ମାର୍ଚ୍ଚ ୫ ତାରିଖରୁ ରଙ୍ଗେଇଲୁଣ୍ଡା ଏୟାର ଫିଲ୍ଡରୁ ଭୁବନେଶ୍ୱରକୁ ବିମାନ ସେବା ଉଡାଣ ହେବ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବହୁ ପ୍ରତୀକ୍ଷିତ ବ୍ରହ୍ମପୁର ବିମାନବନ୍ଦର କାର୍ଯ୍ୟକାରୀ ହେବା ଅବସରରେ ଜରୁରୀକାଳୀନ ଭିତ୍ତିରେ ରଙ୍ଗେଇଲୁଣ୍ଡା ଏୟାର ଫିଲ୍ଡରୁ ଭୁବନେଶ୍ୱରକୁ ବିମାନ ସେବା ଉଡାଣ ହେବ ବୋଲି ସରକାରୀ ସୂତ୍ରରୁ ଜଣାଯାଇଛି । ବିଜୁବାବୁଙ୍କ ଜନ୍ମଦିନରେ ମାର୍ଚ୍ଚ ୫!-->…
Read More...
Read More...