Yearly Archives

2023

ଷୋହଳ ପ୍ରହର ନାମଯଜ୍ଞ ପାଇଁ କଳସ ଯାତ୍ରା

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁର ବ୍ଲକ ମ.ରାମପୁର ନିକଟସ୍ଥ ବୁରାଟ ଗ୍ରାମରେ ହେବାକୁ ଥିବା ଷୋହଳ ପ୍ରହର ନାମଯଜ୍ଞ ପାଇଁ ଆଜି ଏକ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିିତ ହୋଇଯାଇଛି । କର୍ତ୍ତା ଭାବରେ ଭଗବାନ ଜେନା ଓ ତାଙ୍କ ଧର୍ମପତ୍ନୀ ଫୁଲ ଜେନା ଦାୟିତ୍ୱ ନିର୍ବାହ କରୁଥିବା ବେଳେ
Read More...

ପାଇକମାଲ ବ୍ଲକସ୍ତରୀୟ ତୈଳିକ ସାହୁ ସମାଜର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ସ୍ଥିତ ସ୍ୱ-ଜାତୀୟ ଧର୍ମଶାଲାରେ ପାଇକମାଲ ବ୍ଲକସ୍ତରୀୟ ତୈଳିକ ସାହୁ ସମାଜର ଏକ ବୈଠକ ପାଇକମାଲ ବ୍ଲକ ସଭାପତି ତଥା ଯୁବ ଆଇନଜୀବୀ ରାଜ କିଶୋର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ସମାଜର
Read More...

ବିଶ୍ୱ କଲ୍ୟାଣ ଭାଗବତ ପରିଷଦ ବିଶିପାଲି ତରଫରୁ ଶ୍ରୀମଦଭାଗବତ ଉଦ୍‌ଯାପନୀ ଉତ୍ସବ

ବିଶିପାଲି, (କେପିଏନ୍‌ଏସ୍‌) : ବିଶ୍ୱ କଲ୍ୟାଣ ଭାଗବତ ପରିଷଦ ବିଶିପାଲି ତରଫରୁ ଶ୍ରୀମଦଭାଗବତ ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଂଧ୍ୟାରେ ଏହି ଅବସରରେ ଅନୁଷ୍ଠିତ ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଗୌରଚରଣ ପଧାନ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବରେ ସମ୍ବଲପୁରୀ ଭାଗବତ
Read More...

ପାରାଦୀପଠାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ବାର୍ତ୍ତାଳାପ ଆୟୋଜିତ

ପାରାଦୀପ ବନ୍ଦର ପଣ୍ୟ କାରବାର କ୍ଷେତ୍ରରେ ଦେଶରେ ସର୍ବାଧିକ ସକାରାତ୍ମକ ଅଭିବୃଦ୍ଧି ହାସଲ କରିଛି : ବନ୍ଦର ଅଧ୍ୟକ୍ଷ ପି.ଏଲ ହରନାଧ ପାରାଦୀପ/ଭୁବନେଶ୍ୱର, (ପିଆଇବି) : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ପକ୍ଷରୁ
Read More...

ସୁଶୀଳ ବେହେରା ଆକ୍ରମଣ ଘଟଣାରେ ଅଭିଯୁକ୍ତକୁ ଖୋଜୁଛି ପୋଲିସ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆକ୍ରମଣର ଶିକାର ହୋଇଥିବା ସୁଶୀଳ ବେହେରା(୨୨)ଏବେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି । ଅଭିଯୁକ୍ତକୁ ପୋଲିସ ଖୋଜୁଛି ବୋଲି କୁହାଯାଇଛି । ପ୍ରକାଶ ଥାଉକି, ଛତ୍ରପୁର ଥାନା ଅନ୍ତର୍ଗତ ଛତ୍ରପୁର ସଦର
Read More...

ଟିଟିଲାଗଡଠାରେ ଲାୟନ୍ସ କ୍ଲବର ଦୁଇ ଦିନିଆ ୩୨ତମ ବାର୍ଷିକ ସମ୍ମିଳନୀ ଆୟୋଜିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଲାୟନ୍ସ କ୍ଲବ ଡିଷ୍ଟ୍ରିକ୍ଟ ୩୨୨ସି୨ର ବାର୍ଷିକ ସମ୍ମିଳନୀ ଚଳିତ ବର୍ଷ ଟିଟିଲାଗଡଠାରେ ଆୟୋଜିତ ହୋଇଯାଇଛି । ଲାୟନ୍ସ କ୍ଲବ ଟିଟିଲାଗଡର ଆୟୋଜନରେ ସ୍ଥାନୀୟ ଡିଏନ୍‌ ରିସର୍ଟ ଠାରେ ଏହି ଦୁଇ ଦିନିଆ ବାର୍ଷିକ ସମ୍ମିଳନୀରେ ୪୯ଟି କ୍ଲବରୁ ୪୧୩ ସଦସ୍ୟ ଆସି
Read More...

ରାମଜୀପଡା ରାମଲୀଳା ଏକ ବର୍ଷ ପରେ ପୁଣି ଝଲସିବ

ରାବଣ ଅଭିନୟରେ ପୁଣି ମନ ମୋହିବେ ଡା. ପଟେଲ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରାମଜୀପଡା ରାମଲୀଳା, ବଲାଙ୍ଗିରକୁ ନେଇ ପୁଣି ଏ ବର୍ଷ ରାମ ନବମୀରୁ ଆରମ୍ଭ ହେବ । ଏଥର ପୁରାତନ କଳାକାର ଓ ନୂତନ ଗାଁର କଳାକାର କଳା ପ୍ରଦର୍ଶନ କରିବେ । କଳାକାର ଅଭିନୟ ବାଦ୍ୟକାର ଗୁରୁ ବାଲମୁକୁନ୍ଦ
Read More...

ମାହେଶ୍ୱରୀ ସଂଗଠନ ପକ୍ଷରୁ ରକ୍ତଦାନ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମାହେଶ୍ୱରୀ ସଂଗଠନର ଷଷ୍ଠ ବର୍ଷ ପୁର୍ତ୍ତି ଅବସରରେ ସ୍ଥାନୀୟ ଯାଦବ ଭବନଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପବନ କୁମାର ତିୱାରୀ ୧୮୯ ବାଟାଲିୟନ ସିଆରପିଏଫ୍‌ କମାଣ୍ଡେଣ୍ଟ ବଲାଙ୍ଗିର,
Read More...

ବଲାଙ୍ଗିର ଯୁବ କୁଲୁତା ସମାଜର ନୂତନ କର୍ମକର୍ତ୍ତା ଚୟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଭୀମଡୁଙ୍ଗୁରିଠାରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜର ସାଧାରଣ ସଭା ଯୁବ ସଭାପତି ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଥିଲା । ଅମିତ ବାରିକ ବାର୍ଷିକ ବିବରଣୀ ପଠନ
Read More...

ମାର୍ଚ୍ଚ ୧ରୁ ବଲାଙ୍ଗିର ଜିଲ୍ଲାସ୍ତରୀୟ ଜିଆରସି ଶିକ୍ଷା ଓ ତାଲିମ ଶିବିର-୨୦୨୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାସ୍ତରୀୟ ଜୁନିୟର ରେଡକ୍ରସ୍‌ (ଜିଆରସି) ଶିକ୍ଷା ଓ ତାଲିମ ଶିବିର-୨୦୨୩ ଆଗାମୀ ମାର୍ଚ୍ଚ ୧ରୁ ୩ ତାରିଖ ପର୍ଯ୍ୟନ୍ତ ସଇଁନ୍ତଲା ବ୍ଲକ ଅନ୍ତର୍ଗତ ବିଜୟାନନ୍ଦ ହାଇସ୍କୁଲ ବେଲଗାଁଠାରେ ଅନୁଷ୍ଠିତ ହେବ । ଏହି ଶିବିରରେ ଜିଲ୍ଲାର ବିଭିନ୍ନ ଉଚ୍ଚ
Read More...