ଡି. କର୍ଲାଖୁଣ୍ଟା ପଞ୍ଚାୟତସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଧୁମାଭଟା ଦଳ ଚାମ୍ପିୟନ
କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଡି. କର୍ଲାଖୁଣ୍ଟା ଠାରେ ୟୁଥ୍ କ୍ଲବ ତରଫରୁ ପଞ୍ଚାୟତସ୍ତରୀୟ ଟି-୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ମ. ରାମପୁର ରାଜ ପରିବାରର ଯୁବ ଓ ଉଦିୟମାନ!-->…
Read More...
Read More...