ତୁରୁକଭଟା ଘିସରି ପାହାଡ ପଥର କ୍ୱରୀକୁ ନେଇ ଜନ ଅସନ୍ତୋଷ : ଉପଜିଲ୍ଲାପାଳ ସିନ୍ଧେକେଲା ପଥର କ୍ବାରୀ ଚଢାଉ କଲେ ହେଲେ…
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ତହସିଲ ତଥା ସିନ୍ଧେକେଲା ଥାନା ଅଞ୍ଚଳରେ ପଡୁଥିବା ଭବାନୀପାଟଣା- ରାଇପୁର ୧୬ ନମ୍ବର ରାଜ୍ୟ ରାଜପଥରେ ପଡୁଥିବା ଚାନ୍ଦୋତରା - ତୁରୁକଭଟା ମଧ୍ୟରେ ଥିବା ଘିସରି ପାହାଡରେ ବେଆଇନ ପଥର ଖନନକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ!-->…
Read More...
Read More...