) : ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ତରଫରୁ ପାଟଣାଗଡ଼ରେ ପବିତ୍ର ଶିବରାତ୍ରି ଦିନରେ ଅଖିଳ ଭାରତୀୟ ଘୋଷ ଦିବସ ପାଳନ କରାଯାଇଛି । ଏହି ଅବସରରେ ପାଟଣାଗଡ଼ ଗଡ଼ ଭିତରରୁ ଜିଲ୍ଲାସ୍ତରୀୟ ଘୋଷ ବାଦନ ଓ ପଥ ସଞ୍ଚାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପରେ ଗଡ଼ ଭିତର
Read More...

ପ୍ରଜାପତି ବ୍ରହ୍ମକୁମାରୀ ତରଫରୁ ଗଞ୍ଜାମରେ ଶିବ ଜୟନ୍ତୀ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ମଧ୍ୟଖଣ୍ଡ ସାହି ସ୍ଥିତ ପ୍ରଜାପତି ବ୍ରହ୍ମକୁମାରୀ ଭାରତୀୟ ବିଶ୍ୱବିଦ୍ୟାଳୟ ଗଞ୍ଜାମ ଶାଖା ତରଫରୁ ଶିବ ଜୟନ୍ତୀ ପାଳିତ ହୋଇଯାଇଛି । ବ୍ରହ୍ମାକୁମାରୀ ରାଜ ଯୋଗିନୀ ବିକେ କସ୍ତୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଅଧ୍ୟାତ୍ମିକ ଶିବ ସନ୍ଦେଶ ରଥ
Read More...

ଅତ୍ୟାଧୁନିକ ଆଦର୍ଶ ବସ୍‌ଷ୍ଟାଣ୍ଡ ନେଇ ଜାଗା ଚିହ୍ନଟ

ପଦ୍ମପୁର : ରାୟଗଡ଼ା ଜିଲା ପଦ୍ମପୁର ବ୍ଲକ ଅଧୀନ ଜୁକବନ୍ଧ କଲୋନି ନିକଟରେ ନୂତନ ଭାବେ ଅତ୍ୟାଧୁନିକ ଆଦର୍ଶ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯିବା ନିମନ୍ତେ ପଦ୍ମପୁର ବ୍ଲକ ପ୍ରଶାସନ ଓ ଜିଲ୍ଲା ପରିବହନ ବିଭାଗ ଜାଗା ଚିହ୍ନଟ କରିଛନ୍ତି । ଯାତ୍ରୀ ପରିବହନ ସେବାକୁ ତ୍ୱରାନ୍ୱିତ କରିବାକୁ ରାଜ୍ୟରେ
Read More...

ବ୍ରହ୍ମାକୁମାରୀ ସଂସ୍ଥାନ ପକ୍ଷରୁ ଶିବ ଧ୍ଵଜା ଉତ୍ତୋଳନ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି କେନ୍ଦ୍ର ଆନୁକୂଲ୍ୟରେ ଛତ୍ରପୁର ବ୍ଲକର ବିଭିନ୍ନ ସ୍ଥାନମାନଙ୍କରେ ଶିବ ଧ୍ଵଜା ଉତ୍ତୋଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ବିଶେଷ କାର୍ଯ୍ୟକ୍ରମରେ
Read More...

ଧବଳେଶ୍ୱରଙ୍କ ପୀଠ ଚଳଚଞ୍ଚଳ

କଟକ : କଟକ ଜିଲ୍ଲା ଆଠଗଡ଼ ବାବା ଧବଳେଶ୍ୱରଙ୍କ ପୀଠରେ ମହାଶିବରାତ୍ରି ଧୁମ୍‌ଧାମ୍‌ରେ ପାଳନ ହେଉଛି । ମନ୍ଦିର ଚଳଚଞ୍ଚଳ ହୋଇଥିବା ବେଳେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ଶାନ୍ତିଶୃଙ୍ଖଳାର ସହ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ପୀଠରେ ବ୍ୟାପକ ବନ୍ଦୋବସ୍ତ
Read More...