Daily Archives

ବଲାଙ୍ଗିରର ଲଭ୍‌ କ୍ୟୁଜିନ୍‌ କାଫେରେ ୬ ରାଉଣ୍ଡ ଗୁଳିମାଡ଼ କଲେ ଦୃର୍ବୃତ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ହୋଟେଲ ଭିତରେ ପଶି ଗୁଳିମାଡ଼ । ଏପରିକି ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୬ ରାଉଣ୍ଡ ଗୁଳିମାଡ଼ କରିଛନ୍ତି ଦୃର୍ବୃତ୍ତ । ଏଭଳି ଏକ ଘଟଣା ଆଜି ଦେଖିବାକୁ ମିଳିଛି ବଲାଙ୍ଗିର ପାଖ ଗଇଁତଲା ଛକରେ ଥିବା ଲଭ୍‌ କ୍ୟୁଜିନ୍‌ କାଫେ ହୋଟେଲ୍‌ରେ । ସୂଚନା
Read More...

ଲୋକସଭାରେ ସଂସଦର ସ୍ୱତନ୍ତ୍ର ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

“ଆଜି ହେଉଛି ଭାରତର ସଂସଦୀୟ ଯାତ୍ରାର ୭୫ ବର୍ଷର ସ୍ମୃତିଚାରଣ କରିବାର ସମୟ”“ଆମେ ନୂତନ ଭବନକୁ ସ୍ଥାନାନ୍ତରିତ ହେଉଛୁ ସତ, ମାତ୍ର ଏହି ଭବନ ଭାବୀ ପିଢ଼ିକୁ ପ୍ରେରଣା ଦେଉଥିବ, କାରଣ ଭାରତୀୟ ଗଣତନ୍ତ୍ରର ଯାତ୍ରାରେ ଏହା ଏକ ସ୍ବର୍ଣ୍ଣିମ ଅଧ୍ୟାୟ”“ଅମୃତ କାଳର ପ୍ରଥମ ଆଲୋକରେ ନୂତନ ବିଶ୍ବାସ,
Read More...

ଏଲ୍ଆଇସି ଏଜେଣ୍ଟ ଓ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ କଲ୍ୟାଣମୂଳକ ପଦକ୍ଷେପକୁ ଅର୍ଥ ମନ୍ତ୍ରଣାଳୟର ଅନୁମୋଦନ

● ଏହି ଏଜେଣ୍ଟ ଓ କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ସୀମା ବଢିବ, ରିନ୍ୟୁଆଲ କମିଶନ ପାଇଁ ଯୋଗ୍ୟ ହେବେ, ଟର୍ମ ବୀମା ସୁବିଧା ମିଳିବ ଏବଂ ସବୁ ଏଲଆଇସି କର୍ମଚାରୀ ସମାନ ହାରରେ ଫ୍ୟାମିଲି ପେନ୍ସନ୍ ସୁବିଧା ପାଇବେ ଦିଲ୍ଲୀ, (ପିଆଇବି) : ଭାରତୀୟ ଜୀବନ ବୀମା ନିଗମ (ଏଲ୍ ଆଇସି) ର କର୍ମଚାରୀ ଓ
Read More...

ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭାର ବିଭିନ୍ନ ସମସ୍ୟା ଓ ଉନ୍ନତି କଳ୍ପେ ଆଲୋଚନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭାର ବୈଠକ ସ୍ଥାନୀୟ ନରସିଂହ ମନ୍ଦିର ପରିସରରେ ସଭାପତି ଧନଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସମାଜର ବିଭିନ୍ନ ସମସ୍ୟା ନେଇ ଆଲୋଚନା ହୋଇଥିଲା । ବିଶେଷତଃ ବ୍ଲକ ସ୍ତରରେ ଓ ମଣ୍ଡଳ ସ୍ତରରେ
Read More...

ନରସିଂହଙ୍କ ଜନମତ ଓ ବିଧାୟକ କାର୍ଯ୍ୟକ୍ରମ : ବିଧାନସଭା ପୂର୍ବରୁ ନାଗରିକ ସମାଜର ମତ ଲୋଡିଲେ ନରସିଂହ

ବଲାଙ୍ଗିରର ଶିକ୍ଷା, ସ୍ୱାସ୍ଥ୍ୟ, ବେରୋଜଗାରୀ ଉପରେ ଗୁରୁତ୍ୱଗଣତନ୍ତ୍ରର ସୁରକ୍ଷା ପାଇଁ ହେବ ଜୋରଦାର ଲଢେଇ : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଧାନସଭା ଅଧିବେଶନ ବସିବା ପୂର୍ବରୁ ଲୋକ ପ୍ରତିନିଧି ଭାବରେ ମୋର କର୍ତ୍ତବ୍ୟ ଓ ଦାୟିତ୍ୱ ହେଲା ମୋର ମତଦାତାଙ୍କ ଠାରୁ ଆଗାମୀ
Read More...

ଆଇନ ମହାବିଦ୍ୟାଳୟରେ ଗଣେଶ ଚତୁର୍ଥୀ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯୁଧିଷ୍ଠୀର ମିଶ୍ର ଆଇନ ମହାବିଦ୍ୟାଳୟଠାରେ ଗଣେଶ ଚତୁର୍ଥୀ ପାଳିତ ହୋଇଯାଇଛି । ବର୍ଷକ ବାର ମାସ ଓ ତେର ପର୍ବମାନଙ୍କ ମଧ୍ୟରୁ ଗଣେଷ ପୂଜା ଅନ୍ୟତମ । ବିଦ୍ୟାଧିପତି ହେଉଛନ୍ତି ଗଣେଶ । ସେ ମଧ୍ୟ ଅଗ୍ରପୂଜ୍ୟ । ପ୍ରତି ଶୁଭ କାର୍ଯ୍ୟରେ ବିନାୟକଙ୍କର
Read More...

ନୂଆଁଖାଇ ପାଇଁ ସହାୟତାର ହାତ ବଢାଇଲେ ବଳଧା ସରପଞ୍ଚ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବୁଧବାର ଦିନ ପଶ୍ଚିମ ଓଡ଼ିଶାର ଘରେ ଘରେ ମହାନ ଗଣପର୍ବ ନୂଆଁଖାଇ ପାଳନ ହେବ ସେନେଇ ଗାଁଠୁ ସହର ସବୁଠି ଚଳ ଚଞ୍ଚଳ ହେଉଥିବା ଦେଖିବାକୁ ମିଳିଛି । ଏ ପରିସ୍ଥିତିରେ ଅଞ୍ଚଳର ଥିବା ଅସହାୟ ଅବସ୍ଥାରେ ଥିବା ଗରିବ, ବୃଦ୍ଧବୃଦ୍ଧା, ବିଧବାଙ୍କୁ ସହାୟତାର
Read More...

ବାଲିଗୁଡାରେ ଗଣେଷ ପୂଜା ପାଳିତ : ନୂତନ ଛାତ୍ରଛାତ୍ରୀ ଖଡ଼ି ଛୁଆଁଇଲେ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ସିଦ୍ଧି ପ୍ରଦାୟକ ଶ୍ରୀ ଶ୍ରୀ ଶ୍ରୀ ଗଜାନନଙ୍କ ପୂଜନୋତ୍ସବ ଯଥା ରୀତିନୀତି ଅନୁସାରେ ପାଳିତ ହୋଇଯାଇଛି । ଏହି ଅବସରରେ ଟାଉନର ସମସ୍ତ ଶିକ୍ଷାନୁଷ୍ଠାନ, ସ୍ବେଛାସେବୀ ଅନୁଷ୍ଠାନ,
Read More...

କୋଶଲୀ ସର୍ଟ ଫିଲ୍ମ “କୁରେ ପତର”ର ପୋଷ୍ଟର ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ରାଜେନ୍ଦ୍ର କଲେଜ୍ ପାଖରେ ଥିବା ଗେଲେକ୍ସି କୋଚିଂ ସେଣ୍ଟର ପରିସରରେ ନୂଆଁଖାଇ ଉପରେ ପର୍ଯ୍ୟବେଶିତ କୋଶଲୀ ସର୍ଟ ଫିଲ୍ମ "କୁରେ ପତର"କୁ ରାଜେନ୍ଦ୍ର କଲେଜ୍‌ରେ ଥିବା ଡାକ ଘରର ପୋଷ୍ଟ ମାଷ୍ଟର ପୋଷ୍ଟର ଉନ୍ମୋଚନ କରି ଫିଲ୍ମ ଟିକୁ ରିଲିଜ୍
Read More...

ଗଞ୍ଜାମ ଆଇଆଇସିଙ୍କ ସର୍ଜିକାଲ ଷ୍ଟାଇକ : ୧୨ ଗିରଫ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ କାଇଁଚପୁର ପଞ୍ଚାୟତ କାଇଁଚପୁର ଗ୍ରାମରୁ ଜୁଆଡ଼ିଙ୍କୁ ଧରିବାରେ ଗଞ୍ଜାମ ଥାନା ଅଧିକାରିଣୀଙ୍କୁ ମିଳିଛି ବଡ଼ ସଫଳତା । ଏହି ଥାନାରେ ପ୍ରଥମ ଥର ଲାଗି ନିଯୁକ୍ତ ହୋଇଥିବା ଜଣେ ଦକ୍ଷ ମହିଳା ଥାନା ଆଇଆଇସି ସୁମିତ୍ରା ପାତ୍ର
Read More...
error: Content is protected !!